ଯେଉଁ ଘରେ ରହିଥାଏ ଏହି ୫ ଟି ଜିନିଷ ସେମାନେ ହୋଇଯାନ୍ତି କାଙ୍ଗାଳ…

ଜୟ ଜଗନ୍ନାଥ ବନ୍ଧୁଗଣ ଆମର ଏହି ଓଡ଼ିଆ ନିୟୁଜ ମେଡିଆ ପୋର୍ଟାଲକୁ ଆପଣଙ୍କୁ ସ୍ୱାଗତ, ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଘରେ ଥିବା ଜିନିଷ ପତ୍ରକୁ କୁ ନେଇ ବାସ୍ତୁ ଟିପ୍ସ |

ଏହି ୫ ଟି କଥାକୁ ଧ୍ୟାନ ଦିଅନ୍ତୁ

ବାସ୍ତୁ ଶାସ୍ତ୍ର ରେ କିଛି ଏମିତି ନିୟମ , ଏମିତି ଜିନିଷ ବିଷୟରେ କୁହାଯାଇଛି ଯାହା ଘରକୁ ସକାରାତ୍ମକ ଶକ୍ତି ର ପ୍ରବେଶ ରେ ବାଧକ ସାଝିଥାଏ । ଘର ର ଖୁସି କୁ ନଷ୍ଟ କରିଥାଏ ଓ ଧନ ର କମି ହୋଇଥାଏ । ଆମକୁ ସମୟ ଥାଉ ଏହି ସବୁ ଦେଖିବା ଦରକାର କି ବାସ୍ତୁ ହିସାବରେ କେଉଁ ନିୟମ ର ଅଣଦେଖା ହେଉଛି । ଆଜିକାଲି ଲକ ଡାଉନ ରେ ଅଧିକାଂଶ ଲୋକ ଙ୍କ ପାଖରେ ଘରେ ରହିବାକୁ ଭରପୂର ସମୟ ମଧ୍ୟ ଅଛି ତେବେ ଆପଣଙ୍କୁ ଏହି କଥା ଉପରେ ଧ୍ୟାନ ରଖିବାକୁ ପଡ଼ିବ । ଆମେ ଆପଣଙ୍କୁ କହି ରଖୁଛୁ କି ମୁଖ୍ୟ ରୂପରେ ୫ ଟି କଥା ବିଷୟରେ , ତାହା ଯଦି କୌଣସି ଘରେ ପାଇଥାଉ ତେବେ ଲକ୍ଷ୍ମୀ ମାତା ଆସିନଥାନ୍ତି ।

ପାରା ବସା

ପକ୍ଷୀଙ୍କ ଘର କୁ ଆସିବା ଶୁଭ ମାନିଥାଉ, କିନ୍ତୁ ପାରା ଯଦି ଘରେ ବସା ବନେଇ ଦିଏ ତେବେ ଏହାକୁ ଶୁଭ ମନା ଯାଇନଥାଏ । କିନ୍ତୁ ଏହି ଘର କାହା ପାଇଁ ଆସରା ହୋଇପାରେ ତେବେ ଆମକୁ ଏହା ଦେଖିବା ପାଇଁ ପଡିବ ପାରା ଏଥିରେ ଅଣ୍ଡା ଦେଇଛି କି ନାହିଁ । ଯଦି ପାରା ଅଣ୍ଡା ଦେଇଥିବ ତେବେ କିଛି ଦିନ ଅପେକ୍ଷା କରି ଯିବେ ଓ ତାପରେ ଛୁଆ ମାନେ ଉଡି ଯିବା ପରେ ବସା କୁ କାଢି ଦେବା ଦରକାର ।

ବୁଢିଆଣୀ ଜାଲ

ବାସ୍ତୁ ଦୃଷ୍ଟି କୋଣରୁ ଘରେ ବୁଢିଆଣୀ ଜାଲ ଲଗାଇଲେ ଭଲ ହୋଇନଥାଏ ବୋଲି ମନା ଯାଇଥାଏ । ଏହା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ର ସଙ୍କେତ ଦେଇଥାଏ । ଏଥି ପାଇଁ ଘରେ କେଉଁଠି ବି ବୁଢିଆଣୀ ଜାଲ ଦେଖିଲେ ତୁରନ୍ତ କାଢି ଦିଅନ୍ତୁ । ବୁଢିଆଣୀ ଜାଲ ଆପଣଙ୍କ ଜୀବନ ରେ ସଙ୍କଟ ଆଣିଥାଏ ଓ ଆପଣଙ୍କ ଉନ୍ନତି କୁ ରୋକିଥାଏ । ଏଥି ପାଇଁ ଏହାକୁ ଯଥାସମ୍ଭବ କାଢି ଦିଅନ୍ତୁ ।

