୧ ମଇ ୨୦୨୦ ଦୁର୍ଗା ଅଷ୍ଟମୀ ବ୍ରତ, ପୂଜାର ଶୁଭ ମୁହୂର୍ତ ଧନ ଲାଭ ପାଇଁ ମାକୁ ଚଢାନ୍ତୁ ଏହି ଗୋଟିଏ ଜିନିଷ…

ପ୍ରତେକ ମାସର ଶୁକ୍ଳ ପକ୍ଷର ଅଷ୍ଟମୀ ତିଥିକୁ ଦେବୀ ଦୁର୍ଗାଅଙ୍କର ପୂଜା କରାଯାଇଥାଏ | ଏହାକୁ ମାସିକ ଦୁର୍ଗା ଅଷ୍ଟମୀ ନାମରେ ସମସ୍ତେ ଜାଣିଛନ୍ତି | ଏହି ଦିନ ମାତା ଭଗବତୀଙ୍କୁ ସମର୍ପିତ ଅଟେ | ବୈଶାଖ ମାସର ଶୁକ୍ଳ ପକ୍ଷକୁ ଅଷ୍ଟମୀକୁ ଦେବୀ ବଗଳାମୁଖୀଙ୍କ ଉତରଣ ବି ହୋଇଥିଲା ଏଥିପାଇଁ ଏହି ଅଷ୍ଟମୀକୁ ବଗଳାମୁଖୀ ଜୟନ୍ତୀ ବି ମାନାଯାଇଥାଏ | ମାଙ୍କ ଭକ୍ତ ପାଇଁ ଏହି ଦିନ ବହୁତ ଖାସ ହୋଇଥାଏ, କୁହା ଯାଏ ଯଦି ଏହି ଦିନ ପୁରା ଭକ୍ତିର ସହିତ ଦେବୀ ମା ଦୁର୍ଗାଅଙ୍କର ପୂଜା ଅର୍ଚ୍ଚନା କରାଯାଏ ତେବେ ମା ଭକ୍ତଙ୍କର ସବୁ ମନସ୍କାମନା ପୁରଣ କରିଥାନ୍ତି |

ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ ରେ କହିବୁ କି ମଇ ମାସର ମାସିକ ଦୁର୍ଗାଆଷ୍ଟମୀ, ଶୁଭ ମୁହୂର୍ତ, ପୂଜା ବିଧି ଓ ଏହା ସହିତ ସୁଖ ସମୃଦ୍ଧି ଓ ମନସ୍କାମନା ପୁର୍ଣ ହେବାର ଉପାୟ ବିଷୟରେ କହିବୁ |

ଦୁର୍ଗା ଅଷ୍ଟମୀ ଶୁଭ ମୁହୂର୍ତ ୨୦୨୦:

google

୨୦୨୦ ମସିହା ବୈଶାଖ ମାସରେ ଆସିବାକୁ ଥିବା ଦୁର୍ଗା ଅଷ୍ଟମୀ ୧ ମଇ ଶୁକ୍ରବାର ଦିନ ପଡିବ | ଏହି ଅଷ୍ଟମୀ ତିଥି ଆରମ୍ଭ ହେବ ୩୦ ଏପ୍ରିଲ ଅପରାହ୍ନ ୨ଟା ୪୦ ମିନିଟ ରୁ ଓ ଏହି ତିଥି ଅପରାହ୍ନ ୧ ମଇ ୧. ୨୬ ମିନିଟ ରେ ଏହା ସମାପ୍ତ ହେବ |

ପୂଜା ବିଧି :

ଶାସ୍ତ୍ରରେ ମାନ୍ୟତା ରହିଛି କି ଦୁର୍ଗରେ ଅଷ୍ଟମୀ ଦିନ ଯଦି ସମ୍ପୂର୍ଣ ବିଧି ବିଧାନ ସହିତ ବ୍ରତ ଏବଂ ମାତା ଭଗବତୀଙ୍କ ପୂଜା କରନ୍ତି ତେବେ ଭକ୍ତକୁ ମନ ବାଂଛିତ ଫଳ ପ୍ରାପ୍ତି ହୋଇଥାଏ | ଏହି ଦିନ ପ୍ରାତଃକାଳରୁ ସ୍ନାନ କରି ସଂକଳ୍ପ ନିଅନ୍ତୁ ଏବଂ ପୂଜା ସ୍ଥାନରେ ଗଙ୍ଗା ଜଳ ଛିଂଚି ପବିତ୍ର କରିଦିଅନ୍ତୁ | ଏବଂ ଏକ ଚୌକି ଉପରେ ନାଲି ରଙ୍ଗର ବସ୍ତ୍ର କିମ୍ଭା କାଛିଅ ବିଛେଇ ମା ଦୁର୍ଗାଙ୍କ ପ୍ରତିମା ସ୍ଥାପନ କରନ୍ତୁ | ଏବଂ ସବୁ ପୂଜା ସାମଗ୍ରୀ ମାତାଙ୍କୁ ଅର୍ପିତ କରି ନାଲି ରଙ୍ଗର ଫୁଲ ଯାହା ମାତାଙ୍କୁ ଅଧିକ ପ୍ରିୟ ଅଟେ ତାହା ମାଙ୍କୁ ଚଢାନ୍ତୁ | ଭୋଗ ଭାବରେ ମାଙ୍କୁ ଫଳ ଓ ମିଠେଇ ଅର୍ପଣ କରନ୍ତୁ | ଶେଷରେ ଧୂପ ଦୀପ ଦେଇ ଦୁର୍ଗା ଚାଳିଶ ପାଠ କରନ୍ତୁ ଏବଂ ଶେଷରେ ମାଙ୍କ ଆଳତି କରିନିଅନ୍ତୁ |

