Reliance jio ର ଧମକା ଅଫର,ଫ୍ରି ରେ ମିଳିବ ପ୍ରତିଦିନ 2GB ରୁ ଅତ୍ୟଧିକ ଡାଟା, ଜିଓ ଗ୍ରାହାକ ନିଶ୍ଚିନ୍ତ ପଢନ୍ତୁ…

ରିଲିୟାନ୍ସ ଜିଓ ଉପଭୋକ୍ତା ମାନଙ୍କୁ ୨ଜିବି ଅତ୍ୟଧିକ ଡାଟା ଫ୍ରି ମିଳୁଛି। କମ୍ପାନୀ ଏହି ଅଫର କୁ ଡାଟା ସହ ଉପଲବ୍ଧ କରିଛି। ଏହା ୨୭ ଏପ୍ରିଲ ରୁ କମ୍ପାନୀ ଉପଭୋକ୍ତା ଆକାଉଣ୍ଟ ରେ ପଠାଉଛି। ଆସନ୍ତୁ ଜାଣିବା ଏହା ବିଷୟରେ।

ନୂଆଦିଲ୍ଲୀ- ରିଲିୟାନ୍ସ ଜିଓ ଉପଭୋକ୍ତା ମାନଙ୍କ ପାଇଁ ଖୁସି ଖବର । କମ୍ପାନୀ ଉପଭୋକ୍ତା ମାନଙ୍କୁ ୨ଜିବି ଅତ୍ୟଧିକ ଡାଟା ଫ୍ରି ଦେଉଛି। ପ୍ରତି ଦିନ ୨ଜିବି ଅତ୍ୟଧିକ ଡାଟା ଉପଭୋକ୍ତା ଉପସ୍ଥିତ ପ୍ଲାନ ସହିତ ଦେଉଛି।କମ୍ପାନୀ ପୂର୍ବ ମାସରେ ୨ଜିବି ପ୍ରତିଦିନ ଡାଟା ଫ୍ରି ଅଫର ଲଞ୍ଚ କରିଥିଲା। ଏହି ଡାଟା କମ୍ପାନୀ ମାର୍ଚ୍ଚ ଶେଷରେ ଉପଭୋକ୍ତା ଆକାଉଣ୍ଟ କୁ ପଠାଇଥିଲା। ଟେଲିକମ ରିପୋର୍ଟ ଅନୁସାରେ ଏବେ ପୁଣି କମ୍ପାନୀ ଏପରି କରୁଛି। ଉପଭୋକ୍ତା ମାନଙ୍କୁ ୪ଦିନ ଅତିରିକ୍ତ ସମୟ ସହିତ ୨ଜିବି ଅତ୍ୟଧିକ ଡାଟା ଦେଉଛି।

୨୭ଏପ୍ରିଲ ରୁ ଆକାଉଣ୍ଟ ରେ ହେଉଛି ଜମା

google

ଜିଓ ପ୍ରତିଦିନ ୨ଜିବି ଅତ୍ୟଧିକ ଡାଟା ଦେଉଛି। କମ୍ପାନୀ ୨୭ ଏପ୍ରିଲ ରୁ ଉପଭୋକ୍ତାଙ୍କ ଆକାଉଣ୍ଟ କୁ ପଠାଉଛି।କିଛି ଉପଭୋକ୍ତାଙ୍କ ଆକାଉଣ୍ଟକୁ ୨୮ ଏପ୍ରିଲ ରେ ପହଂଚିଛି। ଏହି ଅତିରିକ୍ତ ଡାଟା ୪ ଦିନ ପର୍ଯ୍ୟନ୍ତ ଆକାଉଣ୍ଟରେ ରହିବ।

