ଯେଉଁ ପିଲାମାନେ ଛୋଟ ବେଳେ ଆଘାତ ପ୍ରାପ୍ତ ହୋଇଥାନ୍ତି ତାକୁ ଅଣଦେଖା କରାଯାଇଥାଏ କିମ୍ବା ପାରିବାରିକ ମାହୋଲ ଠିକ ରୁହେ ନାହିଁ,ସବୁବେଳେ ଝଗଡା ହୋଇଥାଏ। ଏହି ଭଳି ଛୁଆଙ୍କୁ ୫୦ ରୁ ୬୦ ବର୍ଷରେ ପଂହଁଚିବା ପରେ ହୃଦୟ ସମ୍ବଧିୟ ରୋଗରେ ସମ୍ମୁଖୀନ ହୋଇଥାନ୍ତି।
ନର୍ଥ ବେଷ୍ଟନ ମେଡ଼ିସିନର ଅଧ୍ୟୟନ ନିକଟରେ ଆମେରିକା ହୃଦୟ(ହାର୍ଟ) ଆସୋସିଏସନ ଜର୍ଣ୍ଣାଲ ରେ ପ୍ରକାଶିତ ହୋଇଛି। ମୁଖ୍ୟ ବିଶେଷଜ୍ଞ ଡ଼ଃ ଜାକବ ପୀୟସ କହିଲେ ଯେ ପିଲାଦିନେ ପରିବାରର ଖରାପ ମାହୋଲ ଯୋଗୁଁ ୫୦ ପ୍ରତିଶତ ଲୋକ ହୃଦୟ ରୋଗରେ ହାର୍ଟ ଆଟାକ ଏବଂ ଷ୍ଟ୍ରୋକ ଭଳି ରୋଗର ସମ୍ମୁଖୀନ ହୋଇଥାନ୍ତି। ଏହି ଅଧ୍ୟୟନରେ ୩୬ ହଜାର ରୋଗୀ ଙ୍କୁ ସାମିଲ କରାଯାଇଛି। ଅଧ୍ୟୟନ ଅନୁସାରେ ଏହି ପରିସ୍ଥିତି ଦେଇ ଗତି କରୁଥିବା ଛୁଆଙ୍କ ଜୀବନସାରା ଚିନ୍ତା ରହିଥାଏ,ତରବର ହୋଇଥାନ୍ତି,ଅସୁବିଧା ହୁଏ ,ସିଗାରେଟ ପିଅନ୍ତି,ଉଦାସ ରେ ରହିଥାନ୍ତି ଏବଂ ଜୀବନ ଶୈଳୀ ଖରାପ ହୋଇଥାଏ।
ଏହି କାରଣରୁ ତାଙ୍କର ବିଏମଆଇ ମଧ୍ୟ ଖରାପ ହୋଇଥାଏ ଯାହା କାରଣରୁ ଅଲଗା ସ୍ୱାସ୍ଥ୍ୟ ସମ୍ବଧିୟ ସମସ୍ୟା କବଳରେ ଆସିଥାନ୍ତି। ହେଲେ ଏବେ ବିଶେଷଜ୍ଞ କହିଛନ୍ତି ଏହାକୁ ନେଇ ଆହୁରି ଅଧ୍ୟୟନ ଜରୁରୀ ଅଟେ।
ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଭଲଲାଗିଥାଏ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ, ଶେୟାର କରିବାକୁ ଅନୁରୋଧ, ଧନ୍ୟବାଦ |
ପଢ଼ନ୍ତୁ:
ବୁହାନର ଲ୍ୟାବରୁ ବାହାରିଛି କୋରନା ଭାଇରସ, ଅଛି ବହୁତ ପ୍ରମାଣ: ଆମେରିକା
କରୋନା ଭାଇରସ ର ଆଉ ଏକ ଭୟଙ୍କର ସତ୍ୟତା ସାମ୍ନା କୁ ଆସିଛି,ଟାର୍ଗେଟ ରେ ହୃଦୟ।
ଲକ ଡାଉନ୍ ପ୍ରଭାବ: ମଜୁରିଆଙ୍କ ଘର କୁ ଫେରିଲା ପରେ ଡରିଲା ଉଦ୍ୟୋଗ ଜଗତ , ରହିବା ପାଇଁ ସରକାର କରିଲେ ଅନୁରୋଧ