ୱାଶିଂଟନ- ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ବୁଧବାରରେ ପୁଣି କହିଛନ୍ତି କି ଏହି ମହାମାରୀ ଆଉ କେଉଁଠି ନୁହଁ ଚୀନ ର ଲ୍ୟାବରେ ହିଁ ତିଆରି କରାଯାଇଥିଲା। ଟ୍ରମ୍ପ କହିଛନ୍ତି ମତେ ପୁରା ଭରସା ଅଛି ଓ ପ୍ରମାଣ ବି ଅଛି କି ଏହି ଭାଇରସ ବୁହାନ ର ଜୀବିକା ପ୍ରୟୋଗଶାଳା ରୁ ହିଁ ତିଆରି ହୋଇଛି କିନ୍ତୁ ସେ ଏହାର କୌଣସି ପ୍ରମାଣ ଦେବାକୁ ଏବେ ମନା କରିଦେଇଛନ୍ତି।
White house ର ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ କରୋନା ଭାଇରସ ଉପରେ କହୁଥିଲେ। ଏହି ସମୟରେ ତାଙ୍କୁ ପଚରା ଗଲା କି କଣ ଆପଣଙ୍କ ପାଖରେ କିଛି ଏପରି ପ୍ରମାଣ ଅଛି ଯାହା ଜଣାଇ ପାରିବ କି ଭାଇରସ ବୁହାନ ର ଜୀବିକା ପ୍ରୟୋଗଶାଳା ରୁ ହିଁ ତିଆରି ହୋଇଛି ଏବଂ ଟ୍ରମ୍ପ କହିଛନ୍ତି ହଁ ମୋ ପାଖରେ ପ୍ରମାଣ ଅଛି ସତ କିନ୍ତୁ ଏବେ ମୁଁ ତାହା ଦେଖାଇ ପାରିବିନି ଏହାର ଅନୁମତି ଏବେ ନାହିଁ।
ସାମ୍ନା ସାମ୍ନି ଆମେରିକା ଓ ଚୀନ
ଆପଣଙ୍କୁ କହି ରଖିବୁ କି ଏହି ଭାଇରସ ଦ୍ବାରା ସବୁଠୁ ଅଧିକ ପ୍ରଭାବିତ ଆମେରିକା ପର୍ବରୁ ଚୀନ ଉପରେ ଗମ୍ଭୀର ଆରୋପ ଲଗାଇଥିଲେ କି ଏହି ଭାଇରସ ଚୀନ ର ବନ୍ୟଜନ୍ତୁ ମାର୍କେଟ ରୁ ଆସିନି। ଏହା ବୁହାନର ଜୀବିକା ପ୍ରୟୋଗଶାଳା ରୁ ହିଁ ତିଆରି ହୋଇଛି। ଏହି ସମ୍ପର୍କ ରେ ଚୀନ କହିଛି ଆମେରିକାର ମିଲିଟାରୀ ଙ୍କ ଦ୍ବାରା ଏହି ଭାଇରସ ଚୀନ ରେ ପହଂଚାଯାଇଛି। ଟ୍ରମ୍ପ ଏହା ବି ଆରୋପ ଲଗାଇଛନ୍ତି କି ଚୀନ ଏହି ଭାଇରସ ବିଷୟରେ ପୂର୍ବରୁ କହିନଥିଲା ଏହାକୁ ବଢ଼ାଇଦେଇଥିଲା।
‘ଜଲ୍ଦି ସମସ୍ତଙ୍କୁ ଜଣା ପଡିବ’

ଟ୍ରମ୍ପ ନିଜେ କହିଛନ୍ତି ଆମେ ଆପଣଙ୍କୁ ଏହାର ପ୍ରମାଣ ଦେବାରେ ଲାଗିଛୁ ବହୁତ ଜଲ୍ଦି ଆପଣଙ୍କୁ ଏହା ର ସତ ଜଣା ପଡିଯିବା। କିନ୍ତୁ ଯାହା ହେଲେ ଏବେ ଦୁନିଆରେ ତାହା ବହୁତ ଦୁଖଃକର ଅଟେ। ସେ ଏହା କହିଛନ୍ତି କି ଆମେ ଏହା ଜାଣିବାକୁ ଚେଷ୍ଟା କରୁଛୁ କି ସେ ଯାହା କରିଛନ୍ତି ତାହା ଭୁଲ ଓ ଏହିସବୁ କୌଣସି ଉଦ୍ଦେଶ୍ୟରେ କରାଯାଇଛି। ଟ୍ରମ୍ପ ଲମ୍ବା ସମୟରୁ ଏହି ଭାଇରସ ରୁ ଚାଇନିସ ଭାଇରସ କହି ଆସୁଛନ୍ତି। ଏହା ଛଡା ଗତ ବର୍ଷ ଆସିଥିବା ଏହି ଭାଇରସ କୁ ନେଇ ଟ୍ରମ୍ପ ପୂର୍ବରୁ ଚୀନ କୁ ଆମେରିକା ଉପରେ ବିସ୍ତାର ବଢ଼ାଇବା ଅଭିଯୋଗ ବି କରିଥିଲେ।
ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥାଏ ଗୋଟିଏ ଲାଇକ କରିବେ ଓ ଏହି ଭାଇରସ କୁ ନେଇ ଟ୍ରମ୍ପଙ୍କ ଦେଇଥିବା ମନ୍ତବ୍ୟ ଆପଣଙ୍କୁ କେତେ ସଠିକ ଲାଗୁଛି ନିଶ୍ଚିନ୍ତ କମେଣ୍ଟ ରେ ଜଣେଇବେ | ଏବଂ ସାଙ୍ଗ ସାଥୀଙ୍କ ସହ ଶେୟାର କରି ପଢ଼ିବାର ସୁଯୋଗ ଦିଅନ୍ତୁ |