ଯୋନୀ ସଂକ୍ରମଣ: ୟୁଟିଆଇ, ବ୍ଲେଡ଼ର୍ର, ଇଷ୍ଟ ଇଂଫେକସନ ମଧ୍ୟରେ ଅନ୍ତର ଓ ଏହା ର କାରଣ ଜାଣନ୍ତୁ।

ମହିଳା ମାନଙ୍କର ହେଉଥିବା ଭାଯାଇନାଲ ଇଂଫେକସନ ରେ କିଛି ଇଂଫେକସନ ପ୍ରାୟ ଏକା ପ୍ରକାର ହୋଇଥାଏ। ପ୍ରତ୍ୟେକ ମହିଳା କେବେ ନା କେବେ ଏହି ଇଂଫେକସନ ଦ୍ବାରା ସଂକ୍ରମଣ ହୋଇଥାଏ। କାରଣ ଏହାର ସମ୍ପର୍କ ନିଜସ୍ୱ ନୁହେଁ, ଅନ୍ୟ କାରଣ ମାନ ବି ରହିଥାଏ। ଆସନ୍ତୁ ଜାଣିବା ସେହି ସାଧାରଣ ଇଂଫେକସନ କିପରି ଜଣେ ଜଣଙ୍କ ଠୁ ଅଲଗା ଅଲଗା ହୋଇଥାଏ।

ଇଷ୍ଟ ଇଂଫେକସନ ଓ ୟୁଟିଆଇ ମଧ୍ୟରେ ରେ ଅନ୍ତର

ଇଷ୍ଟ ଇଂଫେକସନ- ଏହି ଇଂଫେକସନ ଭାଜାଇନା ରେ କେଣ୍ଡିଡା ଫଁଗସ ଦ୍ବାରା ହୋଇଥାଏ। ଏହା ଦ୍ବାରା କୁଣ୍ଡେଇ ହେବା , ଜଳିବା, ଖେଂଚି ହେବା ଓ ଡିସଚାର୍ଜ ଆଦି ହୋଇଥାଏ।

ୟୁଟିଆଇ- ଏହି ଇଂଫେକସନ ବ୍ୟାକ୍ଟେରିଆ ଦ୍ବାରା ହୋଇଥାଏ ଓ ଏହା ମୂତ୍ର ମାର୍ଗରେ ସମସ୍ୟା ସୃଷ୍ଟି କରିଥାଏ।ଏହା ଦ୍ବାରା ମୂତ୍ର ମାର୍ଗ,ବ୍ଲାଡର,ୟୁରେଟର,ୟୁରେଥରା, ଆଦି ମୁଖ୍ୟ ରୂପରେ ସାମିଲ ଥାଆନ୍ତି।

କଣ ହୋଇଥାଏ ବ୍ଲାଡର ଇଂଫେକସନ

ବ୍ଳାଡ଼ର ଆମର ୟୁରେନାରୀ ଟେକ୍ଟ ର ହିଁ ଭାଗ ହୋଇଥାଏ। କିନ୍ତୁ ବ୍ଲେଡର ରେ ହେଉଥିବା ଇଂଫେକସନ ୟୁଟିଆଇ ହୋଇନଥାଏ। ୟୁଟିଆଇ ଓ ବ୍ଲେଡର ଇଂଫେକସନ ଅଲଗା ଅଲଗା ହୋଇଥାଏ, ଯେବେ କେବଳ ବ୍ଲେଡ଼ର୍ର ରେ ଇଂଫେକସନ ହୋଇଥାଏ ତାକୁ ବ୍ଲେଡ଼ର୍ର ଇଂଫେକସନ କୁହାଯାଏ। ଏହି ଇଂଫେକସନ ବ୍ଲେଡ଼ର୍ର ପର୍ଯ୍ୟନ୍ତ ହିଁ ସୀମିତ। କିନ୍ତୁ ୟୁଟିଆଇ ରେ ଇଂଫେକସନ ପୁରା ୟୁରିନାରୀ ଟେକ୍ଟ କୁ ପ୍ରଭାବିତ କରିଥାଏ। ବ୍ଲେଡ଼ର୍ର ଇଂଫେକସନ ୟୁଟିଆଇ ର ଏକ ପ୍ରକାର ଅଟେ। କିନ୍ତୁ ସବୁ ବ୍ଲେଡ଼ର୍ର ଇଂଫେକସନ ୟୁଟିଆଇ ହୋଇନଥାଏ।ୟୁଟିଆଇ,ବ୍ଲେଡ଼ର୍ର ଏବଂ ଇଷ୍ଟ ଇଂଫେକସନ ରେ ଯାହା ସାମାନ୍ୟ ଅଟେ କି ଏହି ସବୁ ଇଂଫେକସନ ରେ ୟୁରିନ ପାସ ସମୟରେ ପୋଡା ,ଜଳା ଅନୁଭବ ହୁଏ।

