ନୂଆଦିଲ୍ଲୀ-ଯଦି ସବୁକିଛି ଠିକ ରହିଲା ତା ୨୦୫୦ ଭିତରେ ୫ ଟ୍ରିଲିଅନ ଡଲାର ର ସ୍ୱପ୍ନ ସତ ହୋଇପାରେ।କରୋନା ଭାଇରସ ପାଇଁ ଏହି ଚର୍ଚ୍ଚା ଜୋର ହେଉଛି କି ଆମେରିକା ର ଅଧିକ କମ୍ପାନୀ ଏବେ ଚୀନ ର ବିକଳ୍ପ ଖୋଜୁଛନ୍ତି।ଆଉ ତାଙ୍କ ନଜର ଭାରତ ଉପରେ ଅଛି।ନିଜେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କି କରୋନା ଭାଇରସ ସହିତ ଇଂନଭେସ୍ଟ ମେଣ୍ଟ ପାଇଁ କାମ କରିବାକୁ।ଯଦି କୌଣସି କମ୍ପାନୀ ଭାରତ ରେ କରିବାକୁ ଚାହିଁବ ତ ତାକୁ କୌଣସି ପ୍ରକାର ଯିବାକୁ ଦେବାନି।
ୟୁଏସ ଡ଼ିପାଟମେଣ୍ଟ ଅଫ ଷ୍ଟେଟ ବି ଏହାର ସମର୍ଥନ କରୁଛି
ପୂର୍ବ ସପ୍ତାହ ରେ ଆମେରିକା ଡ଼ିପାଟମେଣ୍ଟ ଅଫ ଷ୍ଟେଟ ର ସିନିଅର ଅଧିକାରୀ ମାନେ ଓ ଭାରତ ରେ କାମ କରୁଥିବା ଆମେରିକା ପ୍ରତିନିଧି ଙ୍କ ଭିତରେ ଏକ ବୈଠକ ବସିଥିଲା।ଏହାର ଆୟୋଜନ ଆମେରିକା ଚେମ୍ବେର ଅଫ କମର୍ସ ଇନ ଭାରତ ତରଫରୁ କରାଯାଇଥିଲା।ଏହି ବୈଠକରେ ଭାରତକୁ ନୂଆ ନିବେଶର ବିକଳ୍ପ ପାଇଁ ଦେଖାଯାଉଛି।ୟୁଏସ ଗବରମେଣ୍ଟ ଡ଼ିପାଟମେଣ୍ଟ ଅଫ ଷ୍ଟେଟ ତରଫରୁ ବି ଏହାର ସମର୍ଥନ କରାଯାଇଛି।
ଭାରତ ସରକାର ଙ୍କ ଠାରୁ ପ୍ରୋତ୍ସାହନ ମାଗିପାରନ୍ତି
ୟୁଏସ ଡ଼ିପାଟମେଣ୍ଟ ଅଫ ଷ୍ଟେଟ ସାଉଥ ଇଣ୍ଡିଆ ର ଆସିଷ୍ଟାଣ୍ଡ ସେକ୍ରେଟେରୀ ଅଫ ଷ୍ଟେଟ ଥର୍ମାସ ବାଜଦା ଏହି ବୈଠକରେ କହିଛନ୍ତି,ଇଂଣ୍ଡସ୍ତିରୀଆଲ ଆକ୍ଟିଭିଟି ଏବେ ଚୀନ ରେ ଚାଲୁଛି ବହୁତ ଜଲ୍ଦି ଭାରତରେ ହେବାକୁ ଯାଉଛି।ଆମେରିକା ପ୍ରତିନିଧି ମାନଙ୍କୁ କୁହାଯାଇଛି କି ଆପଣଙ୍କ ପ୍ରସ୍ତାବ ନେଇ ଭାରତ ସରକାରଙ୍କ ପାଖରେ ପହଁଞ୍ଚିବା ପାଇଁ ଏବଂ ପ୍ରୋତ୍ସାହନ ପାଇଁ ଯାହା ଆଗକୁ ଯେପରି ଆମେରିକା କମ୍ପାନୀ ଜୋର ବଢ଼ିପାରିବ।ବାଜାଦା ବି କହିଛନ୍ତି ଦୁଇ ଦେଶର ସରକାର ବି ଜଣେ ଜଣଙ୍କୁ ସାହାଯ୍ୟ କରିବେ ବୋଲି।
