ଯେଉଁ ମହିଳା ଆଇଏଏସ(IAS) ଙ୍କ ଗାଡି ଉପରେ ପଥର ପକାଯାଇଥିଲା ତାଙ୍କ କାର୍ଯ୍ୟ ଜାଣି ଆପଣ ମଧ୍ୟ ସଲାମ କରିବେ।

ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର ସହଜନବାରେ ବୁଧବାର ରାତିରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ପ୍ରଶାସନ ଦ୍ବାରା କୁଆରେଣ୍ଟଟାଇନରେ ରଖାଯାଇଥିବା ଲୋକଙ୍କୁ ସୁବିଧା ନ ମିଳିବା ଏକ ଭିଡ଼ିଓ ଭାଇରଲ ହୋଇଥିଲା। ଏହାର ସଠିକ ଯାଞ୍ଚ ପାଇଁ ଜଏଣ୍ଟ ମାଜିଷ୍ଟ୍ରେଟ ଅନୁଜ ମଲିକ କୁଆରେଣ୍ଟଟାଇନ ସେଣ୍ଟରରେ ପହଁଥିଲେ। ସେଠାରେ ପହଂଚିବା କ୍ଷଣି ଗ୍ରାମବାସୀ ଓ କୁଆରେଣ୍ଟଟାଇନରେ ଥିବା ଲୋକ ପୋଲିସ ଓ ମାଜିଷ୍ଟ୍ରେଟ ଙ୍କ ଗାଡି ଉପରେ ପଥର ମାଡ଼ କରିବାକୁ ଲାଗିଲେ। ଏଥିପାଇଁ ଜଣେ ଲୋକକୁ ଗିରଫ ମଧ୍ୟ କରାଯାଇଛି।

ଲକଡାଉନ ପାଇଁ ଏସଡ଼ିଏମ ଅନୁଜ ମଲିକ ସ୍ବୟଂସେବା କେନ୍ଦ୍ର ସହିତ ମିଶିକରି ତହସିଲ ଅଂଚଳରେ ସବୁ ଗରିବଙ୍କୁ ଖାଇବା ଏବଂ ଖାଦ୍ୟ ସାମଗ୍ରୀ ପହଞ୍ଚାଇଛନ୍ତି। ସତର୍କତା ସହିତ ବାହାରୁ ଆସୁଥିବା ଲୋକଙ୍କୁ କୁଆରେଣ୍ଟଟାଇନରେ ବି ରଖିଛନ୍ତି। ସେ ତାଙ୍କ ରିପୋର୍ଟର ଖବର ବି ରଖିଥାନ୍ତି।

IAS anuj malik

ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପେଟ୍ରୋଲିଂ ସହିତ ରେଳଷ୍ଟେସନ ଓ ପ୍ରମୁଖ ସ୍ଥାନ ମାନ ଅନୁଧ୍ୟାନ କରିଥାନ୍ତି କି କୌଣସି ଗରିବ ଭୋକରେ ନରହି ଯାଉ? ବିଭିନ୍ନ ଦୋକାନକୁ ମଧ୍ୟ ନିରୀକ୍ଷଣ କରିଥାନ୍ତି କାଳେ କୌଣସି ଦୋକାନୀ ଲୋକଙ୍କୁ ଠକୁ ଥିବ ଵୋଲି।

କିଛି ଭୁଲ କାମ ପାଇଁ ଅନୁଜ ମଲିକ କିଛି ଦୋକାନ ଉପରେ ଆଇନ କାରବାର ବି କରିଛନ୍ତି। ଜରୁରୀ ଆବଶ୍ୟକ ସାମଗ୍ରୀ କମ୍ପାନୀ ଚାଲୁ ପାଇଁ ମଧ୍ୟ ସେ ସୁନିଶ୍ଚିତ କରୁଛନ୍ତି।

IAS Gorav singh Sogarwal and anuj malik

ସରକାରଙ୍କ ଅନୁମତିରେ ଯେବେ ଅନ୍ୟ ରାଜ୍ୟର ଲୋକ ଗୋରଖପୁର ଫେରିବାକୁ ଲାଗିଲେ ରାସ୍ତାରେ ତାଙ୍କ ପାଇଁ ଖାଇବା,ଔଷଧ ଆଦିର ବ୍ୟବସ୍ଥା କରିବାରେ ତାଙ୍କ ଭୂମିକା ପ୍ରଥମ । ଜଏଣ୍ଟ ମାଜିଷ୍ଟ୍ରେଟ ଅନୁଜ ମଲିକ ଓ ଜଏଣ୍ଟ ମାଜିଷ୍ଟ୍ରେଟ ସଦର ଗୌରବ ସିଂହ ପତି ପତ୍ନୀ ଅଟନ୍ତି।

ତେବେ ବନ୍ଧୁଗଣ ଏହି ଭଳି କରନା ଯୋଦ୍ଧାଙ୍କ ପାଇଁ ଏହାକୁ ନିଜ ସାଙ୍ଗ ମାନଙ୍କ ସହ ସେୟାର ଏବଂ ଲାଇକ କରନ୍ତୁ ଏବଂ ଆମକୁ ନିଜର ମତ ପ୍ରଦାନ କରନ୍ତୁ।

Leave a Reply

Your email address will not be published. Required fields are marked *