କଣ ହେବ, ଯଦି କେବେ ବି କରୋନା ଭାଇରସ ର ଭ୍ୟାକ୍ସିନ ବନି ନ ପାରିବ ତ?

କରୋନା ଭାଇରସ ସାରା ଦୁନିଆରେ ଏକ ମହାମାରୀ ଭାବେ ଖେଳିଯାଇଛି। ଦେଶର ଅର୍ଥ ବ୍ୟବସ୍ଥା ଏହା ଯୋଗୁଁ ଖରାପ ହୋଇଯାଇଛି। ସାରା ଦୁନିଆରେ ଏହା ପାଇଁ ଲକଡାଉନ ଲାଗିରହିଛି ଆଉ ଲୋକମାନଙ୍କୁ ବାସ ଏହି ଦିନ ର ଅପେକ୍ଷା ଅଛି ଯେଉଁ ଦିନ କି ଏହି ଭାଇରସର ଭ୍ୟାକ୍ସିନ ତିଆରି ହେଇଯିବ। ମାତ୍ର ଏହାକୁ ବୁଝିକି ଭ୍ୟାକ୍ସିନ ତିଆରି କରିବା ଏତେ ସହଜ ନୁହଁ। ସାରା ଦୁନିଆ ର ଅସଫଳ ପ୍ରୟାସ ଏହାର ଉଦାହରଣ ଦେଇଥାନ୍ତି।

ଥରେ ଭାବନ୍ତୁ କି ଯଦି ଏହି ଭାଇରସର ଭ୍ୟାକ୍ସିନ କେବେ ତିଆରି ହି ହେଇପାରିବନି କି ବାହାରିବାକୁ ଡେରି ହେବ ତ କଣ ହେବ। ଲଣ୍ଡନ ର ଇମ୍ପେରିଆଲ କଲେଜ ର ପ୍ରଫେସର ଆଉ ଗ୍ଲୋବାଲ ହେଲଥ ଏକ୍ସପର୍ଟ ଡେଭିଡ ନୋବେର ସିଏନଏନ ର ମହଲ ରେ ଏହା ବାବଦରେ ଚର୍ଚ୍ଚା କରିଛନ୍ତି।

କହିଲେ କି ଦୁନିଆ ରେ ଏପରି ବି ଭାଇରସ ଅଛି ଯାହାର କି ଭାକ୍ସିନ ଏଯାଏ ବନି ପାରିନାହିଁ। ତ ତାଙ୍କର କହିବା କଥା କି ଭ୍ୟାକ୍ସିନ କୁ ନେଇ କିଛି ପୂର୍ବ ଅନୁମାନ କରାଯାଇପାରିବ ନାହିଁ କି ତାହା କେବେ ତିଆରି ହେବ ଆଉ ଯଦି ବି ତିଆରି ହେବ ତାହା ସବୁ ଆଡୁ ଠିକ ରହିବ କି ନାହିଁ।

ବିଶେଷଜ୍ଞଙ୍କ କହିବା କଥା କି ଯେତେ ଯାଏ କରୋନାର ଚିକିତ୍ସା ର ଉପାୟ ମିଳିନଯାଇଛି କି ଏହାର ଭ୍ୟାକ୍ସିନ ତିଆରି ହୋଇନାହିଁ । ସେବେ ପର୍ଯ୍ୟନ୍ତ ଲୋକମାନଙ୍କୁ ଏହା ସହିତ ବଞ୍ଚିବାର ଉପାୟ ଶିଖିବାକୁ ପଡିବ।ସେ ଏହା ବି କହିଛନ୍ତି କରୋନା ପରେ ଆସ୍ତେ ଆସ୍ତେ ଲକଡାଉନକୁ କମାଇବାକୁ ପଡିବ।

ଏହି ସମୟରେ ପରିକ୍ଷଣ ଆଉ ଶାରୀରିକ ଯାଞ୍ଚକୁ ଆମେ ଆମର ଦୈନନ୍ଦିନ କାର୍ଯ୍ୟ ଭାବେ ଭାବିବା ଦରକାର। ଏହା ସହିତ କିଛି ଦେଶରେ ନିଜକୁ ଆଇସଲେସନ ହେବାକୁ ନିର୍ଦେଶ ହେବାରେ ଲାଗିପାରେ।

ଭ୍ୟାକ୍ସିନ ବନିବା ପରେ ବି ଏହି ଭାଇରସ ଆମ ପାଇଁ ଏକ ମାରାତ୍ମକ ମହାମାରୀ ଭାବେ ଲାଗିପାରେ। ହୋଇ ପାରେ ପ୍ରତିବର୍ଷ ଏହା ଏପରି ମୃତ୍ୟୁର ତାଣ୍ଡବ କରିପାରେ।

ସେଇଠି ହିମ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଏଲର୍ଜି ଏଣ୍ଡ ଇଂଫେକ୍ସିଅସ ଡିଜିଜ ର ଡ଼ାଇରେକ୍ଟର ଡକ୍ଟର ଏନଥନି ଫଁସି କୁହନ୍ତି କି ଏମିତି ନୁହଁ କି କରୋନା ର ଭ୍ୟାକ୍ସିନ ତିଆରି ହେଇପାରିବ ନାହିଁ। ମାତ୍ର ଏହାକୁ ତିଆରି କରିବା ଏକ ବଡ଼ ଉପଲବ୍ଧି ହେବ। ସେ ୧୨ ରୁ ୧୮ ମାସ ଭିତରେ ଭ୍ୟାକ୍ସିନ ବନିକି ତିଆରି ହେବାର ଦାବି କରନ୍ତି।

ଡକ୍ଟର ପିଟର ହତ୍ଜ କୁହନ୍ତି କି କରୋନା ର ଭ୍ୟାକ୍ସିନ ବନିବା ବେଳେ ବି ଆମ ପାଖରେ ପ୍ଲାନ ବି ରହିବା ନିହାତି ଦରକାର। ଯଦି ବୈଜ୍ଞାନିକ ଏହା ର ଭାକ୍ସିନ ତିଆରି ପାଇଁ ବହୁତ ବର୍ଷ ଲଗାଇବେ ତ ଆମକୁ ଏହା ସହ ବଂଚିବା ଶିଖିବାକୁ ହେବ।

ପିଡ଼ିଆଟ୍ରିସିଅମ ଆଣ୍ଡ ଇଂଫେକସନ ରୋଗ ର ବିଶେଷଜ୍ଞ ପୋଲ ଆଫିଟ ଙ୍କ ର କହିବା ଅଟେ କି ଏଚଆଇବି/ଏଡ଼ସ ଭଳି ଥାଇ ବି ଲୋକ ବଞ୍ଚୁଛନ୍ତି।

ବୈଜ୍ଞାନିକମାନେ ଏଯାଏ ଆଣ୍ଟିଇବୋଲା ଦ୍ରଗ ରିମେଡିସବୀର ଠାରୁ ଆରମ୍ଭ କରି ପ୍ଲାଜ୍ମା ତ୍ରିଟମେଂଟ ଯାଏ ସବୁ କରିଛନ୍ତି। ନୋଟିଘମଂ ୟୁନିଭରସିଟିର ପ୍ରଫେସର କିଥି ଲିଂନ ଙ୍କ କହିବା କଥା କି ଏହି ରୋଗ ପାଇଁ ଏବେ ଯାଏ ଯେଉଁ ବି ଔଷଧ ପରୀକ୍ଷା କରାଯାଇଛି ସେ ସବୁ ଅତି ଭଲ ଅଟେ।

ପ୍ରଫେସର କିଥି ଲିଂନ ଙ୍କ କହିବା ଅନୁସାରେ ଆମକୁ ଆମକୁ ବଡ ଫଇସଲା ନେବାକୁ ହେବ ଓ ରାଣ୍ଡମ କଣ୍ଟ୍ରୋଲ ଟେଷ୍ଟ କରିବାକୁ ହେବ।ଏବେ ଯାଏ ହୋଇଥିବା ସବୁ ଟେଷ୍ଟ ଉପରେ ସେ କହିଛନ୍ତି ରୋଗ ବିଷୟରେ ସମ୍ପୂର୍ଣ୍ଣ ନ ଜାଣିଲେ ଏହା ର ଔଷଧ ବାହାର କରିହେବନିବି ଏହା ଠାରୁ ଜିତି ହେବନି।

କୋଭିଡ ୧୯ ରେ କାମରେ ଆସିବ ଡ୍ରକ୍ସ ଏକ ସପ୍ତାହ ଭିତରେ ତାର କାମ ଦେଖେଇବ ତାହା ଠିକ କି ଭୁଲ।ଯଦି କୌଣସି ଔଷଧ ଭର୍ତ୍ତି ହୋଇଥିବା ରୋଗୀଙ୍କ ପରିମାଣ ସମୟ ଅବଧି କମ କରିଦେବ ତ ନିଶ୍ଚିନ୍ତ ମେଡିକାଲରେ ରୋଗୀଙ୍କ ଭିଡ ହେବ ନାହିଁ।ଅନ୍ୟ ରେମଡେଶିବିର ଭଳି ଔଷଧର ତିଆରି ପରିମାଣ ଏତେ କମ ଯେ ଏହାକୁ ଶୀଘ୍ର ଦୁନିଆରେ ଉପଲବ୍ଧ କରିବା ଅସମ୍ଭବ ଅଟେ।

ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଭଲଲାଗିଥାଏ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ, ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟରେ ଦିଅନ୍ତୁ, ଶେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ |

Leave a Reply

Your email address will not be published. Required fields are marked *