ମହୁମାଛି ବସା

google

ଏମିତି କୁହାଯାଏ କି ମହୁମାଛି ଖରାପ ଭାଗ୍ୟ ଓ ଗରିବୀ କୁ ଜନ୍ମ ଦେଇଥାଏ । ଏଥି ପାଇଁ ଏହାକୁ ଆପଣଙ୍କ ଘରୁ ବାହାର କରି ଦିଅନ୍ତୁ । ଏମାନେ ବହୁତ୍ ଖତରନାକ ହୋଇଥାନ୍ତି ଏଥି ପାଇଁ ଏହାକୁ ଘରୁ ବାହାର କରିବା ପାଇଁ ପେଶାଦାର ଲୋକ ର ସାହାଯ୍ୟ ନିଅନ୍ତୁ । କୁହାଯାଏ କି ମହୁମାଛି ର ବସା ରେ ଅସଂଖ୍ୟ ଛିଦ୍ର ଆପଣଙ୍କ ଜୀବନକୁ କ୍ଷତବିକ୍ଷତ କରିଦେଇଥାଏ । ଏଥି ପାଇଁ ଘରେ କେଉଁଠି ବି ମହୁମାଛି ବସା ଦେଖିଲେ ବସା କୁ ତୁରନ୍ତ ହଟାଇ ଦିଅନ୍ତୁ ।

ଭଙ୍ଗା ଦର୍ପଣ

 

google

ଭାଙ୍ଗି ଯାଇଥିବା ଦର୍ପଣ ଘରେ ନକାରାତ୍ମକ ଶକ୍ତି କୁ ବଢାଇ ଦେଇଥାଏ ଓ ମାଆ ଲକ୍ଷ୍ମୀ ଙ୍କ ଆଗମନ ବିଘ୍ନ ସୃଷ୍ଟି କରିଥାଏ । ଭାଙ୍ଗି ଯାଇଥିବା ଦର୍ପଣ ଆପଣଙ୍କ ଘର ର ବାସ୍ତୁ କୁ ପୁରା ଖରାପ କରି ଦେଇଥାଏ , ଭାଙ୍ଗି ଯାଇଥିବା ଦର୍ପଣ କୁ ଗରିବୀ ର ପ୍ରତୀକ ମନା ଯାଇଥାଏ , ଏଥି ପାଇଁ ଏହାକୁ ତୁରନ୍ତ ଘରୁ ହଟାଇ ଦିଅନ୍ତୁ । ଭାଙ୍ଗି ଯାଇଥିବା ଦର୍ପଣ କୁ ହଟାଇବା ଦ୍ୱାରା ଘରେ ଥିବା ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ ।

ପୁରୁଣା ତାର

google

ଘରେ ପୁରୁଣା ବିଜୁଳି ତାର କୁ ହଟାଇ ଦେବା ଦରକାର ଯାହାକି ଅଧିକ ସମୟ ଧରି କାର୍ଯ୍ୟ ରେ ଆସୁନାହିଁ । କୁହାଯାଏ କି ପୁରୁଣା ପଡ଼ିଥିବା ତାର ଆପଣଙ୍କ ଜୀବନ କୁ ପୂରାପୂରି ବରବାଦ୍ କରି ଦେଇଥାଏ । ଏହାଛଡା , ଯଦି କୌଣସି ବିଜୁଳି ଉପକରଣ ଖରାପ ହୋଇଯାଇଛି ତେବେ ଏହି ଉପକରଣ କୁ ମରାମତି କରାଇ ନିଅନ୍ତୁ କିମ୍ବା ଏହାକୁ ଘରୁ ବାହାର କରି ଭିଙ୍ଗି ଦିଅନ୍ତୁ ।

ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଭଲଲାଗିଥାଏ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ, ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟରେ ଦିଅନ୍ତୁ, ଶେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ |

Leave a Reply

Your email address will not be published. Required fields are marked *