ଜ୍ୟୋତିଶ ଶାସ୍ତ୍ର ଅନୁସାରେ ରାତିରେ କେଉଁ ସମୟରେ କରିବେ ରୋମାନ୍ସ, ଆଉ କେଉଁ ଖରାପ କାମ ରୁ ବଞ୍ଚିବେ।

ରାତିର ସମୟ ଶୋଇବା ପାଇଁ ହୋଇଥାଏ। ଯେମିତି ରାତି ହୋଇଯାଏ ସମସ୍ତେ ସେଜକୁ ଯାଇଥାନ୍ତି। କଣ ଆପଣଙ୍କୁ ଜଣାଅଛି କି ରାତିରେ ଶୋଇବା ପୂର୍ବରୁ କରୁଥିବା କିଛି ଭୁଲ ପାଇଁ ଆପଣ କଷ୍ଟ ପାଇପାରନ୍ତି।ବସ୍ତୁଶାସ୍ତ୍ର ଓ ଜ୍ୟୋତିଶ ଶାସ୍ତ୍ର ଙ୍କୁ ମାନିବେ ତ ରାତିରେ ଶୋଇବା ପୂର୍ବରୁ ପୁରୁଷ ଓ ମହିଳା ଙ୍କୁ କାମ କରିବାରୁ ବଞ୍ଚିବାକୁ ହେବ।ଯଦି ଆପଣ ଏହି ଭୁଲ କରୁଛନ୍ତି ତ ଆପଣ ଙ୍କ ସହ ଖରାପ ହୋଇପାରେ।

୧.ଜ୍ୟୋତିଷଙ୍କ କହିବା ଅନୁସାରେ ରାତିରେ ସେଣ୍ଟ କି ଅତର ଲଗାଇ ଶୋଇବା ଅନୁଚିତ।ବେଳେ ବେଳେ ଏହା ହୁଏ କି ଆମେ କୌଣସି ପାର୍ଟିକୁ ଯାଇଥାଉ ଓ ସିଧା ଆସି ଶୋଇପଡ଼ିଥାଉ।ଏହା କରିବା ଆପଣଙ୍କୁ ମହଙ୍ଗା ପଡିବ।ଅତର ର ବାସ୍ନା ଭୂତ ପ୍ରେତ ଙ୍କୁ ଆପଣଙ୍କ ଆଡକୁ ଆକର୍ଷଣ କରିଥାଏ।ଏଥିପାଇଁ ଆପଣଙ୍କୁ ରାତିରେ ଡର ସ୍ୱପ୍ନ ଆସିପାରେ।ଏଥିପାଇଁ ଏହା କରିବା କି ଶୋଇବା ପୂର୍ବରୁ ନିଜ ହାତ ,ଗୋଡ଼ ଓ ମୁହଁ ଭଲ ଭାବେ ଧୋଇ କରି ଶୋଇବା ଉଚିତ।

google

୨.ବାସ୍ତୁଶାସ୍ତ୍ର ଅନୁସାରେ ରାତିରେ ଶୋଇବା ପୂର୍ବରୁ ନିଜ ସେଜ ରେ କୌଣସି ଇଲେଟ୍ରିକ ବସ୍ତୁ ରଖିବା କଥା ନୁହଁ।ଏମିତି କରିବା ଦ୍ବାରା ପେଟ ସମସ୍ୟା ଦେଖା ଯାଇଥାଏ।ଲୋକ ପ୍ରାୟ ନିଜ ତକିଆ ତଳେ ଘଣ୍ଟା ଓ ମୋବାଇଲ ରଖିଥାନ୍ତି।ଏହା ବି ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି କରିବା ଭୁଲ ଅଟେ ।ସେଥିପାଇଁ ଭଲ ହେବ କି ଆପଣ ଏହି ଜିନିଷ ଠାରୁ ଦୁରେଇ ରୁହନ୍ତୁ।

୩.ମହିଳାଙ୍କୁ ଶୋଇବା ପୂର୍ବରୁ ନିଜ ଚୁଟି ବାନ୍ଧିବା ଦରକାର।ଖୋଲା ଚୁଟି ରେ ଶୋଇବା ଦ୍ବାରା ଖରାପ ଶକ୍ତି ଆପଣଙ୍କ ଆଡକୁ ଆକର୍ଷଣ ହୋଇଥାନ୍ତି।ଏହ ସହିତ ବଡ ଚୁଟି ରଖିଥିବା ପୁଅ ପିଲା କି ଛୁଆ ଙ୍କୁ ବି ନିଜ ଚୁଟି ବାନ୍ଧିବା ଦରକାର।

୪.ରାତିରେ ଶୋଇବା ପୂର୍ବରୁ ପତି ପତ୍ନୀଙ୍କୁ ଝଗଡା କରିବା କଥା ନୁହଁ।ଏପରି କରିବା ଦ୍ବାରା ଘରରେ ଖରାପ ପ୍ରବାଭ ପଡ଼ିଥାଏ ଏବଂ ଆସୁଥିବା ସମୟରେ ଏହା ଆପଣଙ୍କ ଜୀବନରେ ଖରାପ ଚିନ୍ତା ଆଣିଥାଏ।

୫.ରାତିରେ ଉଭୟ ପୁରୁଷ ଓ ମହିଳାଙ୍କୁ ସ୍ମଶାନ, କବର ସ୍ଥାନ ଇତ୍ୟାଦି ସ୍ଥାନ କୁ ଯିବା ଉଚିତ ନୁହେଁ ।କାରଣ ବିଷ୍ଣୁ ପୁରାଣ ଅନୁସାରେ ଏହି ସବୁ ଜାଗାରେ ରାତି ୧୨-୨ ପର୍ଯ୍ୟନ୍ତ ଖରାପ ଆତ୍ମାମାନଙ୍କ ସମୟ ହୋଇଥାଏ ଏବଂ ସେମାନେ ଏହି ସମୟରେ ଭ୍ରମଣ କରିଥାନ୍ତି।ସେଥିପାଇଁ ରାତିରେ ଏହି ସବୁ ସ୍ଥାନକୁ ଯାଆନ୍ତୁ ନାହିଁ।

୬.ରାତିରେ ଶୋଇବା ପୂର୍ବରୁ ଖଟକୁ ଭଲ ଭାବରେ ପରିସ୍କାର କରିବା ଉଚିତ।କାରଣ ଅପରିଷ୍କାର ହେଲେ ଏହା ଦ୍ବାରା ଗୋଟେ ଖରାପ ପ୍ରଭାବ ପଡିଥାଏ ଏବଂ ପତି ପତ୍ନୀଙ୍କ ଭିତରେ ଝଗଡା ହୋଇଥାଏ।

୭.ଜ୍ୟୋତିଶ ଶାସ୍ତ୍ର ଅନୁସାରେ ରାତି ୧୨ ପରେ ହିଁ ଶାରୀରିକ ସମ୍ପର୍କ ରଖିବା ଉଚିତ।ଏହା ର କାରଣ ଅଟେ କି ୧୨ ପରେ ପର ଦିନ ହୋଇଥାଏ ଏବଂ ବ୍ରାହ୍ମ ମୁହୂର୍ତ୍ତ ଚାଲିଥାଏ।ଏହି ସମୟରେ ମଣିଷଙ୍କ ଭିତରେ ଭକ୍ତି ଭାବ ଓ ମାନସିକ ଭାବନା ଅଧିକ ହୋଇଥାଏ।ମଧ୍ୟ ରାତ୍ରି ର ଆଳପ ସମୟରୁ ବ୍ରାହ୍ମ ମୁହୂର୍ତ୍ତ ଆରମ୍ଭ ହୋଇଥାଏ।

ଆଶା କରୁଛୁ ଏହା ଆପଣ ଙ୍କୁ ପସନ୍ଦ ଆସିଥିବ। ଏହାକୁ ନିଜ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ ଏବଂ ଗୋଟିଏ ଲାଇକ କରିବାକୁ ଅନୁରୋଧ।

Leave a Reply

Your email address will not be published. Required fields are marked *