ଆତ୍ମବିଶ୍ବାସ ସହ ଥିଲା ଏହି ବୈଠକ।
ଇଟି ଏହି ବୈଠକ ବିଷୟରେ ତିନି ଲୋକଙ୍କ ସହିତ କଥ ହେବାକୁ ପ୍ରୟାସ କରିଥିଲେ,ହେଲେ କିନ୍ତୁ ଆତ୍ମବିଶ୍ବାସ ଥିବାରୁ ସେ କମେଣ୍ଟ କରିବାକୁ ମନା କରିଦେଲେ।ଦିଲ୍ଲୀ ରେ ଆମେରିକାର ବାସ କରୁଥିବା ସ୍ପୋକପର୍ଶନ ଏହି ବୈଠକ କୁ ନେଇ କମେଣ୍ଟ କରିବାକୁ ମନା କରିଦେଲେ।ଆମେରିକା ଚ୍ୟାମ୍ବର ଅଫ କମର୍ସ ଇନ ଇଣ୍ଡିଆ ଇଟି ର କଥାର ଉତ୍ତର ଦେବାକୁ ମନା କରିଦେଲା।
DPIIT ସ୍ପେଶାଲ ସଂଗଠନ ନିର୍ମାଣ କଲା।
ମିଳିଥିବା ସୂଚନା ମୁତାବକ ଡ଼ିପାର୍ଟମେଣ୍ଟ ଅଫ ପ୍ରମୋସନ ଅଫ ଇଣ୍ଡଷ୍ଟି ଆଣ୍ଡ ଇଣ୍ଟରନାଲ ଟ୍ରେଡ଼ ମିସିଥିବା ସେକ୍ରେଟେରୀ ସ୍ତର ର ଅଧିକାରୀ ଙ୍କୁ ନେଇ ଏକ ସ୍ପେଶାଲ ସଂଗଠନ ନିର୍ମାଣ କରିଛି।ଏହି ସଂଗଠନରେ ସବୁ ମନ୍ତ୍ରାଳୟ ର ଅଧିକାରୀଙ୍କୁ ସାମିଲ କରାଯାଇଛି।ଏହି ସଂଗଠନ ସେହି କୌଶଳ ତିଆରୀ ଓ ତାକୁ ଆଗକୁ ବଢ଼ାଇବା ଯେପରି ଭାରତରେ ବଡ଼ ନିବେଶ କାରୀ ଆସନ୍ତୁ ଓ ନିବେଶ କରନ୍ତୁ।
ନିବେସକାରୀଙ୍କ ବଢାଇବାକୁ କାମ କରିବ ରାଜ୍ୟ
ସୋମବାର କୁ ପ୍ରଧାନମନ୍ତ୍ରୀ ମୋଦି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓରେ କଥା ହୋଇଥିବା ଏକ ବୈଠକ କରିଥିଲେ।ଯେଉଁଠି ସେ କରୋନା ସହ ଲଢ଼ିବା ସହ ଅର୍ଥନୀତିକୁ କିପରି ବଢ଼ାଯିବ ତା ଉପରେ ଆଲୋଚନା କରିଥିଲେ।ଏହି ଆଲୋଚନା ରେ ପ୍ରଧାନମନ୍ତ୍ରୀ ମୋଦି ସବୁ ମୁଖ୍ୟମନ୍ତ୍ରୀ ଙ୍କୁ କହିଛନ୍ତି ସେ ନିବେସକାରୀ ଙ୍କୁ ନିଜ ରାଜ୍ୟରେ ବଢାଇବାକୁ ପ୍ରୟାସ କରନ୍ତୁ ଓ ତାଙ୍କର କିଛି ଯୋଜନା କରନ୍ତୁ।