ହଳଦୀ ଖାଇବା ଓ ଲଗାଇବା ଦ୍ୱାରା ଏତେ ଫାଇଦା , ବହୁତ କମ୍ ଲୋକ ଜାଣିଛନ୍ତି ।

୧. ହଳଦୀର ଏହି ଉପାୟରେ ହେବ ଫାଇଦା

ରୋଷେଇ ରେ ପ୍ରୟାଗ ହେଉଥିବା ହଳଦୀ ଜ୍ୟୋତିଷ ଶାସ୍ତ୍ର ରେ ବହୁତ୍ ଶୁଭ ମନା ଯାଇଥାଏ । ହଳଦୀ ଆପଣଙ୍କ ଜୀବନରେ ସବୁ କ୍ଷେତ୍ର ରେ ଫାଇଦା ଦେଇଥାଏ , ସେ ଖାଇବା ପିଇବା , ରୋଗ କିମ୍ବା ଆପଣଙ୍କ କ୍ୟାରିୟର ରେ ବୃଦ୍ଧି କୁ ନେଇ ହୋଇଥାଉ । ହଳଦୀ ର କିଛି ଟୁକୁଡା ଆପଣଙ୍କ ଜୀବନରେ ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିଥାଏ । ଏହି ଟୁକୁଡ଼ା ଆପଣଙ୍କ ସବୁ ସମସ୍ୟାର ଅନ୍ତ ଘଟାଇବ ଓ ବିଗାଡି ଯାଇଥିବା କାର୍ଯ୍ୟ ମଧ୍ୟ ହୋଇଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ

୨. ଆଖପାଖରେ ସକାରାତ୍ମକ ବାତାବରଣ ରହିଥାଏ

ଯଦି କୌଣସି ବ୍ୟକ୍ତି କ୍ୟାନସର , ପେଟ ସମ୍ଭଦୀୟ ସମସ୍ୟା କିମ୍ବା ଗମ୍ଭୀର ରୋଗ ପାଇଁ ଚିନ୍ତିତ ହେଉଛନ୍ତି ତେବେ ପେଶା ହୋଇଥିବା ହଳଦୀ ଦାନ କରନ୍ତୁ । ସାଥିରେ ପ୍ରତିଦିନ ଘରୁ ବାହାରିଲା ବେଳେ ହଳଦୀ ର ଟିକା ଲଗାନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କୁ ରୋଗରୁ ମୁକ୍ତି ମିଳିଥାଏ ଓ ସକାରାତ୍ମକ ବାତାବରଣ ଆପଣଙ୍କ ଆଖପାଖରେ ରହିଥାଏ ।

Google

୩. କୁଣ୍ଡଳିରେ ବୃହସ୍ପତି ମଜଭୁତ ହୋଇଥାଏ

ହଳଦୀ ର ହଳଦୀ ରଙ୍ଗ ବୃହସ୍ପତି ସହ ଯଦି ହୋଇଥାଏ , ଏଥି ପାଇଁ କୁଣ୍ଡଳୀ ରେ ମଜଭୁତ ବୃହସ୍ପତି ର ମଜଭୁତ ସ୍ଥିତି କରିବା ପାଇଁ ହଳଦୀ ଖଣ୍ଡ କୁ ଏକ ହଳଦୀ ରଙ୍ଗ ସୂତା ରେ ବାନ୍ଧି ହାତ ରେ କିମ୍ବା ବେକରେ ପିନ୍ଧନ୍ତୁ । ଏହି ଟୁକୁଡ଼ା ପୁଖରାଜ ରମ୍ୟ ଭଳି କାମ କରିଥାଏ । ଏହାକୁ କେବଳ ଆପଣ ଗୁରୁବାର ଦିନ ପିଢ଼ି ପାରିବେ । ଏମିତି କରିବା ଦ୍ଵାରା ବୃହସ୍ପତି ମଜଭୁତ ହେବ ଓ ଆପଣଙ୍କ ସବୁ କାର୍ଯ୍ୟ ହେବାକୁ ଲାଗିବ ।

