୨୯ ଏପ୍ରିଲକୁ ପୃଥିବୀ ସହ ପିଟି ହେଇପାରେ ଏହି ବିଶାଳ ଆଷ୍ଟେରଏଡ଼। ସୋସିଆଲ ମିଡ଼ିଆରେ ଚାଲିଛି ଚର୍ଚ୍ଚା, ଜାଣନ୍ତୁ ବାସ୍ତବରେ ଏହାର ସତ୍ୟ

ଏବେ ପୃଥିବୀର ଅନ୍ତ ହେବାର ଖବର ଆସି ସାରିଛି। ଆପଣ ମାନେ ସୋସିଆଲ ମିଡ଼ିଆରେ ଏପରି ଖବର ବହୁତ ଥର ପଢୁଥିବେ ଆଉ ଶୁଣୁଥିବେ କିନ୍ତୁ ତାର ସତ୍ୟତା କେତେ ଆଜି ଆମେ ଜାଣିବା। ୨୯ ଏପ୍ରିଲକୁ ଏକ ବିଶାଳ ଲଘୁ ଗ୍ରହ ଆମ ପୃଥିବୀ ସହ ପିଟି ହେବାକୁ ଯାଉଛି। ଏହା ନିଶ୍ଚୟ ମହାବିନାଶର ସଂକେତ। ତ ଆସନ୍ତୁ ଜାଣିବା କି ଏହା ଉପରେ ସୋସିଆଲ ମିଡ଼ିଆରେ କି କି ଚର୍ଚ୍ଚା ଚାଲିଛି।

କରୋନା ଭିତରେ ଦୁନିଆ ବହୁତ ବ୍ୟସ୍ତତା ଭିତରେ ଅଛି ଆଉ ଏହା ଭିତରେ ଏହି ଖବର ମାନସିକ ଯନ୍ତ୍ରଣା ଦେଉଛି। ସେମାନଙ୍କ ଅନୁସାରେ ୨୯ ଏପ୍ରିଲକୁ ଏକ ଲଘୁ ଗ୍ରହ ପିଟି ହେବାକୁ ଯାଉଛି। ୟୁ ଟ୍ୟୁବ ଭଳି ଆପରେ ଏହା ଉପରେ ଶହ ଶହ ଭିଡିଓ ଅଛି ଆଉ ତାଙ୍କର ଦାବି ଅଛି କି ସେମାନେ ୨୯ ଏପ୍ରିଲ ଦିନ ଦୁନିଆ କୁ ନଷ୍ଟ ହେଉଥିବାର ଦେଖିବେ।

କେତେ ସତ୍ୟତା ଅଛି?:

ବୈଜ୍ଞାନିକ ମାନଙ୍କ ମତ ରେ ଏହା ଏକଦମ ସତ କି ଏକ ଲଘୁ ଗ୍ରହ ଆମ ପୃଥିବୀ ପାଖ ଦେଇଯିବ। ସେମାନେ କହିଛନ୍ତି କି ଏହା ପୃଥିବୀ ବହୁତ ପାଖ ଦେଇ ଯିବ ମାତ୍ର ତା ସହ ପିଟି ହେବ ନାହିଁ। ଆଉ ଯେତେବେଳେ ଏହା ସୌରମଣ୍ଡଳ ଭିତର ଦେଇଯିବ ତାହା ପୃଥିବୀ ଠାରୁ ୪୦ ଲକ୍ଷ କିମି ଦୂରରେ ଥିବ। ଆଉ ଏହାର ଗତି ୨୦ ହଜାର ମାଇଲ ପ୍ରତି ଘଣ୍ଟା ଥିବ।

ନାସା କୁ ୧୯୯୮ ରେ ହି ଜଣା ପଡିଯାଇଥିଲା:

ଏହି ଲଘୁ ଗ୍ରହର କଥା ନାସାକୁ ୧୯୯୮ ରେ ହିଁ ଜଣା ପଡିଯାଇଥିଲା। ବୈଜ୍ଞାନିକ ମାନେ ଏହାର ନାମ ୫୨୭୬୮ ବ ଓଆର ୨ ଦେଇଥିଲେ। ଏହି ଲଘୁ ଗ୍ରହ ୧୩୪୪ ଦିନରେ ହି ସୂର୍ଯ୍ୟ ଙ୍କର ପରିକ୍ରମା କରିପାରେ। ଏହା ବହୁତ ଭୟଙ୍କର।

ଲଘୁ ଗ୍ରହ ପୃଥିବୀ ପାଖ ଦେଇ ଯାଉଥାଏ:

ଆମ ପୃଥିବୀ ପାଖ ଦେଇ ଅନେକ ଲଘୁ ଗ୍ରହ ସର୍ବଦା ଯାଉଥାଏ। ଭାରତୀୟ ଭୌତିକ ସଂସ୍ଥାନ ର ବରିଷ୍ଠ ବୈଜ୍ଞାନିକ ଆର ସି କପୁର କହିଲେ କି ଏହାର ପୃଥିବୀ ସହ ପିଟି ହେବାର ସମ୍ଭାବନା ହି ନାହିଁ।
ବୈଜ୍ଞାନିକ ମାନେ ମିଛ ବୋଲି କହିଲେ- ବୈଜ୍ଞାନିକ ମାନେ ଏହି ଲଘୁ ଗ୍ରହ ପୃଥିବୀ ସହ ପିଟି ହେବା କଥାକୁ ସମ୍ପୂର୍ଣ ମିଛ କହିଛନ୍ତି। ସେମାନେ କହିଲେ କି ଏହି ଲଘୁ ଗ୍ରହ ପୃଥିବୀ ଠାରୁ ବହୁତ ଦୂରରେ ଯିବ।

୨୦୭୯ ରେ ପୁଣି ଆସିବ ଏହା ପୃଥିବୀ ପାଖକୁ:

ଏବେ ଏହି ଗ୍ରହ ଦ୍ୱାରା ଆମକୁ କିଛି ବିପଦ ନାହିଁ ମାତ୍ର ଆଜିଠୁ ବାସ ୫୯ ବର୍ଷ ପରେ ଅର୍ଥାତ ୨୦୭୯ କୁ ଏହା ପୁଣି ପୃଥିବୀ ପାଖ ଦେଇ ଯିବ। ଏହା ୧୬ ଏପ୍ରିଲ ୨୦୭୯ କୁ ପୃଥିବୀ ଠାରୁ ମାତ୍ର ୧୮ କିମି ଦୁରରେ ଥିବ।

ପାଖରେ ଯିବାର ପ୍ରଭାବ:

ଏହି ଗ୍ରହ ପୃଥବୀ ଠାରୁ ପ୍ରାୟ ୪ ମିଲିଅନ କିମି ଦୁରେ ଯିବ। ଏହା ପୃଥିବୀ ଆଉ ଚନ୍ଦ୍ରର ଦୂରତା ର ୧୦ ଗୁଣ ଅଟେ। ଅର୍ଥାତ ଏହାର କିଛି ବି ପ୍ରତ୍ୟକ୍ଷ ପ୍ରଭାବ ଆମ ଉପରେ ପଡିବନି। ଆଉ ପୃଥିବୀ ନଷ୍ଟ ହେବନି।

Leave a Reply

Your email address will not be published. Required fields are marked *