ପାର୍କରେ ଲାଗିଲା ଭୟଙ୍କର ନିଆଁ କିନ୍ତୁ ଜଳିଲାନାହିଁ ଘାସ ଓଲଟା ହେବାକୁ ଲାଗିଲା ସବୁଜ,ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ।

ପାର୍କରେ ନିଆଁ ଲାଗିଥିବା ଭିଡିଓରେ ସୋସିଆଲ ମିଡିଆରେ ଅନେକ ହେଡଲାଇନ ହେଉଅଛି ।ଏହି ଭାଇରାଲ୍ ଭିଡିଓରେ ଆପଣ ଏକ ପାର୍କରେ ନିଆଁ ଲାଗିଥିବାର ଦେଖୁଥିବେ ଏବଂ ସେହି ନିଆଁ ଧୀରେ ଧୀରେ ପାର୍କରେ ବ୍ୟାପିଯାଏ।

ପାର୍କରେ ନିଆଁ ଲାଗିଥିବା ଭିଡିଓରେ ସୋସିଆଲ ମିଡିଆରେ ଅନେକ ହେଡଲାଇନ ହେଉଅଛି। ଏହି ଭାଇରାଲ୍ ଭିଡିଓରେ, ଆପଣ ଏକ ପାର୍କରେ ନିଆଁ ଦେଖିବେ ଓ ସେହି ନିଆଁ ଧୀରେ ଧୀରେ ବଢିବାରେ ଲାଗିଲା। ପାର୍କରେ ଗଛ ,ଫୁଲ ,ସବୁଜ ରଙ୍ଗର ଘାସ ଓ ବସିବା ପାଇଁ ବେଞ୍ଚ ଅଛି କିନ୍ତୁ ସେଠାରେ ଆଶ୍ଚର୍ଯ୍ୟ କଥା ଅଛି ଏହା କି ଯେମିତି ପାର୍କରେ ନିଆଁ ସବୁଆଡେ ଲାଗିଯାଇଥାଏ ଏବଂ ଏ ସବୁ ଜିନିଷ ଜଳି ନଥାଏ ଓଲଟା ସବୁଜ ହେବାରେ ଲାଗିଥାଏ।ଆପଣଙ୍କୁ ଏହା ସବୁ କୌଣସି ଫିଲ୍ମର କାହାଣୀ ପରି ଲାଗୁଥିବ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପାର୍କରେ ଯେଉଁ ଧଳା ଘାସ ଅଛି ନିଆଁ ଲାଗିବା ମାତେ ସବୁଜ ହେଇଯାଉଛି। କେବଳ ସେତିକି ନୁହଁ ପାର୍କରେ ବସିବା ପାଇଁ ଥିବା ବେଞ୍ଚର ବି କିଛି ହେଉନି।

ଏହି ଭିଡ଼ିଓକୁ କ୍ଲବ ଡ଼ି ମୋଟାନା କେଳାହରା ନିଜ ଫେସବୁକ ପେଜରେ ସେୟାର କରିଛନ୍ତି। ତା ସହିତ ଲେଖିଛନ୍ତି,ଏହି ଭିଡ଼ିଓ ଆପଣଙ୍କୁ କୌଣସି ଫିଲ୍ମରୁ କମ ଲାଗିବନି।


ଏହି ଭିଡ଼ିଓର ସେୟାରର କିଛି ଘଣ୍ଟା ଭିତରେ ଟ୍ଵିଟର ରେ ୬୦ ଲକ୍ଷରୁ ଅଧିକ ଥର ଦେଖାସରିଲେଣି। ଭିଡ଼ିଓରେ ବହୁତ ଲୋକ କମେଣ୍ଟ ବି କରିଛନ୍ତି। ଜଣେ ଲେଖିଛନ୍ତି ଏହି ଭିଡ଼ିଓ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଅନ୍ୟ ପଟେ ଆଉଜଣେ ଲେଖିଛନ୍ତି ଏହି ଭିଡ଼ିଓ ଦେଖିବା ଏକ ଭଲ ଅନୁଭବ।

ରିପୋର୍ଟରେ କୁହାଯାଇଛି କି କାନାଡ଼ା ଚିନାରା ଗଛର ଫଳରେ ଧଳା ପଦାର୍ଥ ଜଳିଥାଏ। ସ୍ପେନର ଏକ ସ୍ଥାନିୟ ଇଲାକାର ଅଧିକାରୀ ନିଆଁ ଦ୍ବାରା ତାକୁ ବାହାର କରୁଥିଲେ।

ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ସାଙ୍ଗ ମାନଙ୍କ ସହିତ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |

Leave a Reply

Your email address will not be published. Required fields are marked *