ରାତିରେ ଶୋଇବା ପୁର୍ବରୁ କରନ୍ତୁ ନାହିଁ ଏହି କାମ, ନଚେତ୍ ମାଡ଼ି ଆସିବ ଦୁଃଖ

ଶାସ୍ତ୍ର ରେ କୁହାହୋଇଛି ଏହି ନିୟମ

ଆମର ଧର୍ମ ଶାସ୍ତ୍ର ଓ ପୁରାଣ ରେ ପୂଜାପାଠ ଓ ଦିନଚଯ୍ୟା ସହ ଜଡ଼ିତ କିଛି ଏମିତି ନିୟମ କୁହାଯାଇଛି ଯାହାର ପାଳନ କରିବା ସବୁ ବ୍ୟକ୍ତିଙ୍କ ଜରୁରୀ ହୋଇଥାଏ । ସକାଳୁ ଉଠିବା ଠାରୁ ରାତି ରେ ଶୋଇବା ପର୍ଯ୍ୟନ୍ତ ସବୁ ସମୟ ପାଇଁ କିଛି ବିଶେଷ ନିୟମ ଶାସ୍ତ୍ର ରେ କୁହାଯାଇଛି , ଯାହାକୁ ପାଳନ କରିବା ଦ୍ଵାରା କେବଳ ଆମର ଜୀବନ ରେ ଖୁସି ଆସିନଥାଏ , ତାସହ ପୂଜାପାଠ ର ଉଚିତ୍ ଫଳ ପ୍ରାପ୍ତି ହୋଇଥାଏ । ଏହି କ୍ରମ ରେ ଆଜି ଆମେ ଆପଣଙ୍କୁ କହିବା କୁ ଯାଉଛୁ ଏହି ୫ ଟି କାମ , ଯାହା ଆପଣଙ୍କୁ ଶୋଇବା ପୂର୍ବରୁ ଭୁଲରେ ମଧ୍ୟ କରିବେ ନାହିଁ ।

ଗାୟତ୍ରୀ ମନ୍ତ୍ର ର ଜପ

google

ଶାସ୍ତ୍ର ରେ ଏହି ବିଷୟରେ ବିସ୍ତାର ରୂପରେ କୁହାଯାଇଛି । ଜ୍ଞାନ ଓ ଶକ୍ତି ରୂପା ମାତା ଗାୟତ୍ରୀ ଙ୍କ ଜପ ସମସ୍ତ ପ୍ରାଣୀ ପାଇଁ କଲ୍ୟାଣକାରୀ କୁହାଯାଏ , କିନ୍ତୁ ଏଥି ପାଇଁ ନୀୟତ ସମୟ , ନିୟମ ଓ ମର୍ଯ୍ୟାଦା ର ପାଳନ କରିବା ଜରୁରୀ ହୋଇଥାଏ । ଗାୟତ୍ରୀ ମନ୍ତ୍ର ଜପ କରିବା ପାଇଁ ସବୁବେଳେ ଉପଯୁକ୍ତ ସମୟ ହେଉଛି ସକାଳର ସୁର୍ଯୋଦୟ ପୂର୍ବରୁ ଓ ସନ୍ଧ୍ୟା କାଳ ରେ ହୋଇଥାଏ । ରାତି ରେ ଶୋଇବା ପୁର୍ବରୁ କେବେ ବି ଗାୟତ୍ରୀ ମନ୍ତ୍ର ଜପ କରିବା କଥା ନୁହେଁ । ଗାୟତ୍ରୀ ମାତା ଙ୍କ ୩ ସରୂପ ମନାଯାଇଥାଏ ପ୍ରାତଃ , ଦୁଇପହର ଓ ସନ୍ଧ୍ୟା ହୋଇଥାଏ । ଧାର୍ମିକ ଦୃଷ୍ଟି ରେ ସକାଳ ସମୟ ଠିଆ ହୋଇ ସଂଧ୍ୟାକର୍ମ ଓ ଗାୟତ୍ରୀ ଜପ ରାତି ରେ ପାପ ଓ ଦୋଷ କୁ ଦୂର କରିଥାଏ ଓ ସନ୍ଧ୍ୟା ରେ ବସି କରା ଯାଉଥିବା ସନ୍ଧ୍ୟାକର୍ମ ଓ ଗାୟତ୍ରୀ ଜପ ଦିନ ରେ କରିଥିବା ଦୋଷ ଓ ପାପ କୁ ନଷ୍ଟ କରିଥାଏ ।

ପିତୃପୁରୁଷଙ୍କୁ ଧ୍ୟାନ

ରାତି ରେ ଶୋଇବା ଆଗରୁ ପିତୃପୁରୁଷ କୁ ଧ୍ୟାନ କରିବା ମଧ୍ୟ ଶାସ୍ତ୍ର ରେ କୁହାଯାଇଛି । ପିତୃପୁରୁଷ ଙ୍କୁ ବନ୍ଦନା କରିବାର ସମୟ ଦ୍ବିପହର ବୋଲି ମନା ଯାଇଥାଏ । ପିତୃପୁରୁଷଙ୍କ ଆଶ୍ରିର୍ବାଦ ପାଇବା ପାଇଁ ସନ୍ଧ୍ୟା ସମୟରେ ଦକ୍ଷିଣ ଦିଗ ରେ ଏକ ଦୀପ ଜଳାଇ ରଖନ୍ତୁ କିମ୍ବା କୌଣସି ବଲବ୍ ଜଳାଇ ରଖନ୍ତୁ । କୁହାଯାଏ କି ଏମିତି କରିବା ଦ୍ୱାରା ପିତୃପୁରୁଷଙ୍କ ମାର୍ଗ ପ୍ରସନ୍ତ ହୋଇଥାଏ । ରାତିରେ ଶୋଇବା ଆଗରୁ ଆପଣଙ୍କ ଇଷ୍ଟ ଦେବତା କିମ୍ବା କୁଲଦେବତା କୁ ଧ୍ୟାନ କରି ଶୋଇବା ଦରକାର । ଏମିତି କରିବା ଦ୍ଵାରା ଜୀବନ ରେ ସକାରାତ୍ମକ ଶକ୍ତି ର ସଞ୍ଚାର ହୋଇଥାଏ ଓ ଆପଣ ପ୍ରଗତି କରିଥାନ୍ତି ।

