ସୂର୍ଯ୍ୟୋଦୟ ସମୟରେ କେମିତି ହନୁମାନ ଚାଳିଶା ପଢ଼ିଲେ, ପ୍ରସନ୍ନ ହୋଇଥାନ୍ତି ସୂର୍ଯ୍ୟଦେବ…

ହନୁମାନ ଙ୍କୁ ସୂର୍ଯ୍ୟଦେବଙ୍କ ସର୍ବଶ୍ରେଷ୍ଠ ଶିଷ୍ୟ ବୋଲି କୁହାଯାଏ ।

ଶାସ୍ତ୍ର ଅନୁସାରେ ପୃଥିବୀ ରେ ଦେଖା ଦେଉଥିବା ପ୍ରତ୍ୟକ୍ଷ ଦେବତା ସୂର୍ଯ୍ୟ ନାରାୟଣ ଙ୍କୁ ମାନିଥାଉ । ସୂର୍ଯ୍ୟ ଉପାସନା କୁ ସର୍ବଶ୍ରେଷ୍ଠ ପୂଜା କୁହାଯାଇଥାଏ । କୁହାଯାଏ କି ଉଦୟ ହେଉଥିବା ସୂର୍ଯ୍ୟ କୁ ଦେଖି ଶ୍ରୀ ହନୁମାନ ଚାଳିଶା ପାଠ କରିଲେ ମଧ୍ୟ ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି ସୂର୍ଯ୍ୟ ଦେବ । ହନୁମାନ ଙ୍କୁ ସୂର୍ଯ୍ୟ ଙ୍କ ର ସର୍ବଶ୍ରେଷ୍ଠ ଶିଷ୍ୟ ମାନିଥାଉ । ଏଥି ପାଇଁ ସୂର୍ଯୋଦୟ ସମୟରେ ହନୁମାନ ଚାଳିଶା ପଢାଗଲେ ଭୁବନଭାସ୍କର୍ ଅତି ପ୍ରସନ୍ନ ହୋଇ ପାଠକ୍ରତାର ଜୀବନକୁ ସୁଖଶାନ୍ତି ରେ ପରିପୂର୍ଣ ରେ ଭରି ଦେଇଥାନ୍ତି ।

ଶ୍ରୀ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ପୂର୍ବରୁ ଏହି ସୂର୍ଯ୍ୟ ମନ୍ତ୍ର କୁ ୧୦୮ ଥର ଜପ କରନ୍ତୁ ଏବଂ ଚାଳିଶା ପାଠ କରି ସାରିବା ପରେ ସୂର୍ଯ୍ୟଦେବଙ୍କୁ ଶୁଦ୍ଧଜଳ ର ଅର୍ଘ୍ୟ ଅର୍ପଣ କରନ୍ତୁ ।

“ଅଥ ଶ୍ରୀ ହନୁମାନ ଚାଳିଶା”

ଦୋହା

ଶ୍ରୀ ଗୁରୁ ଚରଣ ସରୋଜ ରଜ ନିଜ ମନୁ ମୁକୁର ସୁଧାରି ।
ବରନଉଁ ରଘୁବର ବିମଲ ଯସୁ
ଯୋ ଦାୟକୁ ଫଲ ଚାରି ।।
ବୁଦ୍ଧିହୀନ ତନୁ ଜାନିକେ ସୁମିରୈା ପୱନ କୁମାର ।
ବଲ ବୁଧି ବିଦ୍ୟା ଦେହୁ ମୋହିଁ ହରହୁ କଲେସ ବିକାର ।।

