ୱାଶିଂଟନ- ଆମେରିକା ବୈଜ୍ଞାନିକ କରୋନାର ଯାଞ୍ଚ ପାଇଁ ନୂଆ ପ୍ରଣାଳୀ ବାହାର କରିଛନ୍ତି। ମଣିଷ ମାନଙ୍କ ଲାଳ ଏବଂ ମୂତ୍ରାରୁ ନମୁନା ସଂଗ୍ରହ କରି କରୋନା ଜାଣିବା ପାଇଁ କୁକୁର ମାନଙ୍କୁ ପଶିକ୍ଷଣ ଦିଆଯାଉଛି। ପେସେଲେବିନିଆ ବିଶ୍ଵବିଦ୍ୟାଳୟର ପଶୁ ଚିକିତ୍ସା ବିଭାଗ କ୍ଷମତା ବାଲା କୁକୁରଙ୍କ ଲଗାଇ ପତା ଲଗା ନିବ କି କେଉଁ ନମୁନା କରୋନା ରୋଗୀଙ୍କର ଓ କେଉଁଟି ନୁହଁ।
ସିଡିନ ର ଦାବି: କରୋନା ପାଇଁ ଲଢ଼ିବାକୁ ଏହି ପ୍ରତିବନ୍ଧକ ଆରାମ ଦାୟକ ଏବଂ କଡା ନିୟମ ଜାରି

ଏକ ବୟାନ ରୁ ଜଣା ପଡିଛି କୁକୁର ଙ୍କ ଠାରେ ୩୦ କୋଟି ଘ୍ରାଣ ସ୍ନାୟୁ ଥୁବାବେଳେ ମନୁଷ୍ୟ ଙ୍କ ପାଖରେ କେବେଳ ୬୦ ଲକ୍ଷ ଅଛି। ଏହି ସମୟରେ ଏହି ରୋଗ ର ପତା ଲଗାଇବା ପାଇଁ କୁକୁର ସହାୟତା କରିପାରିବେ। ଏହି ଅଧ୍ୟୟନ ଦ୍ୱାରା କୁକୁରଙ୍କ ଦ୍ୱାରା ସେହି ରୋଗୀ ମାନଙ୍କ ପତା ଲାଗିବ ଯେଉଁମାନଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାଉନାହିଁ।
ଅନୁସନ୍ଧାନ କର୍ତ୍ତାଙ୍କ ଅନୁସାରେ ଶୁଙ୍ଘିକି ଏହି ରୋଗର ପତା ଲଗାଇବା ପାଇଁ ସକ୍ଷମ କୁକୁରଙ୍କ ମେଡିକାଲ ବା ବ୍ୟାବସାୟିକ ସ୍ଥାନରେ କରାଯିବ। କାରଣ ଭିଡ ସ୍ଥାନରେ ଯାଞ୍ଚ କରିବା ଚୁନତି ପୁର୍ଣ ହେବ, ସେ କହିଛନ୍ତି ଏହି ଯାଞ୍ଚ ଜୁଲାଇ ମାସରୁ ଆରମ୍ଭ ହେବ।
ପେସେଲେବିନିଆ ବିଶ୍ଵବିଦ୍ୟାଳୟର ପଶୁ ଚିକିତ୍ସା ବିଭାଗ ର ପ୍ରଫେସର ସେନଥିଆ ଓଟୋଙ୍କ କହିବା କଥା କି ଗନ୍ଧ ଶୁଙ୍ଘିବା ଵାଲା କୁକୁର ବୋଲେଟାଇଲ ଅର୍ଗାନିକ ଯୋଗୀକୋ ଙ୍କର ମାତ୍ର ପତା ଲଗାଇ ପାରିବ। ଏହି ପ୍ରକାର ଯୋଗୀକୋ ଅଣ୍ଡକୋଷ ଟ୍ୟୁମର,ବ୍ୟାଟେରିଆ ଜନିତ ସଂକ୍ରମଣ,ନାକର ଟ୍ୟୁମରରେ ମିଳିଥାଏ। ଏହା ମନୁଷ୍ୟ ନାକ ରକ୍ତ,ଲାଳ,ମୂତ୍ରରେ ମିଳିଥାଏ।
ଓଟୋ ତାଙ୍କ ବୟାନରେ କହିଛନ୍ତି କୁକୁରଙ୍କ ଏହି ରୋଗ ଚିନ୍ହିବାର କ୍ଷମତା ବହୁତ ଭଲ ଲାଭ ଦେବ। ଅଧିକାରୀଙ୍କ ଅନୁସାରେ ୮ କୁକୁରଙ୍କ ଉପରେ ଏହି ଅଧ୍ୟୟନ ଆରମ୍ଭ ହେବ। ତାଙ୍କୁ ଏହି ପଶିକ୍ଷଣ ଦିଆ ଯିବ କି ଯେମିତି ସେ ଏହି ଗନ୍ଧ ଶୁଙ୍ଘି ପାରିବେ ଏବଂ ଏହା ପରେ ତାଙ୍କ ଉପଯୋଗ କରାଯିବ।
ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଭଲଲାଗିଥାଏ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ, ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟରେ ଦିଅନ୍ତୁ, ଶେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ |