କରୋନା ଭାଇରସ ର ଆଉ ଏକ ଭୟଙ୍କର ସତ୍ୟତା ସାମ୍ନା କୁ ଆସିଛି,ଟାର୍ଗେଟ ରେ ହୃଦୟ।

କରୋନା ଭାଇରସର ଆଉ ଏକ ଭୟଙ୍କର ସତ୍ୟତା ସାମ୍ନା କୁ ଆସିଛି।ଜୋର୍ଜିୟା ର ଏମାରି ୟୁନିଭରସିଟି ଅଫ ଆଣ୍ଟଲାଟ ମେଡିକାଲରେ ଭର୍ତ୍ତି କରୋନା ଭାଇରସ ରୋଗୀ ଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜଣା ପଡିଛି ଯେ ୨୦ ରୁ ୪୦ ପ୍ରତିଶତ ରୋଗୀଙ୍କ ରକ୍ତ ଜମାଟ ବାନ୍ଧିଛି।।ଭାରତରେ ବି ଏପରି କିଛି ମାମଲା ସାମ୍ନା କୁ ଆସିଛି।ଯେଉଁ କାରଣ ପାଇଁ ରୋଗୀଙ୍କ ମୃତ୍ୟୁ ହେଇଛି।

ଡାକ୍ତର କିଙ୍ଗ କୋପରସ୍ମିଥ କହିଛନ୍ତି ହଇରାଣ କଲାଭଳି ଅସୁବିଧା ଦେଖାଯାଇଛି ଯେବେ ରକ୍ତ ପତଳା କାଟିବା ପାଇଁ ଔଷଧ ଚାଲିଥିଲା।ମେମୋନାଇଟ୍ସ ମେଡିକାଲ ସେଣ୍ଟରର ଡାକ୍ତର ପୋଲ ସୌଡ଼ର୍ସ କହିଛନ୍ତି ରକ୍ତ ଜମାଟ ବଡ ରକ୍ତ ବାହିକା ଓ ଛୋଟ ରକ୍ତ ବାହିକା ହେଉଛି।

ଏହି ଦୁଇ ରକ୍ତ ବାହିକା ଶରୀରର ବହୁତ ଜାଗାରେ ଥାଏ।ଏମିତିରେ ରକ୍ତ ଜମାଟ ଗୋଡ଼ ବା ହୃଦୟ ରେ ହୋଇପାରେ।ଏହା ଦ୍ବାରା ଏହା କୁହାଯାଇପାରିବ କୋଭିଡ଼-୧୯ ହୃଦୟର ଶତ୍ରୁ।କାରଣ କରୋନା ହୃଦୟର ମାଂସପେଷି କୁ କ୍ଷତିଗ୍ରସ୍ତ କରୁଥାଏ।

ମାମଲା୧-ରାଜସ୍ଥାନର ରାଜଧାନୀ ଜୟପୁରରେ ଇଟାଲୀର ଏକ ୬୯ ବର୍ଷୀୟ ନାଗରିକ ଏହା ଦ୍ବାରା ସଂକ୍ରମିତ ହୋଇଥିଲା।ପୁରା ଠିକ ହେବା ପରେ ଏସଏମଏମ ରୁ ତାଙ୍କୁ ଘରକୁ ପଠାଗଲା କିନ୍ତୁ ପରେ ହାର୍ଟ ଆଟାକ ରେ ୧୯ ମାର୍ଚ୍ଚ କୁ ମୃତ୍ୟୁ ହୋଇଯାଇଛି।

ମାମଲା ୨ -ଇଟାଲୀରେ ହିଁ ରହୁଥିବା ୭୮ ବର୍ଷିୟ ମହିଳା ଏହା ଦ୍ବାରା ସଂକ୍ରମିତ ହୋଇଥିଲେ ଏବଂ ତାଙ୍କୁ ଗୁରୁଗ୍ରାମର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।ମହିଳା ଏହି ଭାଇରସ ରେ ଠିକ ହୋଇଗଲେ କିନ୍ତୁ ଏପ୍ରିଲରେ ହାର୍ଟ ଆଟାକରେ ତାଙ୍କର ମୃତ୍ୟୁ ହୋଇଗଲା।ଯାହା ଦ୍ବାରା ଡାକ୍ତର ଆଶ୍ଚର୍ଯ୍ୟ ଚକିତ ହୋଇଗଲେ।

ଯଦି ଏହି ଆର୍ଟିକିଲ ଆପଣ ମାନଙ୍କୁ ଭଲ ଲାଗିଛି ତେବେ ଏହାକୁ ନିଶ୍ଚିତ ଭାବରେ ସେୟାର କରନ୍ତୁ ଏବଂ ଆମକୁ ନିଜର ମୂଲ୍ୟବାନ ମତାମତ ପ୍ରଦାନ କରନ୍ତୁ।

Leave a Reply

Your email address will not be published. Required fields are marked *