 ଚୈାପାଈ

ଜୟ ହନୁମାନ ଜ୍ଞାନ ଗୁନ ସାଗର । ଜୟ କପୀସ ତିହୁଁ ଲୋକ ଉଜାଗର ।।ରମଦୂତ ଅତୁଲିତ ବଲ ଧାମା ।ଅଞ୍ଜନି ପୁତ୍ର ପୱନସୁତ ନାମା ।।ମହାବୀର ବିକ୍ରମ ବାଜରଙ୍ଗୀ । କୁମତି ନିୱାର ସୁମତି କେ ସଂଗି ।। କଂଚନ ବରନ ବିରାଜ ସୁବେଶା । କାନନ କୁଂଡଲ କୁଂଚିତ କେଶା ।। ହାଥ ବଜ୍ର ଔର ଧ୍ୱଜା ବିରାଜୈ । କାଁଧେ ମୂଁଜ ଜନେଊ ସାଜୈ ।। ସଂକର ସୁୱନ କଶରୀନନ୍ଦନ । ତେଜ ପ୍ରତାପ ମହା ଜଗ ବନ୍ଦନ ।। ବିଦ୍ୟାୱାନ ଗୁନୀ ଅତୀ ଚାତୁର । ରାମ କାଜ କରିବେ ଅତି ଆତୁର ।। ପ୍ରଭୁ ଚରିତ୍ର ସୁନିବେ କୋ ରସିୟା ।
ରାମ ଲଖନ ସୀତା ମନ ବସିୟା ।। ସୂକ୍ଷ୍ମ ରୂପ ଧରି ସିୟହିଁ ଦିଖାୱା । ବିକଟ ରୂପ ଧରି ଲଙ୍କ ଜରାୱା ।। ଭୀମ ରୂପ ଧରି ଅସୁର ସଂହାରେ । ରାମଚନ୍ଦ୍ର କେ କାଜ ସଁୱାରେ ।। ଲାୟ ସଜୀୱନ ଲଖନ ଜିୟାୟେ । ଶ୍ରୀରଘୁବୀର ହରଷି ଉର ପାରେ ।। ରଘୁପତି କୀନହୀ ବହୁତ ବଡାଈ । ତୁମ ସମ ପ୍ରିୟ ଭରତହି ସମ ଭାଈ ।। ସହସ ବଦନ ତୁମହରୋ ଯଶ ଗାୱୈଁ । ଅସକରି ଶ୍ରୀପତି କଣ ଲଗାୱୈଁ ।। ସନକାଦିକ ବ୍ରହ୍ମାଦି ମୁନୀସା । ନାରଦ ସାରଦ ସହିତ ଅହୀସା ।। ଯମ କୁବେର କହି ସକେ କହାଁ ତେ । କବି କୋବିଦ କହି ସକେ କହାଁ ତେ ।। ତୁମ ଉପକାର ସୁଗ୍ରୀୱହିଁ କୀନହା । ରାମ ମିଲାୟ ରାଜ ପଦ ଦୀନହା ।। ତୁମହରୋ ମନ୍ତ୍ର ବିଭୀଷନ ମାନା । ଲଙ୍କେଶ୍ଵର ଭଏ ସବ ଜଗ ଜାନା ।। ଯୁଗ ସହସ୍ର ଯୋଜନ ପର ଭାନୁ । ଲିଲ୍ୟୋ ତାହି ମଧୁର ଫଳ ଜାନୁ ।। ପ୍ରଭୁ ମୁଦ୍ରିକା ମେଲି ମୁଖ ମାହିଁ । ଜଳଧି ଲାଁଘେ ଗୟେ ଅଚରଜ ନାହୀଁ ।। ଦୁର୍ଗମ କାଜ ଜଗତ କେ ଯେତେ । ସୁଗମ ଅନୁଗ୍ରହ ତୁମହରେ ତେତେ ।। ରାମ ଦୁଆରେ ତୁମ ରଘୱାରେ । ହୋତ ନ ଆଜ୍ଞା ବିନୁ ପୈସାରେ ।। ସବ ସୁଖ ଲହୈ ତୁମହାରୀ ସରନା । ତୁମ ରକ୍ଷକ କାହୂ କୋ ଡର ନା ।। ଆପନ ତେଜ ସମହାରୋ ଆପୈ । ତୀନୋଁ ଲୋକ ହାଁକ ତେଁ କାଁପୈ ।। ଭୂତ ପିଶାଚ ନିକଟ ନହିଁ ଆଔେେ । ମହାବୀର ଯବ ନାମ ସୁନାୱେ ।। ନାଶୈ ରୋଗ ହରୈ ସବ୍ ପୀରା । ଜପତ ନିରନ୍ତର ହନୁମତ ବୀରା ।। ସଙ୍କଟ ତେଁ ହନୁମାନ ଛୁଡ଼ାୱେ । ମନ କ୍ରମ ବଚନ ଧ୍ୟାନ ଯୋ ଲାୱେ ।। ସବ ପର ରାମ ତପସ୍ୱୀ ରାଜା । ତିନ କେ କାଜ ସକଲ ତୁମ ସାଜା ।। ଔର ମନୋରଥ ଯୋ କୋଈ ଲାୱୈ । ସୋଇ ଅମିତ ଜୀୱନ ଫଲ ପାୱୈ ।। ଚାରୌଁ ଯୁଗ ପରତାପ ତୁମହାରା । ହୈ ପ୍ରରସିଦ୍ଧ ଜଗତ ଉଜୀୟାରା ।। ସାଧୁ ସନ୍ତ କେ ତୁମ ରଖୱାରେ । ଅସୁର ନିକନ୍ଦନ ରାମ ଦୁଲାରେ ।। ଅଷ୍ଟ ସିଦ୍ଧି ନୌ ନିଧି କେ ଦାତା । ଅସ ବର ଦୀନ ଜାନକୀ ମାତା ।। ରାମ ରସାୟନ ତୁମହରେ ପାସା । ସଦା ରହୋ ରଘୁପତି କେ ଦାସା ।। ତୁମହରେ ଭଜନ ରାମ କୋ ପାୱେ । ଜନମ ଜନମ କେ ଦୁଖ ବିସରାୱେ ।। ଅଂତ କାଲ ରଘୁବର ପୁର ଜାୟି । ଜହାଁ ଜନ୍ମ ହରି ଭକ୍ତ କହାୟି ।। ଔର ଦେୱତା ଚିତ୍ତ ନ ଧରି । ହନୁମତ ସେଇ ସର୍ବ ସୁଖ କରଈ ।। ସଙ୍କଟ କଟୈ ମିଟୈ ସବ ପୀରା । ମୋ ସୁମିରୈ ହନୁମତ ବଲବୀରା ।। ଜୈ ଜୈ ଜୈ ହନୁମାନ ଗୋସାଈଁ । କୃପା କରହୁ ଗୁରୁ ଦେଓ କୀ ନଈଁ ।। ଯୋ ସତ ବାର ପାଠ କର କୋଉ । ଛୂଟହି ବଂଦି ମହା ସୁଖ ହୋଇ ।। ଯୋ ୟହ ପଢୈ ହନୁମାନ ଚାଳିଶା । ହୋୟ ସିଦ୍ଧି ସାଖୀ ଗୌରୀସା ।। ତୁଳସୀଦାସ ସଦା ହରି ଚେରା । କୀଜୈ ନାଥ ହୃଦୟ ମହ ଡେରା ।।

ଦୋହା

ପୱନତନୟ ସଂକଟ ହରନ ମଂଗଲ ମୂରତି ରୂପ ।
ରାମ ଲଖନ ସୀତା ସହିତ ହୃଦୟ ବସହ ସୁର ଭୂପ ।।

ବନ୍ଧୁଗଣ ହନୁମାନଙ୍କୁ ମାନୁଥିଲେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ, ଭକ୍ତିରେ ଲେଖିଦିଅନ୍ତୁ ” ଜୟ ହନୁମାନ” ସଙ୍କଟ ମୋଚନ ସବୁ ସଙ୍କଟ ଦୁଆର କରିବେ ଭକ୍ତିରେ ଗୋଟିଏ ଶେୟାର କରନ୍ତୁ, ଧନ୍ୟବାଦ |

Leave a Reply

Your email address will not be published. Required fields are marked *