ଏମାନଙ୍କୁ ବହୁତ ସତର୍କ ରହିବା ଆବଶ୍ୟକ

ୟୁଟିଆଇ ହେଉ କି ଇଷ୍ଟ ଇଂଫେକସନ ଯେବେ ମହିଳା ମାନକୁ ଏହା ଜଣା ପଡିବା ଶୀଘ୍ର ଡାକ୍ତର ଦେଖାଇବା ଆବଶ୍ୟକ। କାରଣ ଏହି ଇଂଫେକସନ କୁ ଅଧିକା ବଢିବାକୁ ଅଟକାଇହେବ।

ଗର୍ଭବତୀ ମହିଳା ମାନଙ୍କୁ ଏହି ଇଂଫେକସନ ହେବାର ଅଧିକ ଆଶଙ୍କା ଥାଏ। ଯଦି ଠିକ ସମୟରେ ଏହାର ଚିକିତ୍ସା କରାନଯାଏ ତ ଏହା ଗର୍ଭ କୁ ମଧ୍ୟ ନଷ୍ଟ କରିପାରେ। ଏହି ଇଂଫେକସନ ପାଇଁ ଡେଲିଭରି ପୂର୍ବରୁ ଓ ପରେ କିଛି ସମସ୍ୟା ଦେଖାଯାଇପାରେ।

ଇଷ୍ଟ ଇଂଫେକସନ କିପରି ବଢିଥାଏ

ଇଷ୍ଟ ଇଂଫେକସନ ଅଲଗା ଅଲଗା କରଣ ପାଇଁ ବଜାଇନା ରେ କେଣ୍ଡିଡା ନାମକ ଫଙ୍ଗସ ପାଇଁ ହୋଇଥାଏ।ଯଡ଼ି ଏହାର ଶୀଘ୍ର ଚିକିତ୍ସା କରାନଯାଏ ତ ଏହା ମଳ ଦ୍ବାର,ପେନିଷ ଆଦି ରେ ବି ହୋଇପାରେ।

ଇଷ୍ଟ ଇଂଫେକସନ କୁ କେଣ୍ଡିଡିଆସିସ ଓ ବଜାଇନଲ ଟ୍ରଷ୍ଟ ଇଂଫେକସନ ବି କୁହାଯାଏ। ମହିଳା ଙ୍କ ଗର୍ଭାବସ୍ଥାରେ ଆଣ୍ଟିବାୟୋଟିକ ର ଅଧୁକ ବ୍ୟବହାର ଓ ରୋଗ ପ୍ରତିରୋଧକ ଶକ୍ତି କମ ହେତୁ ବି ଇଷ୍ଟ ଇଂଫେକସନ ହୋଇପାରେ।

ପ୍ରାୟତ ଯେଉଁ ମହିଳା ମାନଙ୍କୁ ଡାଇବେଟିସର ସମସ୍ୟା ରହୁଥାଏ। ଯଉଁମାନେ ଗର୍ଭ କୁ ଅଟକାଇବା ଆଦି ଅଧିକ କାମ କରୁଛନ୍ତି ଏହି ମହିଳା ମାନଙ୍କୁ ଇଷ୍ଟ ଇଂଫେକସନ ଅଧିକା ହୋଇଥାଏ।

