କରୋନା ସଙ୍କଟ ଭିତରେ ଚିଫ ଅଫ ଡିଫେନ୍ସ ଷ୍ଟାଫ ଆଉ ତିନି ସେନା ପ୍ରମୁଖ ଙ୍କର ପ୍ରେସ କନ୍ଫରେନ୍ସ।
ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାଵତ କହିଲେ କି ସଶସ୍ତ୍ର ବଳ କରୋନା ଭାଇରସ ସହ।
ମଇ ୩ କୁ ସେନା ର ତିନି ଅଙ୍ଗ କରୋନା ଭାଇରସ ବିପକ୍ଷ ରେ ଅଲଗା ଅଲଗା କାମ କରିବେ।
ନୂଆଦିଲ୍ଲୀ: ଭାରତୀୟ ସେନା କରୋନା ଭାଇରସ ବିପକ୍ଷରେ ସମସ୍ତ ଲଢେଇରେ ଚମତ୍କାର ଭାବେ ପ୍ରସ୍ତୁତ କରୋନା ଯୋଦ୍ଧା ମାନଙ୍କ ପାଇଁ ସମର୍ଥନ କରିବା ସହ ଏକ ଫ୍ଲାଇ ପୋଷ୍ଟ କରିବାକୁ ଯାଉଛି। କୋଭିଡ ୧୯ ସ୍ପେଶାଲ ଡାକ୍ତରଖାନା ମାନଙ୍କ ଉପରେ ଫୁଲ ବର୍ଷେଇ ବାକୁ ଯାଉଛି। ଏହା ଭିତରେ ନୌ ସେନା ମାନଙ୍କର ଜାହାଜ ମାନଙ୍କୁ ଆଲୋକ ଦ୍ୱାରା ଚମକିତ କରାଯିବ। ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାଵତ ତିନି ସେନା ର ପ୍ରମୁଖ ମାନଙ୍କ ସହ ଏକ ପ୍ରେସ କନ୍ଫରେନ୍ସ କରିଛନ୍ତି।
ସେନା କରୋନା ୱାରିଅର ମାନଙ୍କ ସହ ଅଛି:
ସିଡିଏସ ର ପ୍ରମୁଖ କହିଲେ କି ଭାରତୀୟ ସେନା କରୋନା ବିପକ୍ଷ ରେ ଲଢେଇ କରୁଥିବା ସେନା ମାନଙ୍କ ସହିତ ସଦାବେଳେ ଅଛି। ସେ କହିଲେ କି ଆମେ ସମସ୍ତେ କରୋନା ୱାରିଅର ମାନଙ୍କ ସହ ଅଛୁ ଆଉ ସେମାନଙ୍କ ପ୍ରତି ଆମେ କୃତଜ୍ଞତା ଜ୍ଞାପନ କରିବୁ ଯେଉଁମାନେ କି ଆମ ମାନଙ୍କର ସୁରକ୍ଷା ପାଇଁ ଜୀବନ ଦେଇ ପରିଶ୍ରମ କରୁଛନ୍ତି। ସେ କହିଲେ କି କରୋନା ବିପକ୍ଷ ରେ ଲଢେଇ କରୁଥିବା ଲୋକ ମାନଙ୍କ ସହ ଆମର ସେନା ସଶସ୍ତ୍ର ଛିଡା ହେଇଛି। ସେ କହିଲେ କି ଆମେ ସରକାର ଙ୍କର ସବୁ କଲ ର ସମର୍ଥନ କରୁଛୁ।
ତିନି ସେନା ର କାର୍ଯ୍ୟକ୍ରମ:
ସେ କହିଲେ କି ଭାରତୀୟ ବାୟୁ ସେନା ୩ ମେ କୁ ଫ୍ଲାଇ ପୋଷ୍ଟ କରିବ। ଗୋଟେ ପୋଷ୍ଟ ଶ୍ରୀନଗର ରୁ ଆରମ୍ଭ ହେଇ ଥିରୁଅନନ୍ତପୁରମ ଯାଏ ଯିବ ଏବଂ ଆଉ ଗୋଟେ ଫ୍ଲାଇ ପୋଷ୍ଟ ଦିବୃଗଡ଼ ରୁ କଛ ଯାଏ ଯିବ। ଭାରତୀୟ ବାୟୁ ସେନା ର ଫିକ୍ସଡ଼ ଵିଙ୍ଗ ଆଉ ଏୟାରକ୍ରାଫ୍ଟ ଫ୍ଲାଇ ରେ ଅଂଶ ଗ୍ରହଣ କରିବେ। ଆଉ ନେଭି ର ହେଲିକେପ୍ଟର ସାରା ଦେଶ ର ସବୁ କୋଭିଡ ୧୯ ହସ୍ପିଟାଲ ଉପରେ ଫୁଲ ବର୍ଷା କରିବ। ଆଉ ଇଣ୍ଡିଆନ ଆର୍ମି ସାରା ଜିଲ୍ଲା ର ଲୋକମାନଙ୍କୁ ମାଉଁଟେନ ଡିସପ୍ଲେ କରିବ। ଆଉ ଭାରତୀୟ ପୋଲିସ ମାନଙ୍କର ସମର୍ଥନ ରେ ସଶସ୍ତ୍ର ବଳ ୩ ମେ କୁ ପୋଲିସ ମେମୋରିଆଲ କୁ ମାଲ୍ୟାର୍ପଣ କରିବେ।
କରୋନା ଜୈବିକ ଯୁଦ୍ଧ ର ପରିଣାମ ଏବେ କୁହାଯାଇପାରିବ ନାହିଁ:
ଜେନେରାଲ ରାଵତ କହିଲେ କି କରୋନା ଯେ ଜୈବିକ ଯୁଦ୍ଧ ର ପରିଣାମ ତାହା ଏବେ କହିବା ଠିକ ହେବନି। ଏହି ପ୍ରେସ କନ୍ଫରେନ୍ସ ରେ ଆର୍ମି ଚିଫ ଜେନେରାଲ ମନୋଜ ମୁକୁନ୍ଦ ନରାବନେ, ନେଭି ର ଚିଫ ଏଡମିରଲ କରଂବୀର ସିଂହ, ଆଉ ଏୟାର ଚିଫ ମାର୍ଶାଲ ଆରକେଏସ ଭଡରିଆ ସାମିଲ ହେଇଥିଲେ।
ବନ୍ଧୁଗଣ ଆମ ବୀର ସେନା ବାହିନୀ ମାନଙ୍କ ପାଇଁ ହୃଦୟରୁ ଲାଇକ ଏବଂ ଶେୟାର କରନ୍ତୁ, ଧନ୍ୟବାଦ |