ଶୋଇବା ଆଗରୁ ଆଇନା ଦେଖନ୍ତୁ ନାହିଁ

google

ରାତିରେ ଶୋଇବା ଆଗରୁ ଆଇନା ଦେଖନ୍ତୁ ନାହିଁ । ଏହି ବାସ୍ତୁ ହିସାବରେ ଶୁଭ ମନା ହୋଇନଥାଏ । ଏମିତି କୁହାଯାଏ କି ରାତି ରେ ଶୋଇବା ପୂର୍ବରୁ ଆଇନା ଦେଖି ଶୋଇବା ଦ୍ୱାରା ଭୟାନକ ସ୍ବପ୍ନ ଆସିଥାଏ । ଯଦି ଆପଣଙ୍କ ଶାେୟନ କକ୍ଷ ରେ ଆଇନା ଅଛି ତେବେ ରାତି ରେ ଶୋଇବା ପୂର୍ବରୁ ତାକୁ ଢାକି ଦିଅନ୍ତୁ ଯେମିତି ଶୋଇବା ପରେ ପରିବାର ର କୌଣସି ସଦସ୍ୟଙ୍କ ଛାଇ ଦେଖା ନଯାଏ । ବାସ୍ତୁ ରେ ମଧ୍ୟ କୁହାଯାଇଛି କି ସକାଳେ ଉଠି ଆଇନା ଦେଖିବା ଠିକ୍ ନୁହେଁ । ଏମିତି କୁହାଯାଏ କି ଶୋକାର ଉଠିବା ପରେ ଆପଣଙ୍କ ଚେହେରା ରେ ଆଳସ୍ୟ ରହିଥାଏ ଓ ଆପଣଙ୍କ ଉପରେ ନକାରାତ୍ମକ ଶକ୍ତି ର ପ୍ରଭାବ ରହିଥାଏ । ଏଥି ପାଇଁ ଆଇନା ରେ ଚେହେରା ଦେଖିବା ଦ୍ୱାରା ନକାରାତ୍ମକ ଶକ୍ତି ର ବୃଦ୍ଧି ହୋଇଥାଏ ଓ ଆପଣଙ୍କ ପୁରା ଦିନ ଭଲ ରେ କଟି ନଥାଏ । ଏମିତି ବି କୁହାଯାଏ କି ରାତି ରେ ଆଇନା ରେ ମୁଁହ ଦେଖିଲେ ମୁହଁରେ ଛାଇ ଦେଖା ଦେଇଥାଏ ।

ଶୋଇବା ପୂର୍ବରୁ ଶିବ ଙ୍କୁ ଦର୍ଶନ କରନ୍ତୁ ନାହିଁ

google

ଭଗବାନ ଶିବ ଙ୍କୁ ବିରକ୍ତି ଓ ବୈରାଗ ର ପ୍ରତୀକ ମାନ ଯାଇଥାଏ ।ଏଥି ପାଇଁ ଶୋଇବା ପୂର୍ବରୁ ଶିବ ଙ୍କୁ ଦର୍ଶନ କରା ଯାଏ ନାହିଁ । ଏମିତି କରିବା ଦ୍ଵାରା ଆପଣଙ୍କ ଦାମ୍ପତ୍ୟ ଜୀବନ ରେ ବିଚ୍ଛେଦ ହୋଇପାରେ । ଏଥି ପାଇଁ ଶୟନ କକ୍ଷ ରେ ଭଗବାନ ଶଙ୍କର ଙ୍କ ଛବି କିମ୍ବା ପ୍ରତିମା ଲଗାଇବା ପାଇଁ ମନା କରାଯାଇଥାଏ । ଆପଣ ଚାହିଁଲେ ଭଗବାନ ରାଧାକୃଷ୍ଣ ଙ୍କ ଦର୍ଶନ କରିପାରିବେ । ଏହା ଦ୍ବାରା ଆପଣଙ୍କ ଦାମ୍ପତ୍ୟ ଜୀବନ ରେ ମଧୁରତା ଫେରିଆସିଥାଏ ଓ ସୁଖଶାନ୍ତି ରହିଥାଏ ।

ଶୋଇବା ପୂର୍ବରୁ ବହୁତ୍ ହସନ୍ତୁ ନାହିଁ

ଏହି କଥାରେ କୌଣସି ବୈଜ୍ଞାନିକ କିମ୍ବା ଧାର୍ମିକ ଆଧାର ନାହିଁ କି ଶୋଇବା ଆଗରୁ ହସିବା ନାହିଁ , କିନ୍ତୁ ଲୋକଙ୍କ ମାନିବା କଥା କୁ ଆଧାର କରି ଏମିତି କୁହାଯାଏ କି କୌଣସି ବ୍ୟକ୍ତି ଶୋଇବା ପୂର୍ବରୁ ବହୁତ୍ ହସିବା ଠିକ୍ ନୁହେଁ , ନହେଲେ ପରଦିନ ସକାଳରୁ ରାତି ପର୍ଯ୍ୟନ୍ତ କଷ୍ଟ ର ସାମ୍ନା କରିବାକୁ ପଡ଼ିବ ।

ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |

Leave a Reply

Your email address will not be published. Required fields are marked *