କମ ବୟସରୁ ବାଳ ଧଳା ପଡ଼ିଯିବା, ଆଜିକାଲି ଏହା ସାଧାରଣ ଘଟଣା ହୋଇଯାଇଛି , ବ୍ୟସ୍ତବହୁଳ ଏହି ଦୁନିଆରେ ମାନସିକ ଚିନ୍ତା ରେ ଗତିକରିବାକୁ ପଡ଼ିଥାଏ , ଅଧିକ ଚିନ୍ତା କରିବା ଫଳରେ ବାଳ ଧଳା ହେବା ଭଳି ସମସ୍ୟା ଦେଖା ଦେଇଥାଏ , ଲୋକଙ୍କୁ ଧଳା ବାଳ ର ସମସ୍ୟା ରୁ ଜଲଦୀ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ କେମିକାଲ ଯୁକ୍ତ ଜିନିଷ ପ୍ରୟୋଗ କରିଥାନ୍ତି , କିନ୍ତୁ ଏମାନଙ୍କ ଚିନ୍ତା ଦୂର ନ ହୋଇ ଅଧିକ ବାଳ ଧଳା ପଡ଼ିବାକୁ ଲାଗେ , ଧଳା ବାଳ ର ସମସ୍ୟା କାରଣରୁ ମନୁଷ୍ୟ ବହୁତ ଚିନ୍ତିତ ରହିଥାଏ , ବିଶେଷ ରୁପରେ ଯଦି କମ ବୟସରୁ ବାଳ ଧଳା ହୋଇଯାଏ ତେବେ ଏହି କାରଣରୁ ବ୍ୟକ୍ତି କୁ ଅପମାନିତ ହେବାକୁ ପଡ଼ିଥାଏ ।
ଅବଶ୍ୟ ଜୀବନଶୈଳୀ , ସଠିକ୍ ଖାଦ୍ୟପେୟ ନ ଖାଇବା , ପ୍ରଦୂଷଣ ଓ ବିଭିନ୍ନ ପ୍ରକାର କେଶ କେୟାର ପ୍ରୋଡକ୍ଟ୍ ବ୍ୟବହାର କରିବା ଏହାର ପଛର ମୁଖ୍ୟ କାରଣ ମନା ଯାଇଥାଏ , ଲୋକ ମାନେ ନିଜର ଧଳା ବାଳ ରୁ ରକ୍ଷା ପାଇବା ପାଇଁ ବାଳ ରେ ରଙ୍ଗ ଲଗାଇଥାନ୍ତି କିନ୍ତୁ ଏହା ଆପଣଙ୍କ ବାଳ ପାଇଁ ବହୁତ ହାନିକାରକ ସାବ୍ୟସ୍ତ ହୋଇପାରେ | ଆଜିକାଲି ଆପଣଙ୍କୁ ଧଳା ବାଳ ର ସମସ୍ୟା ରୁ ରକ୍ଷା ପାଇବା ପାଇଁ ଘରୋଇ ଉପଚାର କହିବାକୁ ଯାଉଛୁ , ଯଦି ଆପଣ ଗୋଲମରିଚ ର ବ୍ୟବହାର କରିବେ ତେବେ ଏହା ଦ୍ୱାରା ଧଳା ବାଳ ରେ ଅଧିକ ଫାଇଦା ଦେଖିବାକୁ ମିଳିବ ।
ଜାଣନ୍ତୁ ଗୋଲମରିଚ ବାଳ ପାଇଁ କେଉଁ ପ୍ରକାର ଉପକାର ସାବ୍ୟସ୍ତ ହୋଇଥାଏ

* ଗୋଲମରିଚ ବାଳ ପାଇଁ ବହୁତ୍ ଉପକାରୀ ହୋଇଥାଏ , ଗୋଲମରିଚ ରେ ଆଣ୍ଟି ଅକ୍ସିଡେଣ୍ଟ୍ ରହିଥାଏ ଯାହାକି ବାଳ କୁ ସମୟ ପୂର୍ବରୁ ଧଳା ହେବାରୁ ରୋକିଥାଏ ।
* ଗୋଲମରିଚ ରେ ଥିବା ଆଣ୍ଟି ଅକ୍ସିଡେଣ୍ଟ୍ ସଂକ୍ରମଣ ସହ ଲଢେଇ କରିବାରେ ସହାୟତା ହୋଇଥାଏ , ଯାହା ଫଳରେ ଆପଣଙ୍କ ବାଳ ଝଢି ନ ଥାଏ ।
* ଗୋଲମରିଚ ଦ୍ଵାରା ବାଳ ଛିଣ୍ଡୁଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ।
