ମହୁ ଖାଇବା ଦ୍ବାରା ହେଉଥିବା ଫାଇଦା ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ମଙ୍ଗଳବାରରେ ଖାଇବା ଅଧିକ ଫାଇଦା…

ସପ୍ତାହର ଜ୍ଞାନ

ଯଦି ଭାଇଙ୍କ ସହ ମନ ମିଳନ ଖରାପ ରହେ ତ ସାଙ୍ଗ ମାନେ ଶତ୍ରୁ ଭଳି ବ୍ୟବହାର କରିଥାନ୍ତି।ଶରୀର ଅଳସ ପୂର୍ଣ ରହିଥାଏ।ଦିନ ରେ ଖରାପ ବିଚାର ଆପଣଙ୍କୁ ଅସୁବିଧା କରାଇଥାନ୍ତି।କଥା କଥା ରେ ରାଗ ଆସିଥାଏ ଓ ଶାରୀରିକ ସମ୍ବଧ ପ୍ରତି ମନ ରହିଥାଏ।ଏହି ପ୍ରକାର ସ୍ଥିତି କୁଣ୍ଡଳୀ ରେ ମଙ୍ଗଳ ର ଖରାପ ଯୋଗୁଁ ହୋଇଥାଏ।ଏପରି ଲୋକଙ୍କୁ ନିଜ ପ୍ରେମ ବିବାହ ପୂର୍ବରୁ ନିଜ ବିଚାର ଅବଶ୍ୟ ଧ୍ୟାନ ରଖିବା ଆବଶ୍ୟକ।

ସପ୍ତାହ ର ଅନୁଚିନ୍ତା

ମହୁ ଖାଇବା ଶରୀର ପ୍ରତି ଲାଭଦାୟକ ହୋଇଥାଏ।ଶରୀର ପାଇଁ ତ ଇଏ ଭଲ ତା ସହିତ ଆପଣ ଜାଣି ଆଚାର୍ଯ୍ୟ ହେବେ ମଂଗଳ ଗ୍ରହ ଦୋଷ ବି ଏହା ଦ୍ବାରା ଠିକ ହୋଇଥାଏ। ମାଙ୍ଗଳିକ ଦୋଷ ଥିବା ବ୍ୟକ୍ତି କୁ ସବୁ ଦିନ ନ ହେଲେ ବି ମଙ୍ଗଳବାର ମହୁ ଖାଇବା ଆବଶ୍ୟକ।

ଜନ୍ମ ର ମାସ ଓ ଆପଣଙ୍କ ଭବିଷ୍ୟତ

ଅକ୍ଟୋବର ରେ ଜନ୍ମ ବ୍ୟକ୍ତି ଶାନ୍ତ ,ଭାଗ୍ୟଶାଳୀ ହୋଇଥାନ୍ତୁ।ଏମାନେ ମାଟିରୁ ଆକାଶ ଯାଏ ଯାଇଥାନ୍ତି।ଏମାନେ ସୁନ୍ଦର ହେଇଥାନ୍ତୁ କି ନାହିଁ ଏ ମାନଙ୍କ ଆକର୍ଷଣ ସମସ୍ତଙ୍କୁ ମୋହିତ କରିଥାନ୍ତି।ଏ ମାନେ ଭଲ ରାଜନୀତିଜ୍ଞ ହୋଇଥାନ୍ତି।ଏ ମାନଙ୍କୁ ମିତ୍ର କରିବାର କଳା ଭଲ ଭାବେ ଜଣା।ପ୍ରତି କଥା କୁ ଏ ମାନେ ଅଲଗା ପ୍ରକାର କରିଥାନ୍ତି।ଏମାନଙ୍କୁ ବୁଝିବା ଅସମ୍ଭବ।ଅନ୍ୟ ବ୍ୟକ୍ତି ଙ୍କ ପାଇଁ ଏ ମାନେ କଷ୍ଟ ପାଇଥାନ୍ତି।

ପ୍ରଶ୍ନ- କୁହାଯାଇଛି କି ବିଜୟା ଅକାଦସି ରେ ଉପବାସ କଲେ ଆକର୍ଷଣ ବଢିଥାଏ।କଣ ଏହା ସତ୍ୟ ଅଟେ।ଏ ପର୍ବ କେବେ ଆସେ।ଏହାକୁ କରିବାକୁ କଣ ଉପାୟ-ସୀମା ଶର୍ମା।

