ଶାଶୂଙ୍କୁ ମା ଠୁ ଅଧିକ ମାନନ୍ତି ବଲିଉଡ ର ଏହି ୫ ଜଣ ଜ୍ୱାଇଁ, ଅକ୍ଷୟ କୁମାର ତ ଏପରି କାମ ବି କରନ୍ତି…

ଶାଶୂ ,ବୋହୁ ଙ୍କ ଉପରେ ସବୁ ବେଳେ ଆଲୋଚନା ହୋଇଥାଏ। ଏହା କଥାବାର୍ତ୍ତା ହୋଇଥାଏ କି ଶାଶୂ ବୋହୁଙ୍କ ଭିତରେ ପଡେ ନାହିଁ। କେତେ ଥର ଝଗଡା ଓ ମରାମରି ମଧ୍ୟ ହୋଇଥାଏ। କିନ୍ତୁ ଯେବେ କଥା ଶାଶୂ ଓ ଜ୍ୱାଇଁ ଙ୍କ ଆସେ ତ କଥା ବଦଳିଯାଇଥାଏ। ଅଧିକ ଶାଶୂ ଓ ଜ୍ୱାଇଁ ଙ୍କ ସମ୍ପର୍କର ଭଲ ହୋଇଥାଏ। ଦୁଇ ଜଣ ପରସ୍ପର ର ସମ୍ମାନ କରିବା ଦେଖିବାକୁ ମିଳିଥାଏ। ଯଦି ଶାଶୂ ଅଧିକ ମିଶୁଥିବା ଚରିତ୍ର ର ହୋଇଥାନ୍ତି ତ କିଛି ହସ ମଜା ବି ହୋଇଥାଏ। ଆଜି ଆମେ ଆପଣଙ୍କୁ ବଲିଉଡ ର ପ୍ରସିଦ୍ଧ ଶାଶୂ ଓ ଜ୍ୱାଇଁ ଙ୍କୁ ଦେଖେଇବୁ।

ତନୁଯା ଓ ଅଜୟ ଦେବଗନ

ତନୁଯା ୬୦-୭୦ ଦଶକ ରେ ବହୁତ ଲୋକ ପ୍ରିୟ ଅଭିନେତ୍ରୀ ହୋଇଥିଲେ।ତନୁଯା ଙ୍କର ଦୁଇ ଝିଅ ଯିଏ କି ମା ଙ୍କ ପରି ଅଭିନେତ୍ରୀ ଅଟନ୍ତି।ତାଙ୍କ ଛୋଟ ଝିଅ ନାମ ତନିଶା ମୁଖାର୍ଜୀ ଓ ବଡ ଝିଅ କାଜଲ ଅଟେ।କାଜଲ ବଲିଉଡ ଅଭିନେତା ଅଜୟ ଦେବଗନ ଙ୍କ ପତ୍ନୀ ଅଟନ୍ତି।ଏହି ସମ୍ପର୍କରୁ ଅଜୟ ଓ ତନୁଯା ଶାଶୂ ଓ ଜ୍ୱାଇଁ ହେଲେ।ଏ ମାନଙ୍କ ସମ୍ପର୍କ ମା ପୁଅ ପରି। ଅଜୟ ନିଜ ଶାଶୂ ଙ୍କର ବହୁତ ସମ୍ମାନ କରନ୍ତି।

ଜିନେଟ୍ ଡ଼ିସୋଜା ଓ ରିତେଶ ଦେଶମୂଖ

ରିତେଶ ଦେଶମୂଖ ଙ୍କର ବି ବଲିଉଡ ରେ ଜଣା ଶୁଣା ନାମ ଅଛି। ସେ ଜେନେଲିଆ ଡ଼ିସୋଜା ସହ ବିବାହ କରିଛନ୍ତି। ଜେନେଲିଆ ଙ୍କ ମା ଙ୍କ ନାମ ଜିନେଟ୍ ଡ଼ିସୋଜା ଅଟେ। ଏଥିପାଇଁ ରିତେଶ ଙ୍କ ର ସେ ସମ୍ପର୍କ ରେ ଶାଶୂ ଅଟନ୍ତି। ରିତେଶ ଙ୍କର ଓ ଜିନେଟ୍ ଙ୍କର ବି ସମ୍ପର୍କ ବହୁତ ଭଲ ଦେଖିବାକୁ ମିଳେ। ଜିନେଟ୍ ଙ୍କୁ ଯେବେ ବି ସାହାଯ୍ୟ ଆବଶ୍ୟକ ହୁଏ ତ ରିତେଶ ସାଙ୍ଗେ ସାଙ୍ଗେ ପହଂଚନ୍ତି।

ମୁମତାଜ ଓ ଫରଦିନ ଖାନ

ଫରଦିନ ଖାନ ଙ୍କ ବଲିଉଡ କ୍ୟାରିଅର କିଛି ଖାସ ନାହିଁ।ଆଜି ତାଙ୍କ ଗଣତି ଏକ ଫ୍ଲପ ଅଭିନେତା ମାନଙ୍କ ମଧ୍ୟରେ ହୋଇଥାଏ। ସେ ଫିଲ୍ମ ପ୍ରାୟ ତ ଆଉ ଦେଖିବାକୁ ମିଳୁନାହାନ୍ତି। ତାଙ୍କ ପତ୍ନୀ ଙ୍କ ନାମ ନତାସ ମାଧବାନି ଅଟେ।ନତସେ ବିତିଥିବା ସମୟରେ ଲୋକପ୍ରିୟ କଳାକାର ମୁମତାଜ ଙ୍କ ଝିଅ ଅଟନ୍ତି।ଏଥିପାଇଁ ସେ ସମ୍ପର୍କରେ ଫରଦିନ ଙ୍କ ଶାଶୂ ଅଟନ୍ତି।ଏମାନଙ୍କ ଭିତରେ ସମ୍ପର୍କ ଭଲ ଅଟେ ।

ଉଜାଳା ପାଦୁକନ ଓ ରଣବିର ସିଂହ

ରଣବିର ସିଂହ ଏକ ମିଳାପୀ ଅଭିନେତା ଅଟନ୍ତି।ସେ ସବୁବେଳେ ଖୁସି ଓ ହସ ଶୋଭାବର ଥାନ୍ତି।ରଣବିର ସିଂହ ଓ ଦୀପିକା ପାଦୁକନ ୨୦୧୮ ରେ ବିବାହ କରିଥିଲେ।ଦୀପିକା ଙ୍କ ମା ଙ୍କ ନାମ ଉଜାଳା ପାଦୁକନ ଅଟେ।ଉଜାଳା ନିଜ ଜ୍ୱାଇଁ ରଣବିର ଙ୍କୁ ବହୁତ ପସନ୍ଦ କରନ୍ତି।ସେ ବି ନିଜ ଶାଶୂ ଙ୍କୁ ଭଲପାନ୍ତି ଏବଂ ତାଙ୍କ ସହ ହସ ମଜାକ ବି କରନ୍ତି।

ଦିମ୍ପଲ କପାଡ଼ିଆ ଓ ଅକ୍ଷୟ କୁମାର

ଅକ୍ଷୟ ବଲିଉଡ ଅଭିନେତ୍ରୀ ଟ୍ଵିଙ୍କିଲ ଖାନା ଙ୍କ ସହ ବିବାହ କରିଛନ୍ତି। ଟ୍ଵିଙ୍କିଲ ବିତିଥିବା ସମୟର ପ୍ରସିଦ୍ଧ ଅଭିନେତ୍ରୀ ଦିମ୍ପଲ କପାଡ଼ିଆ ଙ୍କ ଝିଅ ଅଟନ୍ତି।ଏହି ସମ୍ପର୍କରୁ ଅକ୍ଷୟ ଓ ଦିମ୍ପଲ ଙ୍କ ସମ୍ପକ ଶାଶୂ ଓ ଜ୍ୱାଇଁ ର ସମ୍ପର୍କ ଅଟେ। ଅକ୍ଷୟ ଙ୍କ ସ୍ୱଭାବ ଖୁସି ମଜାକ ଵାଲା ଅଟେ ସେ ନିଜ ଶାଶୂ ଙ୍କ ସହ ବହୁତ ମଜା ହସ କରିଥାନ୍ତି।ଏ ମାନଙ୍କ ମଧ୍ୟରେ ବହୁତ ଭଲ ସଂପର୍କ ଅଟେ।ଅକ୍ଷୟ ଏକ ପୁରସ୍କାର ବିତାରଣରେ ଦିମ୍ପଲ ଙ୍କ ସହ ବି ବିତାଇଛନ୍ତି।

ଆପଣ ଙ୍କୁ ଏ ମାନଙ୍କ ମଧ୍ୟରେ କେଉଁ ଯୋଡି ଅଧିକ ପସନ୍ଦ ଆସିଲା ଲାଇକ କରିବେ ଓ ଆମକୁ କମେଣ୍ଟ କରନ୍ତୁ ଏବଂ ଆପଣଙ୍କ ନିଜ ଶାଶୂ ସହ କିପରି ସମ୍ପର୍କ ଏହା ବି ଲେଖିବାକୁ ଭୁଲିବେନି।

Leave a Reply

Your email address will not be published. Required fields are marked *