କରୋନା ଯୋଦ୍ଧା ବା ଡାକ୍ତର ଯିଏ କି ଆଗରେ ଛିଡା ହୋଇ ଏହି ଶତ୍ରୁ ସହ ଲଢ଼ୁଛନ୍ତି।ଏହା ବି ଅଟେ କି ଲୋକ ଙ୍କ ଜୀବନ ବଞ୍ଚାଇ ବଞ୍ଚାଇ ଡାକ୍ତର ଓ ନର୍ସ ଙ୍କ ଜୀବନ ବି ଚାଲି ଯାଇଛି । ଆମେରିକା,ୟୁରୋପ,ଭାରତ ଓ କେତେକ ଦେଶରେ କେତେକ ମାମଲା ସାମ୍ନା କୁ ଆସିଛି ଯେଉଁଠି ଡାକ୍ତରଙ୍କ ପାଖରେ ପିପିଇ ମାନେ ଫର୍ମାଲ ପ୍ରୋଟେକ୍ସନ ଇକ୍ୟୁପମେଣ୍ଟ କିଟ ମଧ୍ୟ ନାହିଁ।ପିପିଇ କମ ହୋଇ ଯାଉଛି।ଏମିତିରେ ଜର୍ମାନୀ ଡାକ୍ତର ବିରୋଧ କରି ବିନା କପଡ଼ାରେ ଫଟୋ ଉଠାଇଛନ୍ତି।
ଆମେମାନେ ବିନା ସୁରକ୍ଷା ରେ ଅଛୁ।
Bild ଏହି ଫଟୋ କୁ ନିଜ ଫେସବୁକ ପେଜ ରେ ଅପଲୋଡ଼ କରିଛନ୍ତି। ତାଙ୍କ ମତରେ ସେ ଏହି ଫଟୋ ର ନାମ Blanke Bedenken ରଖିଛନ୍ତି। ଡାକ୍ତର ତାଙ୍କ ପ୍ରତିବାଦ ଏପରି କରି ଜଣାଇବାକୁ ଚାହୁଁଛନ୍ତି କି କିପରି ସେ ବିନା ସୁରକ୍ଷା କପଡ଼ାରେ ରୋଗୀଙ୍କ ସେବା କରୁଛନ୍ତି।
କଣ କହୁଛନ୍ତି ଡାକ୍ତର
ଡାକ୍ତର ରୁବେନ ବନୌ ଏହି ବିରୋଧ କୁ ନେଇ କହିଛନ୍ତି,କି ନଗ୍ନତା ଏହାର ପ୍ରତୀକ ଅଟେ କି ସୁରକ୍ଷା ବିନା ଆମେ କମଜୋର ଅଟୁ । ନିଜ ଅନୁଭବରୁ ଆଜି ବି ନିଜ ଅଭ୍ୟାସ ଟିମ ସହ ଅପଯ୍ୟାପ୍ତ ସୁରକ୍ଷା ଉପକରଣ ବିନା ବି କାମ କରୁଛନ୍ତି।
ବେକରେ ପିନ୍ଧିଛନ୍ତି କେବଳ ଟେଥୋସ୍କୋପ।

ଏହି ଫଟୋ ରେ ଡାକ୍ତର କେବଳ ଟେଥୋସ୍କୋପ ପିନ୍ଧିଛନ୍ତି।ଓ ତାଙ୍କ ଦେହରେ ଗୋଟେ ବି କପଡା ନାହିଁ।ଏହି ଫଟୋ ସେ ନିଜ ମେଡିକାଲ ରେ ହିଁ ଉଠାଇଛନ୍ତି।
ଲଗାତାର ହେଉଛି ପିପିଇ ର ସଂଖ୍ୟା କମ

ଜର୍ମାନୀ ରେ ପିପିଇ ର ସଂଖ୍ୟା କରିବାରେ ଲାଗୁଛି।ଡାକ୍ତର ଙ୍କୁ ଗ୍ଲୋବସ,ମାସ୍କ ଇତ୍ୟାଦି ପାଇଁ କଷ୍ଟ କରିବାକୁ ପଡୁଛି।ଏଥିପାଇଁ ସେଠାକାର ଡାକ୍ତର ଏହାର ବିରୋଧ କରି ଦୁନିଆ ସାମ୍ନା ରେ ଏହା ଦେଖେଇବାକୁ ଚାହୁଁଛନ୍ତି କି କିପରି ଏକ ଡାକ୍ତର ନଗ୍ନ ରୂପରେ ରୋଗୀଙ୍କ ଚିକିତ୍ସା କରୁଛି।
ବଢ଼ାଇ ଦିଆ ଯାଇଛି ସୁରକ୍ଷା:
ଏହି କଥା ବି ସାମ୍ନା କୁ ଆସୁଛି କିଛି ମେଡିକାଲ ରେ ପିପିଇ କିଟ ବି ଚୋରି ହେଇଯାଉଛି।ମେଡିକାଲ ର ସିକୁରୀଟି ବି ବଢ଼ାଇ ଦିଆଯାଇଛି।ଜାଣିବା ପାଇଁ କହିରଖିବୁ କି ଜର୍ମାନୀ ରେ ୧୫୮,୭୭୮ ମାମଲା ଅଛି।ଖବର ଲେଖା ଯିବା ଭିତରେ ୬,୧୨୬ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।ବାକି ଆପଣ ଙ୍କୁ ଏହାକୁ ନେଇ କଣ କହିବାର ଅଛି।