ଦୁର୍ଗା ଅଷ୍ଟମୀ ପୂଜାର ମହତ୍ୱ:

What Is Puja: Traditional Step of the Vedic Ritual

ମା ଭଗବତୀଙ୍କୁ ସମର୍ପିତ ଏହି ପର୍ବ, ଭକ୍ତ ଏହାକୁ ସବୁ ମାସର ଶୁକ୍ଳ ପକ୍ଷ ଅଷ୍ଟମୀକୁ ମନେଇଥାଏ କିନ୍ତୁ ମାସିକ ଦୁର୍ଗା ଅଷ୍ଟମୀ ଦିନ କରା ଯାଉଥିବା ବ୍ରତ ବହୁତ ହିଁ ଖାସ ଅଟେ | କୁହା ଯାଏ କି ଏହି ଦିନ ଯଦି ସଚ୍ଚା ହୃଦୟର ସହ ଯାହାବି ମନସ୍କାମନା କରନ୍ତି ତାହା ଅବଶ୍ୟ ପୁରାଣ ହୋଇଥାଏ | ଏକ ପ୍ରାଚୀନ କଥା ଅନୁସାରେ ମୋହିଁସାସୁର ନାମକ ଜଣେ ରାକ୍ଷସ ଯିଏ କି ବହୁତ ବଳ ସାଳି ଥିଲା ଦେବତା ମାନଙ୍କୁ ତା ପ୍ରକୋପରୁ ବଂଚେଇବା ପାଇଁ ତ୍ରିଦେବ ମିଶିକି ମା ଦୁର୍ଗାଙ୍କୁ ଏହି ଧାରାରେ ଅବତରଣ କରାଇଥିଲେ |

ଉପାୟ :

ଶାସ୍ତ୍ର ଅନୁସାରେ ଯଦି ଏହି ଉପାୟ ଏହି ଦୁର୍ଗା ଅଷ୍ଟମୀ ଦିନ କରାଯାଏ ବ୍ୟକ୍ତିର ଜୀବନରେ ଖୁସି ଭାରି ଯାଏ ଓ ବହୁତ ଧୀନରୁ ହଜିଯାଇଥିବା ଖୁସି ମଧ୍ୟ ଫେରିଆସେ | ତେବେ ଆସନ୍ତୁ ଜାଣିବା ମାତା ଦୁର୍ଗାରେଙ୍କୁ ପ୍ରସନ କରିବାର ଖାସ ଉପାୟ | ଏହି ଦିନ ଉତ୍ତର ପୂର୍ବ ଦିଗରେ ସ୍ୱସ୍ତିକ ର ଚିହ୍ନ ବନେଇ ମା ଦୁର୍ଗାଙ୍କ ମନ୍ତ୍ର ” ଓଁ ଏଙ୍ଗ ହୀଲିଂ କ୍ଲିଂ ଚାମୁଣ୍ଡାୟ ବିଜୟ” ମନ୍ତ୍ର ର ଜପ କରନ୍ତୁ |ଏହା ଦ୍ୱାରା ସବୁ ସଙ୍କଟ ଦୂର ହୋଇଥାଏ ଓ ଘରର ସୁଖ ସମୃଦ୍ଧି ପାଇଁ ଲୋକମାନେ ଏହି ବ୍ରତ କରିଥାନ୍ତି | ଏଥିପାଇଁ ଏହି ଦିଅ ଘରର ଅଗ୍ନି କୋଣରେ ଏକ ଦୀପ ଲଗାନ୍ତୁ | ଏହା କରିବା ଦ୍ୱରା ଘରେ ସୁକ୍ଷା ସମୃଦ୍ଧି ବୃଦ୍ଧି ଘଟେ |

google

ଦୁର୍ଗରେ ପ୍ରତିମାକୁ ଚନ୍ଦନ ପେଡି ଉପରେ ସେଯାନ୍ତୁ ଏହା କରିବା ଦ୍ୱରା ଘରେ ସକାରାତ୍ମକ ଉର୍ଜା ପ୍ରଭାବ ବଢ଼ିଯାଇଥାଏ | ଓ ବ୍ୟକ୍ତିକୁ ଆର୍ଥିକ ସଙ୍କଟରୁ ମୁକ୍ତି ମିଳିଥାଏ | ଦୁର୍ଗରେ ଅଷ୍ଟମୀ ଦିନ ସଧବା ମହିଳା ମାନେ ନିଜର ସଧବା ଜିନିଷ ଦାନ କରିବା ବହୁତ ହିଁ ଶୁଭ ହୋଇଥାଏ |

ବନ୍ଧୁଗଣ ମାତା ଦୁର୍ଗାଙ୍କୁ ଭକ୍ତି କରୁଥିଲେ ଗୋଟିଏ ଲାଇକ ନିଶ୍ଚିନ୍ତ କରିଦିଅନ୍ତୁ ଏବଂ ସାଙ୍ଗ ସାଥୀଙ୍କ ସହିତ ଶେୟାର କରିଦିଅନ୍ତୁ | ଏବଂ କମେଣ୍ଟରେ “ମା ଦୁର୍ଗା” ଲେଖି ମାତାଙ୍କ ଆଶ୍ରିବାଦ ପ୍ରାପ୍ତ କରନ୍ତୁ |

Leave a Reply

Your email address will not be published. Required fields are marked *