* ଯଦି କାହାରି ବାଳ ଛିଣ୍ଡୁଥିବା ସମସ୍ୟା ହେଉଥାଏ ଏଥି ପାଇଁ ମଧ୍ୟ ଗୋଲମରିଚ ବହୁତ୍ ଉପକାରୀ ସାବ୍ୟସ୍ତ ହୋଇଥାଏ , ଗୋଲମରିଚ ବାଳ ଝାଡ଼ିବା କୁ ଠିକ କରିଥାଏ ଯାହାଫଳରେ ବାଳ ର ବିକାଶ ଠିକ୍ ଭାବରେ ହୋଇଥାଏ ।
* ଗୋଲମରିଚ ରେ ଭିଟାମିନ – C ରହିଥାଏ ଯାହା ବାଳକୁ ମୂଳରୁ ଶକ୍ତ କରିଥାଏ ।
* ଗୋଲମରିଚ ରେ ଭିଟାମିନ – C ରହିଥିବା କାରଣରୁ ରୁପି ସମସ୍ୟା ହୋଇନଥାଏ ।
ଜାଣନ୍ତୁ ଧଳା ବାଳ ର ସମସ୍ୟା ରୁ ରକ୍ଷା ପାଇବା ପାଇଁ କେମିତି ଗୋଲମରିଚ ର ବ୍ୟବହାର କରିବା

* ଯଦି ଆପଣ ଆପଣଙ୍କ ଧଳା ବାଳ ର ସମସ୍ୟା ରେ ଚିନ୍ତିତ ହେଉଛନ୍ତି ତେବେ ଗୋଲମରିଚ ର ବ୍ୟବହାର ଅବଶ୍ୟ କରନ୍ତୁ , ଏଥି ପାଇଁ ଗୋଟେ ପାତ୍ର ରେ ଏକ ଚାମଚ ଗୋଲମରିଚ ଗୁଣ୍ଡ ଓ ଦୁଇ ଚାମଚ ଦହି ପକେଇବା କୁ ପଡ଼ିବ , ଏବେ ଏହାକୁ ଭଲ ଭାବରେ ମିଶାଇ ଏହାର ମିଶ୍ରଣ ତିଆରି କରିନିଅନ୍ତୁ ।
* ଆପଣଙ୍କୁ ଏହି ମିଶ୍ରଣ କୁ ଭଲ ଭାବରେ ବାଳ ରେ ଲଗାଇ ୩୦ ରୁ ୪୦ ମିନିଟ ଏହାକୁ ଶିଖିବାକୁ ଛାଡି ଦେବା ।
* ଆପଣ ଆପଣଙ୍କ ବାଳ କୁ ସାଧା ପାଣି ସାହାଯ୍ୟ ରେ ସେମ୍ପୁ କରନ୍ତୁ ଓ କଣ୍ଡିଷଣ୍ଣର୍ ର ବ୍ୟବହାର କରନ୍ତୁ ।
* ଆପଣ ଗୋଲମରିଚ ର ଏହି ଭଳି ପେଷ୍ଟ ବନେଇ ସପ୍ତାହ ରେ ଦୁଇ ଥର ବ୍ୟବହାର ଅବଶ୍ୟ କରନ୍ତୁ ।
ଯଦି ଆପଣ ଉପରୋକ୍ତ ବିଧି ଦ୍ୱାରା ଗୋଲମରିଚ କୁ ବ୍ୟବହାର କରିବେ ତେବେ ଏହା ଦ୍ୱାରା ଆପଣଙ୍କ ଧଳା କେଶ ର ସମସ୍ୟା ଜଲଦୀ ଦୂର ହୋଇଯିବ ଓ ଆପଣଙ୍କ କେଶ ମଧ୍ୟ ସୁସ୍ଥ ରହିବ , ଗୋଲମରିଚ ର ଏହି ଘରୋଇ ଉପଚାର ଆପଣଙ୍କ କେଶ ପାଇଁ ବିଲକୁଲ୍ ସୁରକ୍ଷିତ ହୋଇଥାଏ ।
ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଭଲଲାଗିଥାଏ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ, ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟରେ ଦିଅନ୍ତୁ, ଶେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ |