ବିଶେଷଜ୍ଞ ଭିଟାମିନ ଡି ର କମି ଓ କୋଭିଡ଼ ୧୯ ରେ ବଢୁଥିବା କେଶ ମଧ୍ୟ ରେ ସମ୍ଭଦ ଖୋଜି ପାଇଛନ୍ତି । ପ୍ରଥମେ ହୋଇଥିବା କିଛି ଅଧ୍ୟୟନ ଅନୁସାରେ , ଭିଟାମିନ ଡି ର କମି ଓ ନିଃଶ୍ୱାସ ରେ ଇନଫେକସନ୍ ରେ ସମ୍ଭଦ ଥିବା ଆଶଙ୍କା ଥିଲା । କିଛି ଦିନ ପୂର୍ବରୁ ହୋଇଥିବା ଏକ ରିସର୍ଚ୍ଚ ଅନୁସାରେ , ଭିଟାମିନ ଡି ହ୍ୱାଇଟ ବ୍ଲୋଡ ସେଲ୍ସ ଯେମିତି କାମ କରନ୍ତି , ଏହାକୁ ନିୟନ୍ତ୍ରଣ କରିଥାନ୍ତି । ଭିଟାମିନ ଡି ହ୍ୱାଇଟ ବ୍ଲୋଡ ସେଲ୍ସ କୁ ସିଟୋକିନେଶ୍ ନାମକ ସେଲ୍ସ କୁ ବଢିବା ରୁ ରକ୍ଷା କରିଥାଏ ଯାହା କରୋନା ଭାଇରସ ରେ ଗ୍ରସିତ ରୋଗୀ ରେ ଅଧିକ ମାତ୍ରା ରେ ଉତ୍ପନ୍ନ ହୋଇଥାଏ ।
ଇଟାଲୀ ଓ ସ୍ପେନ ଦୁଇ ଜାଗା ରେ କୋଭିଡ଼ ୧୯ ଦ୍ରୁତ ଗତିରେ ବଢୁଛି । ନିକଟରେ ହୋଇଥିବା ଏକ ଅଧ୍ୟୟନ ରେ ଦୁଇ ଦେଶରେ ଭିଟାମିନ ଡି ର ପ୍ରତିଶତ ବହୁତ କମ । କୁହାଯାଏ କି ଏହାର ପଛରେ ଥିବା କାରଣ ଏହା କି ଦକ୍ଷିଣ ୟୁରୋପ ରେ ଅଧିକ ବୃଦ୍ଧ ସୂର୍ଯ୍ୟ କିରଣ ରୁ ଦୂରେଇ ରୁହନ୍ତି । ସବୁଠାରୁ ଉଚ୍ଚ ଭିଟାମିନ ଡି ର ସ୍ତର ଉତ୍ତର ୟୁରୋପ ରେ ମିଳିଥାଏ । ଲେବର ଆୟର ଏୟର ଭିଟାମିନ ଡି ର ବାଟିକା ନେବା କାରଣରୁ ଏଠିକାର ଲୋକ ରେ ଉଚ୍ଚ ଭିଟାମିନ ଡି ର ସ୍ତର ଦେଖା ଦେଇଥାଏ ।
ଲି ସ୍ମିଥ , ଏଗ୍ଲିଆ ରକ୍ସିନ ୟୁନଭରସିଟି ଅନୁସାରେ , ଭିଟାମିନ ଡି ର ସ୍ତର ଓ କୋଭିଡ ୧୯ ମଝିରେ ଓ ବିଶେଷ ରୁପରେ କୋଭିଡ ୧୯ ରେ ୟୁରୋପ ଦେଶ ର ପ୍ରତିବ୍ୟକ୍ତି ମୃତୁ ର ଆଙ୍କଡା ର ସଂଯୋଗ ପାଇଛନ୍ତି । ରିସର୍ଚ୍ଚ ଅନୁସାରେ , ଏମିତି ପାଇଛନ୍ତି କି ଭିଟାମିନ ଡି ନିଃଶ୍ୱାସ ସହ ଯୋଡ଼ିତ ଇନଫେକସନ୍ ରୁ ରକ୍ଷା କରିଥାଏ । ଏହା ସହିତ ଏହା ମଧ୍ୟ ଖୋଜିଛନ୍ତି କି ଯେଉଁ ବୃଦ୍ଧ ଙ୍କ ଠାରେ ଭିଟାମିନ ଡି ର କମ ଥାଏ , ସେମାନେ ସବୁଠୁ ଅଧିକ କୋଭିଡ ୧୯ ରେ ପ୍ରଭାବିତ ହୋଇଥାନ୍ତି ।ସ୍ମିଥ ଙ୍କ ଅନୁସାରେ , ପ୍ରଥମେ ହୋଇଥିବା ଏକ ଅଧ୍ୟୟନ ରେ ପାଇଛନ୍ତି କି ହସ୍ପିଟାଲ୍ ଓ ଘରେ ଭଳି ସଂସ୍ଥା ରେ 75 ପ୍ରତିଶତ ଲୋକଙ୍କ ପାଖରେ ଗମ୍ଭୀର ଭାବରେ ଭିଟାମିନ ଡି ର ଅଭାବ ଦେଖାଦେଇଛି ।
