‘ଦୁନିଆକୁ ଯଦି ଆସିଛେ ତ ବଞ୍ଚିବାକୁ ପଡିବ’ ମହାବୁବ ଖାନ ଙ୍କ ମଦର ଇଣ୍ଡିଆ ହିନ୍ଦୀ ଫିଲ୍ମ ର ସୁନା ସ୍ମୃତି।ଯେବେ ତାକୁ ପଡିବ ନୂଆ ଲାଗିବ।ଫିଲ୍ମ ୧୯୫୭ ରେ ଆସିଥିଲା।ଏହି ଫିଲ୍ମ ର ସେହି ଦୃଶ୍ୟ ଯେଉଁଥିରେ ଏକ ମା ବନ୍ୟା ପରେ ନିଜ ଭୋକରେ କାନ୍ଦୁଥିବା ପିଲା ଙ୍କୁ ଚୁପ ପାଇଁ ମିଛ ରେ ରୋଷେଇ ର ଅଭିନୟ କରୁଥାଏ କିନ୍ତୁ ପ୍ରକୃତରେ କେବଳ ପାଣି ହିଁ ଗରମ ହେଉଥାଏ। ସେହିପରି ଏକ ମାମଲା କରୋନା ଭାଇରସ ଖରାପ ସମୟରେ ଦେଖିବାକୁ ମିଳିଛି। ଯେଉଁଠି ଏକ ଗରିବ ମା କିଛି ନପାଇ ଏକ ପଥର ରୋଷେଇ ପାଇଁ ବସାଇଛି। କାରଣ ଭୋକ ରେ କାନ୍ଦୁଥିବା ତା ଛୁଆ ଶାନ୍ତ ହେଇଯାନ୍ତୁ।
୨-କଣ ଅଟେ ପୁରା ଘଟଣା।
କେନିଆ ର ମୋମ୍ବାସା ସହରର ପେନିନା ବହାତୀ କିସ୍ତାଓ ୮ ପିଲା ଙ୍କ ମା ଅଟନ୍ତି। ସେଏ ବିଧବା ଓ ନିରକ୍ଷର ଅଟନ୍ତି। ସେ ଲୋକଙ୍କ କପଡା ଆଦି ଧୁଆ କାମ କରି ପେଟ ପୋଶନ୍ତି। କିନ୍ତୁ କରୋନା ଭାଇରସ ସଙ୍କଟ ସମୟରେ ତାଙ୍କ ଜୀବନ କଷ୍ଟ ଦାୟକ ହୋଇଯାଇଛି। ଏହି ସମୟ ତାଙ୍କୁ ଏତେ ଗରିବ କରିଦେଇଛି କି ତାଙ୍କୁ ନିଜ ପିଲା ଙ୍କୁ ଚୁପ ପାଇଁ ରୋଷେଇ ପାଇଁ ମିଛ ପଥର ରୋଷେଇ କରିବା ର ଅଭିନୟ କରିବାକୁ ପଡୁଛି। କାରଣ ଖାଇବା ର ଅପକ୍ଷେ ରେ ପିଲା ସୋଇଯାନ୍ତୁ।
୩-ଦୁଃଖ ଭରା ଅଟେ।
୪-ହୃଦୟକୁ ଛୁଇଁ ଗଲା।
୫-ଏକ ମା ର ଧଯ୍ୟ।

୬-ଲୋକ ମାନେ ସାହାଯ୍ୟ ପାଇଁ ଆଗକୁ ଆସୁଛନ୍ତି।
କେନିଆ ର ‘ଏନ ଟିଭି’ ଦ୍ବାରା ଦେଖେଇବା ପରେ ବହୁତ ଲୋକ ମହିଳା ଙ୍କୁ ସହାୟତା ର ହାତ ବଢ଼ାଇଛନ୍ତି।ମୋବାଇଲ ଓ ବ୍ୟାଙ୍କ ଆକାଉଣ୍ଟରେ ତାଙ୍କୁ ଟଙ୍କା ପଠାଉଛନ୍ତି।
ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଭଲଲାଗିଥାଏ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ, କମେଣ୍ଟ ରେ ଲେଖିଦିଅନ୍ତୁ ” ମା ” ଶେୟାର ଶେୟାର କରିବାକୁ ଅନୁରୋଧ, ଧନ୍ୟବାଦ |