କଳା ଦାଗ କେମିତି ଭଲ କରିବେ: ଆଖି ତଳେ ପଡ଼ିଛି କି କଳା ଦାଗ ? ତେବେ ଏମିତି କରନ୍ତୁ ସଫା…

ମହିଳାଙ୍କ ଅପେକ୍ଷା ଯଦି ଦେଖାଯାଏ ତେବେ ପୁରୁଷ ମାନଙ୍କ ର ଅଧିକ କଳାଦାଗ ଦେଖାଯାଏ । ଏହା କେବଳ ପୁରୁଷ ମାନଙ୍କ ର ସ୍ମାର୍ଟନେସ୍ କୁ ବିଗାଡ଼ିଥାଏ ବେଳେ ବେଳେ ଅପମାନିତ ର କାରଣ ମଧ୍ୟ କରିଥାଏ । କିଛି ଲୋକଙ୍କ ଏହି ସମସ୍ୟା ଲ୍ୟାପଟପ୍ ରୁ ବାହାରୁଥିବା ଲାଇଟ୍ କାରଣରୁ କିମ୍ବା ସ୍କ୍ରିନ କୁ ଲଗାତାର ଦେଖିବା କାରଣରୁ ହୋଇଥାଏ ।

ସେମିତି କିଛି ଲୋକଙ୍କ ଆଳକହଳ, ଧୁମ୍ରପାନ ସେବନ କରିବା ଦ୍ଵାରା ମଧ୍ୟ ଏହି ସମସ୍ୟା ଉତ୍ପନ୍ନ ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଏମିତି ଏକ ଉପାୟ କୁହାଯାଇଛି ଯାହାକୁ ବ୍ୟବହାର କରି ଘରେ କଳାଦାଗ ରୁ ରକ୍ଷା ମିଳିଥାଏ ।

google

କଳାଦାଗ ହଟାଇବା ପାଇଁ ଚାଉଳ ର ସାହାଯ୍ୟ

ଚାଉଳ ର ସେବନ ଆପଣ ମାନେ ସମସ୍ତେ କରନ୍ତି । ଆପଣ ଡାଏଟ୍ ରେ ଥିଲେ ଚାଉଳ ଖାଉନାହାନ୍ତି ଏହା ଅଲଗା କଥା । କିନ୍ତୁ ଅଧିକାଂଶ ଲୋକ ଖାଇବାରେ ପ୍ରତିଦିନ ଚାଉଳ ନିହାତି ସାମିଲ କରନ୍ତି । ଆଖି ତଳେ ପଡିଥିବା କଳାଦାଗ କୁ ସଫା କରିବା ପାଇଁ ଚାଉଳ ଏକ ବିୟୁଟି ଟିପ୍ସ ଭାବରେ ବ୍ୟବହାର କରାଯାଇପାରେ । ଚାଉଳ ରେ ଏମିତି ଗୁଣ ରହିଛି ଯାହା କଳାଦାଗ କୁ ବହୁତ୍ ମାତ୍ରା ରେ ଶେଷ କରିଦେବା ର କ୍ଷମତା ରଖିଛି । ଆଗକୁ ଜାଣନ୍ତୁ ଚାଉଳ ରେ ଏମିତି କ’ଣ ପାଇଥାଉ , ଯାହା ଫଳରେ ଆଖି ତଳେ ପଡିଥିବା କଳା ଦାଗ ସଫା ହୋଇଥାଏ ।

ଚାଉଳ ଏଥି ପାଇଁ କଳା ଦାଗ କୁ ସଫା କରିଥାଏ

ବୈଜ୍ଞାନିକ ଅନୁସନ୍ଧାନ ଅନୁସାରେ , ଚାଉଳ କୁ ସ୍କ୍ରିନ ଉପରେ ବ୍ୟବହାର କରିବା ଫଳରେ ମୁଁହ ରେ କୋଲେଜନ ବଢେଇ ଦେଇଥାଏ । ଏତିକି ନୁହେଁ , ଚାଉଳ ରେ ଆଣ୍ଟି ଏଜିଙ୍ଗ ଇଫେକ୍ଟ ହେବା ସାଥିରେ ଆଣ୍ଟି ଅକ୍ସିଡେଣ୍ଟ୍ ଗୁଣ ମଧ୍ୟ ପାଇଥାଉ । ଏହି ଗୁଣ ମୁହଁକୁ ଚମକଦାର ବନାଇ ରଖିଥାଏ ଓ ଝୁରିୟା କୁ ଦୂର କରିବା ସହିତ କଳା ଦାଗ ଠାରୁ ଦୂରେଇ ରଖିବାକୁ ସାହାଯ୍ୟ କରିଥାଏ । ତଳେ ଜାଣନ୍ତୁ କଳା ଦାଗ ସଫା କରିବା ପାଇଁ ଚାଉଳ କୁ କେଉଁ ପ୍ରକାର ପ୍ରୟୋଗ କରିବା ।

ସାମଗ୍ରୀ

google

* ୨ ଚାମଚ ଚାଉଳ
* 3-୪ ବୁନ୍ଦା ମହୁ

କେମିତି ବ୍ୟବହାର କରିବା

* ଚାଉଳ କୁ ରାତି ରେ ଭିଜେଇ ରଖିଦେବା ।
* ସକାଳେ ଉଠିଲେ ପରେ ଏହାକୁ ଭଲ ଭାବରେ ଗୁଣ୍ଡ କରିଦେବା ।
* ଚାଉଳ ଗୁଣ୍ଡ ରେ ଏବେ ମହୁ ମିଶାଇ ଦେବା ।
* ଏବେ ଏହି ମିଶ୍ରଣ କୁ ହାଲକା ହାତ ରେ କଳା ଦାଗ ଉପରେ ଲଗାନ୍ତୁ ।
* ଏହାକୁ ୫ ରୁ ୭ ମିନିଟ୍ ଲଗାଇ ରଖନ୍ତୁ ଓ ଏହା ପରେ ପାଣି ରେ ଏହାକୁ ଧୋଇ ଦିଅନ୍ତୁ ।
* ଏହି ଉପାୟକୁ ସପ୍ତାହ ରେ ଦୁଇ ରୁ ତିନି ଥର ବ୍ୟବହାର କରି ଦେଖନ୍ତୁ , ଆପଣଙ୍କୁ ଏହାର ଫଳ ଆପଣ ନିଜେ ଦେଖି ପାରିବେ ।

ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ସାଙ୍ଗ ମାନଙ୍କ ସହିତ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |

Leave a Reply

Your email address will not be published. Required fields are marked *