ଏହା ସହ ରିସର୍ଚ୍ଚ ରେ ଏହା ମଧ୍ୟ କୁହା ଯାଇଛି କି ଏବେ ଏହି ଅଧ୍ୟୟନ ରେ ସୀମିତ ଅଛି । ସବୁ ଦେଶ ରେ ରୋଗୀଙ୍କ ସଂଖ୍ୟା ଦେଶ ରେ ହେଉଥିବା ଟେଷ୍ଟ ସଂଖ୍ୟା ଉପରେ ଆଧାରିତ ହେଉଛି । ଏହା ସହିତ ସବୁ ଦେଶ ରେ ଇନଫେକସନ୍ ରେ ଲଢେଇ କରିବା ପାଇଁ ଅଲଗା ଅଲଗା ଉପାୟ କରା ଯାଉଛି । ଏହି କଥା ଉପରେ ମଧ୍ୟ ଧ୍ୟାନ ଦେବା ଦରକାର କି ସମ୍ଭଦ ହେବା କାରଣ ନୁହେଁ ।
ଏହି ୭ ସୁସ୍ଥ ଖାଦ୍ୟ ଯେଉଁ ଥିରେ ଅଧିକ ଭିଟାମିନ ଡି ମିଳିଥାଏ :
ମାଛ : ମାଛ ଭିଟାମିନ ଡି ର ସବୁଠାରୁ ଭଲ ଖାଦ୍ୟ । ଅଲଗା ଅଲଗା ପ୍ରକାର ର ମାଛ ରେ ଭିଟାମିନ ଡି ପାଇଥାଉ । ଚୁନା ମାଛ ରେ ଅଧିକ ମାତ୍ରା ରେ ଭିଟାମିନ ଡି ପାଇଥାଉ । ଏହା ବହୁତ୍ ପ୍ରକାର ରୋଗ ର ବିପଦ କୁ କମ କରିଦେଇଥାଏ ।
ଅଣ୍ଡା : ଅଣ୍ଡା ରେ ବହୁତ୍ ପ୍ରକାର ଭିଟାମିନ ଓ ପ୍ରୋଟିନ ପାଇଥାଉ । ଅଣ୍ଡା କୁ ଜଳଖିଆ ଖାଇବା ସୁସ୍ଥ o4 ଭଲ ଖାଦ୍ୟ ମନା ଯାଇଥାଏ । ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ଆପଣଙ୍କ ଶରୀର କୁ ୭ ପ୍ରତିଶତ ଭିଟାମିନ ଡି ମିଳିଥାଏ । ଅଣ୍ଡା ର ଧଳା ଅଂଶ ରେ ଭିଟାମିନ ଏ ,ଇ , କେ ଓ ଜୀଙ୍କ ମିଳିଥାଏ ।
କ୍ଷୀର : ଯଦି ଆପଣ ଶାକାହାରୀ ହୋଇଥିଲେ ଆପଣ କ୍ଷୀର ନେଇପାରନ୍ତି । କ୍ଷୀର ମଧ୍ୟ ଭଲ ଭିଟାମିନ ଡି ଖାଦ୍ୟ ଅଟେ । ପ୍ରତିଦିନ ଭିଟାମିନ ଡି / କ୍ଷୀର ର ସେବନ କରିବା ଦ୍ଵାରା ଶରୀର କୁ ୨୧ ପ୍ରତିଶତ ଭିଟାମିନ ଡି ମିଳିଥାଏ ।
ଛତୁ : ଛତୁ ମଧ୍ୟ ଅଧିକ ଭିଟାମିନ ଡି ଯୁକ୍ତ ଖାଦ୍ୟ ଅଟେ । ଛତୁ ଚାଷ ହେଉଥିବା ସମୟରେ ଏଥିରେ ସୂର୍ଯ୍ୟ କିରଣ ପଡ଼ିଥାଏ ଓ ସୂର୍ଯ୍ୟ କିରଣ ରେ ଭିଟାମିନ ଡି ସବୁଠାରୁ ଅଧିକ ମାତ୍ରା ରେ ଥାଏ । ଛତୁ ରେ ମଧ୍ୟ ଅଧିକ ମାତ୍ରା ରେ ଭିଟାମିନ ଡି ପାଇଥାଉ ।
ସୋୟା କ୍ଷୀର : ଭିଟାମିନ ଡି ମୁଖ୍ୟତଃ ପଶୁ ଉତ୍ପାଦ ରେ ମିଳିଥାଏ । ଏହି କାରଣ ରୁ ଶାକାହାରୀ ମାନଙ୍କ ଠାରେ ଏହାର ମାତ୍ରା କମ୍ ପାଇଥାଉ । ଏହି ପ୍ରକାର ଏହି ଲୋକ ଭିଟାମିନ ଡି ର ଅଭାବ ରେ ରହିଥାନ୍ତି । ଏଥି ପାଇଁ ସୋୟା କ୍ଷୀର ଏହି ପୋଷକ ତତ୍ତ୍ଵ ର ଅଭାବ କୁ ପୁରା କରିଥାଏ । ଏଥି ପାଇଁ ଗଛ ଉପରେ ଆଧାରିତ ଫଳ ଗୁଡ଼ିକୁ ସୋୟା କ୍ଷୀର ର ମିଶ୍ରଣ ଭଲ ଖାଦ୍ୟ ହୋଇଥାଏ ।
ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ସାଙ୍ଗ ମାନଙ୍କ ସହିତ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |