ଜୋମାଟୋର ପ୍ଲାନ,ଆସୁଥିବା ସମୟରେ ମଦକୁ ହୋମ ଡେଲିଭରି କରାଯିବ।

ଭାରତରେ ପୂର୍ବ ୨ ମାସରୁ ଲକଡାଉନ ଚାଲୁଛି।କିଛି ଦିନ ପୂର୍ବରୁ ସରକାର କେବଳ ଜରୁରି ଜିନିଷ ଛଡା ଅନ୍ୟ ସବୁ ଅନଲାଇନ ଓ ଅଫଲାଇନ ଜିନିଷ ବନ୍ଦ କରିଦେଇଥିଲେ। ଲକଡାଉନ ୩.୦ ରେ ଏବେ ସରକାର କିଛି ନିୟମ କରିଛନ୍ତି। ଯାହାଫଳରେ କିଛି ସାମଗ୍ରୀ ପୁନର୍ବାର ଚାଲୁ କରାଯାଇଛି। ସରକାର କିଛି ମଦ ଦୋକାନ ବି ଖୋଲିଦେଇଛନ୍ତି କିନ୍ତୁ ମଦ ଦୋକାନ ଆଗରେ ନିୟମ ପାଳନ ନ ହେବା ଦ୍ବାରା ସରକାରଙ୍କ ଚିନ୍ତା ବଢୁଛି। ଏବେ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସୁଛି କି ଯେଉଁଠି ଖାଦ୍ୟ ଡେଲିଭରି Zomato ଏବେ ମଦର ହୋମ ଡେଲିଭରି କରୁଛି। ଏହା ଦ୍ବାରା ସେ ସରକାର ଓ ଲୋକଙ୍କ ସାହାଯ୍ୟ ବି କରିପାରୁଛି।

Reuters ଦ୍ବାରା ଦେଖାଇଦେଇଥିବା ରିପୋର୍ଟ ଅନୁସାରେ Zomato ଲକଡାଉନ ସମୟରେ ମଦର ହୋମ ଡେଲିଭରି କରୁଥିବାର ଦେଖିବାକୁ ମିଳିଛି। କାରଣ ଏହି ମହାମାରୀ ଯୋଗୁଁ ଲୋକ ବାହାର ଖାଦ୍ୟ ଖାଇବାରୁ ବଞ୍ଚୁଛନ୍ତି। ସେଥିପାଇଁ zomato ପଇସା କମାଇବାର ଅନ୍ୟ ଉପାୟ ଖୋଜୁଛି।

ଦେଶରେ ୨୫ ମାର୍ଚ୍ଚରୁ ସବୁ ମଦ ଦୋକାନକୁ ବନ୍ଦ କରିଦିଆଯାଇଥିଲା।ଯାହାକୁ ଏକ ସପ୍ତମରୁ ଖୋଲିବାକୁ ଅନୁମତି ମିଳିଯାଇଛି। ଏହି ଖବର ପରେ ମଦ ଦୋକାନ ମାନଙ୍କରେ ଭିଡ ଲାଗୁଛି। କିଛି ସ୍ଥାନରେ ଏତେ ମାତ୍ରାରେ ଭିଡ ଥିଲା କି ପୋଲିସକୁ ସୋସିଆଲ ନିୟମ ରଖିବାକୁ ଲାଠି ଚାର୍ଜ କରିବାକୁ ପଡିଲା। ମଦ ବିକ୍ରି କମ କରିବା ପାଇଁ ଦିଲ୍ଲୀ ସରକାର ମଦ ଉପରେ ୭୦ % କରୋନା ଚାର୍ଜ ଲଗାଇଦେଇଛନ୍ତି ଏବଂ ମୁମ୍ବାଇ ସରକାର ୨ ଦିନ ଭିତରେ ସବୁ ଦୋକାନକୁ ବନ୍ଦ କରିଦେଇଛନ୍ତି।

କହିରଖିବୁକି ଭରତରେ ଏବେ ଯାଏ ମଦର ଡେଲିଭରି ପାଇଁ କୌଣସି ନିୟମ ନାହିଁ ସେଥିପାଇଁ ଏହାକୁ ବଦଳାଇବା ପାଇଁ ISWAI ଓ Zomato ମଧ୍ୟରେ କଥାବାର୍ତ୍ତା ଚାଲିଛି।

ISWAIର ଚେୟାରମ୍ୟାନ ଅମିତ କିରନ ସିଂହ କହିଛନ୍ତି ରାଜ୍ୟ ସରକାରଙ୍କୁ ମଦ ଡେଲିଭରି ଆରମ୍ଭ କରିଦେବା ଉଚିତ। ଏହା ଦ୍ବାରା ରାଜ୍ୟର ରାଜସ୍ୱରେ ବି କିଛି ଉନ୍ନତି ହୋଇପାରିବ।

ରିପୋର୍ଟ ଅନୁସାରେ ISWAI ,Zomato ସହିତ ଏବଂ Swiggy ସହିତ ମଧ୍ୟ ସମ୍ପର୍କ ସ୍ଥାପନ କରିଛି।

ଲନ୍ଦନ ସ୍ମିଥ ଗ୍ରୁପ IWSR ଡିସ୍କ ମାର୍କେଟ ଅଂଲିସିସର ସବୁଠୁ ଖରାପ ରିପୋର୍ଟ ଅନୁସାରେ ୨୦୧୮
ରେ ଭାରତରେ ଆଲକହଲ ଡିସ୍କର ବଜାର ୨୭.୨ ବିଲିଅନ ଡ଼ଲାର (୨.୦୬ଲକ୍ଷ କୋଟି ଥିଲା)।

ବନ୍ଧୁଗଣ ଆଶାକରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ, ଏହାକୁ ନେଇ ଆପଣଙ୍କ ମତାମତ କାମେଣ୍ଟ ରେ ନିଶ୍ଚିନ୍ତ ଦେବେ |ଗୋଟେ ଲାଇକ ଏବଂ ଶେୟାର କରିବାକୁ ଭୁଲିବେ ନାହିଁ , ଧନ୍ୟବାଦ |

Leave a Reply

Your email address will not be published. Required fields are marked *