ଉତ୍ତର-ସଦଗୁରୁଶ୍ରୀ କହିଥାନ୍ତି କି ବିଶାଖା ଶୁକ୍ଳପକ୍ଷ ଏକାଦଶୀ କୁ ବିଜୟା ଏକାଦଶୀ କୁହାଯାଏ।ଏହାକୁ ମୋହିନୀ ଏକାଦଶୀ ବି କୁହାଯାଏ।କୁହାଯାଇଛି କି ଏହି ଦିନରୁ ନେଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ମନୁଷ୍ୟ ର ଆକର୍ଷଣ ବଢିଥାଏ।ଏହି ଏକାଦଶୀ ଆପଣ ଙ୍କୁ ନିଜ ଆତ୍ମା ଶକ୍ତି ସହ ପରିଚୟ କରିଥାଏ ଓ ଆପଣଙ୍କୁ ବିଜୟ ପଥରେ ନେଇଥାଏ।କୁଯାଯାଉଛି କି କୃଷ୍ଣ ଙ୍କ ଅନୁଗାମି ରେ ଯୁଧିଷ୍ଠିର ଓ ସବୁ ଭାଇ ଙ୍କ ସହ ଏହି ଦିନ ସାଧନା ସମ୍ପାଦନା କରିଥିଲେ।ଏହି ଦିନ ଆମ୍ବ ପତ୍ର ସହ ନଡିଆ ସ୍ଥାପନା ଶୁଭ ହୋଇଥାଏ।ଆପଣ ଙ୍କ ବିଚାର ହିଁ ଆପଣଙ୍କୁ ଠିକ ରାସ୍ତା ଦେଖାଇବ।ଏହି ବର୍ଷ ଏହି ଏକାଦଶୀ ଆଜି ଅର୍ଥାତ 3 ମେ କୁ ପଡିଛି।

ପ୍ରଶ୍ନ- ମୋ ରାଶି ବୃଷ ଅଟେ।ମତେ ଧନୁ ରାଶି ର ଝିଅ ସହ ବିବାହ ର ପ୍ରସ୍ତାବ ମିଳିଛି।କିନ୍ତୁ କେହି କହିଛନ୍ତି କି ଆମ ର ଶତ୍ରୁ ରାଶି ହେତୁ ବିବାହ ହେଇପାରିବନି।ଆପଣଙ୍କ ମତ କଣ – ପ୍ରିୟାନସୁ ବର୍ମା।

ଉତ୍ତର-ସଦଗୁରୁଶ୍ରୀ କହିଥାନ୍ତି କି ବିବାହ ପାଇଁ ବର ଓ କନ୍ୟା ୧ରୁ ଦୁହିଁଙ୍କର କୁଣ୍ଡଳୀ ମିଶିବା ଆବଶ୍ୟକ।ଯଦି କେବଳ ରାଶି ମିସାଜାଏ ହୁଏତ ମିଶି ପାରି ନଥାଏ।ବୃଷ ରାଶି ର ଲୋକଙ୍କୁ ଧନୁ ରାଶି ସହ ବିବାହ ଭଲ ହୋଇନଥାଏ।ଏ ମାନଙ୍କ ଜୀବନ ରେ ସବୁବେଳେ ଦୁଃଖ ହୋଇଥାଏ।ଏପରି ବିବାହ କଲେ ବୃଷ ରାଶି ର ଲୋକଙ୍କ ମନ କଷ୍ଟ ରେ ଭାରି ଯାଇଥାଏ।ସେ ଚିନ୍ତା ର ଶିକାର ହୋଇଥାନ୍ତି।କିଛି ଦିନ ସାଥିରେ ରହିବା ପରେ ଦୁଇଜଣ ଅଲଗା ହୋଇଥାନ୍ତି।ଦୁଇଜଣଙ୍କ ମନ ମିଶି ନଥାଏ।

ପ୍ରଶ୍ନ-କଣ କୁଣ୍ଡଳୀ ରେ ନିଜ ଘରେ ମଙ୍ଗଳ ଖରାପ ଫଳ ଦେଇଥାଏ ? -ରୋହିତ ଉପାଧ୍ୟାୟ।

ଉତ୍ତର-ସଦଗୁରୁଶ୍ରୀ କହିଥାନ୍ତି ଯଦି ଜନ୍ମ କୁଣ୍ଡଳୀ ରେ ମଙ୍ଗଳ ନିଜ ଘରେ ଥାଏ ସେହି ବ୍ୟକ୍ତି ସାହସୀ,ଦୟାଳୁ ,ମିତ୍ର ସହ ମିତ୍ର ଓ ଶତ୍ରୁ ସହ ଶତ୍ରୁ ହୋଇଥାନ୍ତି।ଯଦି ନିଜ ଘରେ ମଙ୍ଗଳ ପରାକ୍ରମ ଭାବ ରେ ଥାଏ ତେବେ ସେହି ବ୍ୟକ୍ତି ନିଜ ନିର୍ଭୀକତା ପାଇଁ ବହୁତ ଦିନ ପର୍ଯ୍ୟନ୍ତ ମନେ ରହିଥାଏ।

ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଭଲଲାଗିଥାଏ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ, ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟରେ ଦିଅନ୍ତୁ, ଶେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ |

Leave a Reply

Your email address will not be published. Required fields are marked *