WHO ମାନିଛି କରୋନା ଭାଇରସ ବଢାଇବାରେ ବୁହାନ ବଜାରର ଥିଲା ଭୂମିକା।

ପେଇଚିଙ୍ଗ- କରୋନା ଭାଇରସ ପୁରା ଦୁନିଆ ଚୀନ ଉପରେ ଆରୋପ ଲଗାଉଛି କି ଚୀନ ଠିକ ସମୟରେ ଏହାକୁ ଅଟକାଇବା ପାଇଁ ପ୍ରୟାସ କଲାନି ଓ ପୁରା ଦୁନିଆକୁ ଅନ୍ଧକାରରେ ରଖିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ପାଖରେ ଚୀନର ପକ୍ଷ ଆରୋପ ଲଗାଇଲେ କିନ୍ତୁ ଏବେ WHO କହିଛି ଚୀନର ବୁହାନ ବଜାରରୁ ହିଁ ଏହି ଭାଇରସ ବଢିଥିବାର ଭୂମିକା ରହିଛି।

ବୁହାନ ମାର୍କେଟର ଭୂମିକା:

WHO ର ଫୁଡ଼ ସେପ୍ଟି ୟୁନାଇଟିକ ଭାଇରସ ଏକ୍ସପଟ ଡାକ୍ତର ପିଟର ବେନ ଏବ୍ରେକ କହିଛନ୍ତି ,ମାର୍କେଟର ଏହାକୁ ବଢାଇବା ଭୂମିକା ରହିଛି କିନ୍ତୁ କଣ ଭୂମିକା ରହିଛି ତାହା ଆମକୁ ଜଣା ନାହିଁ। ଆମକୁ ଏହାର ସଠିକ ତଥ୍ୟ ମିଳି ନାହିଁ ଯେ ଏହି ଭାଇରସ ଏହିଠାରୁ ବାହାରିଛି କି ଏହାର ପାଖ ଆଖରୁ ବାହାରିଛି। ଚୀନ ଜାନୁଆରୀରେ ଏହି ଭାଇରସକୁ ଅଟକାଇବା ପାଇଁ ସେହି ବଜାରକୁ ବନ୍ଦ କରିଥିଲା।

ଏବେ ଡେରି ହୋଇ ନାହିଁ:

ପିଟର କହିଛନ୍ତି ବଞ୍ଚିଥିବା ଯିବ କି ସଂକ୍ରମିତ ଦୋକାନୀ ବା ଗ୍ରାହକଙ୍କ ମଧ୍ୟରେ କିଏ ଏହି ଭାଇରସ ଆଣିଛି ତାହା ଜଣା ପଡ଼ିନାହିଁ। ପିଟର ଚୀନ ଉପରେ ଲଗାଯାଉଥିବା ଆମେରିକାର ଆରୋପ ଉପରେ କିଛି କହିନାହାନ୍ତି।କହିରଖିବୁକି ଆମେରିକା ର ଦାବି ଓ ପ୍ରମାଣ ଅଛି ବୋଲି ଆମେରିକା କହୁଛି କି ଏହି ଭାଇରସ ରୁ ହିଁ ବାହାରିଛି।ପିଟର କହିଛନ୍ତି ରିସର୍ଚ୍ଚସ ମର୍ସ ଭାଇରସ ଓଃଟୋ ରୁ ବାହାରିଥିଲା। ଏହାକୁ ଜାଣିବାକୁ ଏକ ବର୍ଷ ଲାଗିଯାଇଥିଲା।ଏବେ ଡେରି ହୋଇନାହିଁ। ମର୍ସ ଭାଇରସ ୨୦୧୨ରେ ସାଉଦଆରଫରୁ ବାହାରିଥିଲା ଓ ମଧ୍ୟଦେଶରେ ମିଶିଯାଇଥିଲା।

ବେଟ ମାର୍କେଟ ମାନଙ୍କୁ ନିୟମର ଆବଶ୍ୟକ:

ପିଟର କହିଛନ୍ତି ଯାଞ୍ଚ କଥା କହିବାତ ଏହାର ସମ୍ଭାବନା ଅଧିକ କି ଚୀନ ପାଖରେ ଯାଞ୍ଚର ସବୁଠୁ ଭଲ ବ୍ୟବସ୍ଥା ଅଛି ଓ ଅଧିକ ରିସର୍ଚ୍ଚ ବି ଅଛି। ପିଟର ସାରା ଦୁନିଆରେ ବେଟ ମାର୍କେଟ ମାନଙ୍କୁ ନିୟମର ପାଳନ କରିବା ଉଚିତ ଓ କିଛି ବନ୍ଦ କରିଦେବା ଆବଶ୍ୟକ। ସେ କହିଛନ୍ତି ଭଲ ସାମଗ୍ରୀ ଭଲ ସୁବିଧା ଲୋକ ଓ ତାଙ୍କ ସାମଗ୍ରୀ ଏବଂ ଜୀବିତ ଜୀବଜନ୍ତୁ ସାମଗ୍ରୀକୁ ଅଲଗା କରିଦେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *