BSNL ଗ୍ରାହାକ ମାନଙ୍କୁ ଦେଲା ବଡ ଉପହାର,ଫ୍ରି ରେ ମିଳିବ 4G ସିମ କାର୍ଡ।

ସର୍ବ ପ୍ରଥମେ ଆପଣଙ୍କୁ ଏହା କହିଦେବୁକି BSNL ଏହି ଅଫର କେବେଳ ୯୦ ଦିନ ପାଇଁ ରଖିଛି, ଏହାର ଆରମ୍ଭ ଏକ ଏପ୍ରିଲରୁ ଆରମ୍ଭ ହୋଇସାରିଛି। BSNLର ଏହି ଅଫର ସମସ୍ତଙ୍କ ପାଇଁ ଉପଲବ୍ଧ। ଆପଣ କୌଣସି ବି ଦୋକାନ କୁ ଯାଇକି ନିଜ ପୁରୁଣା 2G ବା 3G ସିମ ଦେଇ ନୂଆ 4G ସିମ କାର୍ଡ ନେଇପାରିବେ।

ସିମ ସହିତ ଏକ ସର୍ତ୍ତରେ ପ୍ରଥମ ଥର ଆପଣଙ୍କୁ ଏକ ୧୦୦ ଟଙ୍କାରୁ ଅଧିକ ରିଚାର୍ଜ କରିବାକୁ ହେବ,ତେବେ ଏହି ସିମ କାର୍ଡ ମିଳିବ। BSNL 4G ନେଟୱର୍କ ବିସ୍ତାର ପାଇଁ ସେମସଙ୍ଗ,ଜେଡଟିଇ,ନୋକିଆ ଓ ଏରିକ୍ସନ ଭଳି କମ୍ପାନୀର ସହାୟତା ନେଉଛି। କମ୍ପାନୀର ଯୋଜନା ଶିଘ୍ର ହିଁ ୫୦,୦୦୦ ଟାୱାର ର 4G ଅପଡେଟ କରିବାର ଅଛି।

ଜଣାପଡିଛି କି BSNL କୁ ଡିପିଆଇଆଇଟି ବଡ ଝଟକା ଦେଇଛି। ବାଣିଜ୍ୟ ମନ୍ତ୍ରାଳୟରେ ଆସିବାକୁ ଥିବା ଏହି ବିଭାଗ ଦୁରସଂଚାର ଓ BSNL କୁ 4G ନେଟୱର୍କ ପାଇଁ ପାଇଁ ଜାରିହୋଇଥିବା ୯୦୦୦ କୋଟିର ଟେଣ୍ଡର ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଛି।

ଉଦ୍ୟୋଗ ଓ ଆନ୍ତରିକ ବ୍ୟାପାର ସମ୍ବଧନ ଏହି ବିଭାଗ ଅନୁସାରେ BSNL ଟେଣ୍ଡର ଉପରେ ବିଦେଶୀ କମ୍ପାନୀ ମାନଙ୍କ ଫାଇଦା ପହଂଚିବା ଅଭିଯୋଗ ଲଗାଯାଇଛି।ଦୁରସଂଚାର ଉପକରଣ ଓ ସେବା ନିୟତ ପରିଷଦ ଅଭିଯୋଗ କରିଛି କି BSNL ଦ୍ବାରା ମାର୍ଚ୍ଚରେ ଜାରି ହୋଇଥିବା ଟେଣ୍ଡରରେ ନିୟମର ଉଲଘଂନ କରି ବିଦେଶୀ କମ୍ପାନୀ ମାନଙ୍କୁ ଫାଇଦା ପହଞ୍ଚାଇବା ପାଇଁ ଉଦ୍ୟମ କରାଯାଇଛି।

ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |

Leave a Reply

Your email address will not be published. Required fields are marked *