୪. କ୍ୟାରିୟରରେ ସଫଳତା ମିଳିଥାଏ

ଗୁରୁବାର ଦିନ ଗାଧୋଇବା ସମୟରେ ଯଦି ପାଣି ରେ ଚିମୁଟେ ହଳଦୀ ପକେଇ ଗାଧୋଇଲେ ଏହା ଆପଣଙ୍କ କ୍ୟାରିୟର ରେ ସଫଳତା ମିଳିଥାଏ । ସାଥିରେ ଆପଣଙ୍କ ଶାରୀରିକ ଓ ମାନସିକ ଶୁଦ୍ଧତା ମଧ୍ୟ ମିଳିଥାଏ । ସେମିତି ଯଦି ଆପଣ ହଳଦୀ ର ତିଳକ ଲଗେଇ ଘରୁ ବାହାରକୁ ଯାଉ ତେବେ ଆପଣଙ୍କ ସବୁ କାର୍ଯ୍ୟ ସିଦ୍ଧ ହୋଇଥାଏ ।

୫. ନକାରାତ୍ମକ ବାତାବରଣରୁ ରକ୍ଷା ମିଳିଥାଏ

ବାସ୍ତୁ ଶାସ୍ତ୍ର ଦୃଷ୍ଟିରୁ ହଳଦୀ ବହୁତ ମହତ୍ତତ୍ପୂର୍ଣ୍ଣ ହୋଇଥାଏ । ଏଥିପାଇଁ ଆପଣଙ୍କ ଘର ରହୁଥିବା ନକାରାତ୍ମକ ବାତାବରଣ ରୁ ରକ୍ଷା ପାରିବେ । ଘର ର ପାଚେରୀ ରେ ଯଦି ହଳଦୀ ର ରେଖା ପକେଇଦେବା ତେବେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ ହୋଇନଥାଏ । ଏଥି ପାଇଁ ଘରେ ସମସ୍ତେ ସୁସ୍ଥ ରହିଥାନ୍ତି ଓ ବିଗାଡି ଯାଉଥିବା କାର୍ଯ୍ୟ ହୋଇଯାଇଥାଏ ।

Google

୬. ବିବାହର ସବୁ ସମସ୍ୟା ଦୂର ହୋଇଥାଏ

ଯଦି କୌଣସି ବ୍ୟକ୍ତି ର ବିବାହ ରେ ଲଗାତାର ବାଧା ଉତ୍ପନ୍ନ ହେଉଥିଲେ ‌ହଳଦୀ ର ଟୁକୁଡା ଆପଣଙ୍କ କାର୍ଯ୍ୟ କରି ଦେବ । ଏଥି ପାଇଁ ଆପଣ ସକାଳେ ସୂର୍ଯ୍ୟ ଙ୍କୁ ହଳଦୀ ପାଣି ଅର୍ଘ୍ୟ ଦିଅନ୍ତୁ । ଅର୍ଘ୍ୟ ପରେ ଲୋଟାରେ ଲାଗିଥିବା ହଳଦୀ କୁ ନିଜର ମଥାରେ ଲଗାଇ ଦିଅନ୍ତୁ , ଏମିତି ଲଗାତାର ଆପଣ ଏକ ମାସ ପର୍ଯ୍ୟନ୍ତ କରନ୍ତୁ । ଆପଣଙ୍କ ବିବାହ ର ସବୁ ସମସ୍ୟା ଦୂର ହୋଇଯିବ ।

୭. ମା ଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ

ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଗୁରୁବାର ସକାଳେ ହଳଦୀ ପାଣି ଛିଞ୍ଚନ୍ତୁ । କୁହାଯାଏ କୁ ହଳଦୀ ପାଣି ଛିଞ୍ଚିବା ବହୁତ ଶୁଭ ହୋଇଥାଏ । ଏମିତି କରିବା ଦ୍ଵାରା ମା ଲକ୍ଷ୍ମୀ ଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଭଲଲାଗିଥାଏ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ, ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟରେ ଦିଅନ୍ତୁ, ଶେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ |

Leave a Reply

Your email address will not be published. Required fields are marked *