ମହିଳା ଓ ଇଷ୍ଟ ଇଂଫେକସନ

ଅଲଗା ଅଲଗା ପରୀକ୍ଷା ରୁ ଜଣାପଡିଛି ଦୁନିଆର ୭୫% ମହିଳା ଙ୍କୁ କେବେ ଏହି ଇଂଫେକସନ ହୋଇଥାଏ।ଏବେ ଆପଣଙ୍କ ମନରେ ଏହା ପ୍ରଶ୍ନ ଆସୁଥୁବ ଏହା କଣ ପାଇଁ ହୋଇଥାଏ। ଭାଜାଇନାରେ ଇଷ୍ଟ ଓ ବ୍ୟାକ୍ଟେରିଆ ଆଗରୁ ଥାଆନ୍ତି କିନ୍ତୁ କିଛି କାରଣ ପାଇଁ ଏମାଙ୍କଙ୍କ ଭିତରେ ସନ୍ତୁଳନ ଖରାପ ଯୋଗୁ ଏହି ସମସ୍ୟା ଦେଖାଯାଏ।

ୟୁଟିଆଇ ହେବାର କାରଣ

ମହିଳାଙ୍କ ଠାରେ ଟିଆଇ ହେବାର କାରଣ ବ୍ୟାକ୍ଟେରିଆ ଚାଲି ଯିବା ହୋଇଥାଏ। ଏହି ସମସ୍ୟା କୌଣସି ବୟସର ମହିଳାଙ୍କୁ ହୋଇପାରେ। ଏହା କାରଣ ଅଟେ କି ମହିଳା ଙ୍କ ୟୁରିନାରୀ ଟିୟୁବ ସହିତ ଯୋଡି ହୋଇଥିବା ଟିୟୁବ ଯାହା ୟୁରିନ କୁ ଶରୀରରୁ ବାହାର କୁ ଛାଡ଼ିଥାଏ। ତାହା ପୁରଷ ଙ୍କ ତୁଳନାରେ ଛୋଟ ହୋଇଥାଏ।

ଏହା କାରଣ ଅଟେ କି ବ୍ୟାକ୍ଟେରିଆ ସହଜରେ ୟୁରେଥେରା ବାଟ ଦେଇ ଭାଜାଇନାରେ,ବ୍ଲେଡ଼ର୍ର ଓ ୟୁଟିନାରୀ ଟେକ୍ଟ ପର୍ଯ୍ୟନ୍ତ ପହଂଚି ଯାଇଥାନ୍ତି। ପୁରୁଷଙ୍କ ଠାରେ ୟୁଟିଆଇ ଇଂଫେକସନ ମହିଳାଙ୍କ ଅପକ୍ଷେ କମ ଦେଖିବାକୁ ମିଳିଥାଏ କିନ୍ତୁ ବଡ଼ ବୟସର ପୁରୁଷ ଙ୍କ ଠାରେ ବହୁତ କମ ଦେଖିବାକୁ ମିଳିଥାଏ।

ୟୁଟିଆଇ ହେବାର ଅନ୍ୟ କାରଣ

ୟୁରେଥେରା ଛୋଟ ସହିତ ଅନ୍ୟ ବି କାରଣ ଅଛି ୟୁଟିଆଇ ଇଂଫେକସନ ପାଇଁ। ଏହା ମଧ୍ୟରୁ ସେ-କ୍ସ ଆଦି ପାଇଁ ସଫାଇର ଧ୍ୟାନ ନ ରଖିବା ପାଇଁ ମଧ୍ୟ ହୋଇଥାଏ।କିଛି ଆଣ୍ଟିସେପ୍ଟିକ ବି ଏପରି ହୋଇଥାଏ ସବୁ ମହିଳା ବା ପୁରୁଷ ଙ୍କ ଚର୍ମ କୁ ସୁହାଏନି ଏହି କାରଣ ବି ଅଟେ ।

ଏହା ସହିତ ଝାଡା ବସିବା ପରେ ଠିକ ସେ ସଫା ନକରିବା ବି ଏହାର କାରଣ ଅଟେ। ଯଦି ଆପଣ ୱାଟର ପାଇବି ବ୍ୟବହାର କରୁଛନ୍ତି ଭାଜାଇନ ଉପରେ ଅଧିକ ଚାପ ପକାନ୍ତୁ ନାହିଁ। ଏହା ଭଲ ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ।

ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଭଲଲାଗିଥାଏ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ, ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟରେ ଦିଅନ୍ତୁ, ଶେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ |

Leave a Reply

Your email address will not be published. Required fields are marked *