ଅଫର କାରଣରୁ ଉପଭୋକ୍ତା ମାନଙ୍କୁ ପ୍ରତିଦିନ ଜିବି ଅତ୍ୟଧିକ ଡାଟା ଖର୍ଚ୍ଚ କରିବାକୁ ମିଳୁଛି।ମାନନ୍ତୁ କି ଆପଣ ଙ୍କ ମୋବାଇଲ ରେ ୫୯୯ ଵାଲା ପ୍ଲାନ ଆକ୍ଟିଭ ଅଛି।ଯାହା ଆପଣଙ୍କୁ ଦୈନିକ ୧.୫ ଜିବି ଡାଟା ଦେଉଛି।ଏହି ଅତିରିକ୍ତ ଅଫର ପାଇଁ ପ୍ରତିଦିନ ମିଳିବ ୩.୫ ଜିବି ଡାଟା।

୨୦୧୭ ରେ ମିଳିଥିଲା ଏପରି ଏକ ଅଫର।

ଜିଓ ଏହା ପୂର୍ବରୁ ନିଜ ବାର୍ଷିକ ଉତ୍ସାବ ପାଇଁ ୨୦୧୭ ରେ ୨ ଜିବି ଅତ୍ୟଧିକ ଡାଟା ଦେଇଥିଲା।ଏହି ଅଫର ରେ ୩ ମାସ ପର୍ଯ୍ୟନ୍ତ ଉପଭୋକ୍ତା ମାନଙ୍କୁ ୮ ଜିବି ଡାଟା ଲାଭ ହୋଇଥିଲା।କମ୍ପାନୀ ପୁଣି ଥରେ ଏପରି ଭଲ ଅଫର ଆଣିଛି।

My jio ଆପ ରେ ଆପଣଙ୍କ ଚେକ କରିପାରିବେ।

google

ଧ୍ୟାନ ଦେବା କଥା ଏହାକି କମ୍ପାନୀ ଏହି ଅଫର ସୀମିତ ଉପଭୋଗତା ମାନଙ୍କ ପାଇଁ ନେଇଆସିଛି। ସେଥିପାଇଁ କାହା ଆକାଉଣ୍ଟ ରେ ଏହି ଅତିରିକ୍ତ ୨ଜିବି ଡାଟା ଦିଆଯିବ ତାହା ରେଣ୍ଡମ ତରିକା ରେ ହଉଛି। ଆପଣଙ୍କୁ ୪ଦିନ ଏହି ୨ଜିବି ଡାଟା ମିଳିବା ପକା ନୁହଁ। ଏହାର ଅର୍ଥ ଏହା ନୁହେଁ କି ଏହି ଅଫର ମିଛ। ଉପଭୋକ୍ତା My jio ଆପ ରେ ଯାଇ ଚେକ କରିପାରିବେ।

ବନ୍ଧୁଗଣ ଆମର ଏହି ଆର୍ଟିକିଲ ଭଲ ଲାଗିଥିଲେ ଗୋଟେ ଲାଇକ କରିଦିଅନ୍ତୁ ଏବଂ ଶେୟାର କରି ଅନ୍ୟମାନଙ୍କୁ ପଢ଼ିବାର ସୁଯୋଗ ଦିଅନ୍ତୁ, ଧନ୍ୟବାଦ |

ପଢନ୍ତୁ:

ଆଧାର କାର୍ଡ ରେ ଠିକଣା ବଦଳାଇବା ହେଲା ସହଜ।୨୦,୦୦୦ CSCS ଙ୍କୁ ମିଳିଲା ଅନୁମତି।

ମାତା ଲକ୍ଷ୍ମୀଙ୍କ କୃପା ରୁ ଏହି ରାଶି ଲୋକ ମଇ ମାସରେ ହେବେ ମହାକୋଟିପତି…

ସବୁ ସମସ୍ୟା ଦୂର ହେବ,ମଙ୍ଗଳବାର ଦିନ କରନ୍ତୁ ଏହି କାମ,ବଜରଙ୍ଗ ବାଲି ଙ୍କ କୃପା ରୁ ମିଳିବ ବହୁତ ଖୁସି ।

Leave a Reply

Your email address will not be published. Required fields are marked *