କରୋନା ଭାଇରସ ପାଇଁ ଦୁନିଆରେ ପ୍ରାୟ ଅଧେ ଲୋକ ଲକଡାଉନରେ ଜୀବନ ବିତାଉଛନ୍ତି। ଏହି ମହାସଂକଟ ସମୟରେ ଦୁନିଆସାରା ଚାକିରୀ ଯିବାରେ ଲାଗିଛି ଏବଂ ବହୁ କମ୍ପାନୀ ବନ୍ଦ ହେବା ଉପରେ ଅଛି। ଏହି ସବୁ ମଧ୍ୟରେ ଯେଉଁ କମ୍ପାନୀ ମାନଙ୍କ ବେସି କ୍ଷତି ହେଉଛି ତାହା ମଧ୍ୟରେ କଣ୍ଡମ କମ୍ପାନୀ ମଧ୍ୟ ସାମିଲ ଅଛି।ସୋସିଆଲ ମିଡିଆରେ ଏହା କୁହାଯାଇଛି କି ଲକଡାଉନରେ କଣ୍ଡମ ଅଧିକ ବିକ୍ରି ହେଉଛି କିନ୍ତୁ ବାସ୍ତବିକି ସ୍ଥିତି ଏବେ ସାମ୍ନାକୁ ଆସୁଛି। ଆସନ୍ତୁ ଜାଣିବା ଏହାର ସତ୍ୟତା।
ଲକଡାଉନ ଆରମ୍ଭ ହେବା ଦ୍ୱାରା ବଜାରରୁ ଗାୟବ ହୋଇଯାଇଥିଲା କଣ୍ଡମ:
ଏକ ମାସ ପୂର୍ବରୁ ଯେବେ ପୁରା ଦୁନିଆରେ ଲକଡାଉନ ଆରମ୍ଭ ହୋଇଥିଲା ଏହି ଖବର ଆସିଥିଲା କି ବଜାରରୁ କଣ୍ଡମ ଗାଏବ ହୋଇଯାଇଛି।ସେହି ସମୟରେ ଦୁନିଆର ସବୁଠୁ ବଡ କଣ୍ଡମ ନିର୍ମାତା ବିଏଚିଡି କହିଥିଲା କରୋନା ଭାଇରସକୁ ରୋକିବାକୁ ଲକଡାଉନ କରାଯାଇଛି।ଯାହା ପାଇଁ କଣ୍ଡମ ଉତ୍ପାଦାନ ବନ୍ଦ ହୋଇଯାଇଛି।ସେ କହିଛନ୍ତି ମାଲେସିଆରେ ତାଙ୍କ ତିନି କଣ୍ଡମ କମ୍ପାନୀକୁ ବନ୍ଦ କରିବାକୁ ପଡିଛି।ଦୁନିଆର ହରକେ ବଞ୍ଚାବା କଣ୍ଡମ ମାଲେସିଆର ବିଏଚିଡି ହିଁ ତିଆରି କରେ।
ଲକଡାଉନ ପରେ କଣ୍ଡମର ବିକ୍ରି କମ:
ବ୍ରିଟେନର କଣ୍ଡମ ନିର୍ମାତା କମ୍ପାନୀ ଡିଉରେକ୍ସର କହିବା କଥା କି ଦୁନିଆରେ ଲକଡାଉନ ପାଇଁ ତାଙ୍କ କଣ୍ଡମ ବିକ୍ରି କମି ଯାଇଛି। ସବୁ ଲୋକ ସଚେତନରେ ରହୁଛନ୍ତି ଓ ସେ-କ୍ସ ବନ୍ଦ କରିଛନ୍ତି। ଡିଉରେକ୍ସର ସହାୟତା କମ୍ପାନୀ ରେକେଟ ବେନକ୍ସରର ସିଇଓ ଲକ୍ଷମନ ନରସିଂହନ କହିଛନ୍ତି କି କଣ୍ଡମର ବିକ୍ରି କମି ଯାଇଛି।ଏହା ସହିତ ସେ କହିଛନ୍ତି ଲୋକ ନିଜ ଭିତରେ ଦୂରତା ବଜାଇ ରଖୁଛନ୍ତି ଓ ସେକ୍ସ କରିବା ବନ୍ଦ କରିଛନ୍ତି।
କରୋନା ଗଡ଼ରେ ଅଧିକା କମିଛି କଣ୍ଡମ ବିକ୍ରି:
ନରସିଂହନ କହିଛନ୍ତି କି ୟୁରୋପର ସବୁଠୁ ବଡ କରୋନା ଗଡ଼ ଇଟାଲୀରେ ବି କଣ୍ଡମ ବିକ୍ରି ଅଧିକ କମିଛି।ଏଠାରେ ଲୋକ ଅଲଗା ଅଲଗା ରହୁଛନ୍ତି ସତର୍କ।ଏଥିପାଇଁ କଣ୍ଡମ ବିକ୍ରି କମିଛି।ସେ କହିଛନ୍ତି ଲକଡାଉନର କଡା ନିୟମ ପାଇଁ ବ୍ରିଟେନ ଓ ଇଟାଲୀରେ ଲୋକ ସେକ୍ସରୁ ଦୁରେଇକି ରହୁଛନ୍ତି।ସେ କହିଛନ୍ତି ବ୍ରିଟେନରେ ୨୩ ମାର୍ଚ୍ଚକୁ ଲକଡାଉନ ପୂର୍ବରୁ ଯୁବକ ମାନେ ଅଧିକ ସେକ୍ସ କରୁଥିଲେ କିନ୍ତୁ ସେ ବି ଏବେ ଏହା କରିବାରୁ ବଞ୍ଚୁଛନ୍ତି।
କଣ୍ଡମ ସ୍ଥାନରେ ଏବେ କିଟାଣୁ ନାଶକ ଅଧିକ ବିକ୍ରି ହେଉଛି:
ନରସିଂହନ କହିଛନ୍ତି କି ଏବେ କଣ୍ଡମ ସ୍ଥାନରେ ଅଧିକ କିଟାଣୁ ନାଶକ ବିକ୍ରି ହେଉଥିବା ଜଣା ପଡିଛି। ସେ କହିଛନ୍ତି ଲୋକ ବେସି କିଟାଣୁ ନାଶକ ନିଜ ଘରେ ଜମା କରୁଛନ୍ତି।ଏହା ମଧ୍ୟରେ ୟୁରୋପ ରୁ ଉତ୍ତର ଆମେରିକା ଲୋକ ସାଇବର ଆଫେୟାର ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି।ଆମେରିକାରେ ଲୋକଙ୍କୁ ଘରେ ରହିବାକୁ ଆଦେଶ ଦିଆଯାଇଛି।ଏହିଠାରେ ଲୋକ ଅନ୍ଲାଇନ ନିଜ ସାଥି ଛଡା ଅନ୍ୟ ସହ ବଚୁଆଲ ସେକ୍ସ କୁ ଅଧିକ ମହତ୍ତ୍ୱ ଦେଉଛନ୍ତି।
ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଭଲଲାଗିଥାଏ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ, ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟରେ ଦିଅନ୍ତୁ, ଶେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ |