ଭବିଷ୍ୟତ ରେ ସମସ୍ୟା ଆସିପାରେ। ତେଣୁ ଯେଉଁମାନେ ଠିକ ହେଇସାରିଛନ୍ତି ସେମାନଙ୍କର ବି ଖାସ ଧ୍ୟାନ ରଖିବାକୁ ହେବ।

ବହୁରୂପୀ କରୋନା ନିଜର ଗୁଣ ତଥା ଲକ୍ଷଣ ବଦଳେଇବାରେ ଲାଗିଛି। ଏହା ଆମର ଶ୍ବାସ ନଳୀ ରୁ ବାହାରି ଏବେ ଅନ୍ୟ ଅଙ୍ଗ ମାନଙ୍କୁ ବି ପ୍ରଭବିତ କରିବାରେ ଲାଗିଛି। ବୈଜ୍ଞାନିକ ମାନଙ୍କର କହିବା କଥା କି ଭାଇରସ ର କବଳ କୁ ଆସିବା ଵାଲା ଲୋକ ମାନଙ୍କୁ ଆଗକୁ ବି ସତର୍କ ରହିବାକୁ ହେବ କାରଣ ଭାଇରସ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକେଇବା ରେ ଲାଗିଛି। ଭବିଷ୍ୟତ ରେ ଏହି ୬ଟି ସମସ୍ୟା ଉପୁଜି ପାରେ।

୧: ଫୁସଫୁସ ରେ ଯନ୍ତ୍ରଣା:

ପଲମୋନୋଲୋଜିଷ୍ଟ ଡକ୍ଟର ଖାଲିହା ଗେଟସ ଙ୍କର କହିବା କଥା କି କରୋନା ଯେତେ ଅଧିକ ଆମର ଶ୍ବାସ ନଳୀ କୁ ତକଲିଫ ଦେବ ଆମର ଫୁସ ଫୁସ ଆହୁରି ଅଧିକ ଖରାପ ହେଇ ହେଇ ଯିବ। ନିଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧୀ କଷ୍ଟ ବଢିବ ସହ ଅକ୍ସୀଜେନ ର ଆବଶ୍ୟକତା ପଡିପାରେ।

୨: ଲିଭର କୁ କ୍ଷତି:

୩୪ ଜଣ ସଂକ୍ରମିତ ବ୍ୟକ୍ତି ଙ୍କର ଲିଭର ଟେଷ୍ଟ କରିବା ପରେ ଏହା ଜଣା ପଡ଼ିଛି କି ଭାଇରସ ଠିକ ହେବା ପରେ ବି ତାଙ୍କର ଲିଭର ର କାମ ପୁରା ପୁରି ବଦଳି ସାରିଛି ଆଉ ତାଙ୍କର ଲିଭର ରେ ଖରାପ ଗୁଣ ଦେଖାଯାଇଛି। ତେଣୁ ଏପରି ଲୋକ ମାନଙ୍କର ପାଚନ ରେ କଷ୍ଟ ତଥା ଖରାପ ହେଇପାରେ।

୩: ହୃଦୟ ର ବେମାରି:

ନ୍ୟୁୟର୍କ ର ଲେନାକ୍ଷ ହିଲ ହସ୍ପିଟାଲ ର ବିଶେଷଜ୍ଞ ଡକ୍ଟର ଲେନ ହିବ୍ରିଜ ନ୍କ କହିବା ଅନୁସାରେ ଅଧିକ ଥଣ୍ଡା ହେବାଦ୍ୱାରା ହୃଦୟ ର ମାଂସପେଶୀ କୁ କ୍ଷତି ପହଂଚି ପାରେ। ହାର୍ଟ ଅଟାକ ଆସିପାରେ।

୪: ମାଂସପେଶୀ କୁ କ୍ଷତି:

ଆମେରିକା ର ଜନ ହପକୀନ୍ସ ହସ୍ପିଟାଲ ରେ ଏକ ଅଧ୍ୟୟନ ଦ୍ୱାରା ଏହା କୁହାଯାଇଛି କି ବିଛଣା ରେ ପଡି ରହିବା ଦ୍ୱରା ମଣିଷ ର ମାଂସପେଶୀ ର ଶକ୍ତି ୩ ରୁ ୧୧ ପ୍ରତିଶତ କମିଯାଏ। ୧୪ ଦିନ ର ଚିକିତ୍ସା ପାଇଁ କରୋନା ରୋଗୀ ଉପରେ ଏହି ବିପଦ ଅଧିକ ଥାଏ।

୫: ନିଶ୍ୱାସ ଫୁଲିବାର ସମସ୍ୟା:

ଟେକ୍ସସ ର ଟେକ ହେଲଥ ସାଇନ୍ସେଜ ସେଣ୍ଟର ସ୍କୁଲ ଅଫ ମେଡ଼ିସିନ ର ଡକ୍ଟର ଷ୍ଟିବନ ୱର୍କ ଙ୍କର କହିବା କଥା କି କରୋନା ଠାରୁ ଠିକ ହେଇଯାଇଥିବା ରୋଗୀ ର ବି ନିଶ୍ୱାସ ଫୁଲିବାର ସମସ୍ୟା ଥାଇ ପାରେ।

୬: ମାନସିକ ସମସ୍ୟା:

ଆମେରିକା ର ୟୁନିଭର୍ସିଟି ଅଫ ସାଉଥ କ୍ୟାରୋଲିନା ର ସଂକ୍ରମକ ରୋଗ ବିଶେଷଜ୍ଞ ଡକ୍ଟର ମାଳିସା ନୋଲନ ଙ୍କର କହିବା କଥା କି ସାର୍ସ ର ରୋଗୀ ମାନଙ୍କ ପାଖରେ ଚିନ୍ତା ଆଉ ଭାବନାତ୍ମକ ଚିନ୍ତା ଭଳି ବେମାରି ଥିଲା। ଏହି ମହାମାରୀ ଲୋକଙ୍କର ମାନସିକ ପରିସ୍ଥିତି ଉପରେ ବି କୁପ୍ରଭାଵ ପକାଏ।

୧୦୦୦ କେନ୍ଦ୍ର ଉପରେ ଜେନେଟିକ ସିକ୍ୱେରିଂ:

ସିଏମଆଇଏସଆର ଆଉ ଜୈବ ପ୍ରାଦ୍ୟୋଗିକି ବିଭାଗ ଦେଶ ର ପ୍ରାୟ ୧୦୦୦ ଜେନେଟିକ ସିକ୍ୱେରିଂ ଉପରେ କାମ କରୁ ଅଛି।

ଅନ୍ତିମ ବ୍ୟକ୍ତି ଯାଏ ପହଞ୍ଚନ୍ତୁ:

ସିଭିଲ ସୋସାଇଟି ସଂଗଠନ ଆଉ ସ୍ୱୟଂସେବୀ ସଂଗଠନ ମାନଙ୍କୁ ଭରଚୁଆଲ ସମ୍ବାଦ ର ହର୍ଷବର୍ଧନ କହିଲେ କି ଅନ୍ତିମ ବ୍ୟକ୍ତି ଯାଏ ପହଂଚି ତାର ଆବଶ୍ୟକତା ପୂରଣ କରନ୍ତୁ।

କିଛି ସପ୍ତାହ ରେ ଲଢେଇ ଜିତିବା:

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ କି କରୋନା ବିପକ୍ଷ ରେ ଲଢେଇ ରେ ଭାରତ ବହୁତ ଆଗରେ ଅଛି। ସେ ଏହା ଆଶା କରିଛନ୍ତି କି ଭାରତ ଆଉ ମାତ୍ର କିଛି ସପ୍ତାହ ରେ ଲଢେଇ ଜିତିଯିବ।

ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥାଏ ଗୋଟିଏ ଲାଇକ ଓ କମେଣ୍ଟ ନିଶ୍ଚିନ୍ତ କରିବେ| ଏବଂ ସାଙ୍ଗ ସାଥୀଙ୍କ ସହ ଶେୟାର କରି ପଢ଼ିବାର ସୁଯୋଗ ଦିଅନ୍ତୁ, ଧନ୍ୟବାଦ |

Leave a Reply

Your email address will not be published. Required fields are marked *