ଆଧାର କାର୍ଡ ରେ ଠିକଣା ବଦଳାଇବା ହେଲା ସହଜ।୨୦,୦୦୦ CSCS ଙ୍କୁ ମିଳିଲା ଅନୁମତି।

ନୂଆଦିଲ୍ଲୀ ପିଟିଆଇ-ଆଧାର କାର୍ଡ ରେ କୌଣସି ପରିବର୍ତ୍ତନ ବା ଦୋଷ ତ୍ରୁଟି ସୁଧାରିବା ଏବେ ଆହୁରି ସହଜ ହୋଇଯିବ। କାରଣ ଭାରତୀୟ ବିଶିଷ୍ଟ ପ୍ରାଧିକାରଣ (UIDIA) ରେ ବ୍ୟାଙ୍କିଙ୍ଗ କାମ କରୁଥିବା ୨୦,୦୦୦ ସର୍ବିସ ସେଣ୍ଟର CSCS ଙ୍କୁ ଲୋକଙ୍କ ଆଧାର ପରିବର୍ତ୍ତନ ପାଇଁ ଅନୁମତି ଦେଇଦେଇଛି।

UIDIA ଏହି ମାନଙ୍କୁ ୨୪ ଏପ୍ରିଲ କୁ କାମ ପାଇଁ ଅନୁମତି ଦେଇଦେଇଛି। UIDIA ନେ CSC e-Governance Services ର ସିଇଓ ଦିନେସ ତ୍ୟାଗୀ ଙ୍କୁ ଲେଖା ରେ କହିଛି,କେବଳ ଡେମୋଗ୍ରାଫିକ ପରିବର୍ତ୍ତନ ପାଇଁ ସୁବିଧା ଦିଆଯାଇଛି।ଅପରେଟର ଓ ଲୋକଙ୍କ ଆଙ୍ଗୁଳି ଛାପ (ଫିଙ୍ଗର ପ୍ରିଣ୍ଟ) ଓ ଆଖି ମାଧ୍ୟମରେ କରାଯିବ।

UIDIA କହିଛି ଏହାପାଇ ଜରୁରି ସିଷ୍ଟମ ଜୁନ ୨୦୨୦ ର ଶେଷ ମଧ୍ୟରେ ତିଆରି ହୋଇଯିବ।

କେନ୍ଦ୍ରୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ପ୍ରଯୋଜକ ରାଜ୍ୟ ମନ୍ତ୍ରୀ ସଞ୍ଜୟ ଧୋତ୍ରେ CSC କୁ UIDIA ତରଫରୁ ଦିଆଯାଇଛି।ପ୍ରସାଦ କହିଛନ୍ତି ସେ ଚାହୁଁଛନ୍ତି CSC ସହିତ ଯୋଡି ହୋଇଥିବା ଗ୍ରାମୀଣ ସ୍ତର ଅଧିକାରୀ (VLEs) ଆଧାର ର କାମ ସହଯୋଗ ସହିତ ଏବଂ UIDIA ରୁ ମିଳିଥିବା ନିର୍ଦେଶ ଅନୁସାରେ କରନ୍ତୁ।ରବି ଶଙ୍କର ପ୍ରସାଦ କହିଛନ୍ତି ମୁଁ ଏହି କଥା କୁ ନେଇ ଆଶ୍ୱସ୍ତ କି ଏହା ର ସୁବିଧା ଗ୍ରାମୀଣ ଇଲାକା ରେ ରହୁଥିବା ଅଧିକ ଲୋକ ଙ୍କୁ ପାଖରେ ଆଧାର ର ସୁବିଧା ମିଳି ପାରିବ।

ତ୍ୟାଗୀ ଏହି ସନ୍ଦେଶ ରେ କହିଛନ୍ତି କି CSCS ଲୋକଙ୍କ ଆଧାର କାର୍ଡ ରେ ଠିକଣା ବଦଳାଇପାରିବେ ଏବଂ ଛୋଟ ଛୁଆ ଙ୍କ ବାୟୋମାଟ୍ରିକ ଦେଇପାରିବେ।UIDIA ଜିଲ୍ଲା ସ୍ତର ର CSC Governance Services କାଯ୍ୟାଳୟ କୁ ଆଧାର ସଂଶୋଧନ ପାଇଁ ପ୍ରଥମରୁ ଅଧିକୃତ କରିଛି।

ତା ପୂର୍ବରୁ CSC Governance Services Limited ତରଫରୁ ସବୁ ସେବା କେନ୍ଦ୍ର କୁ ଆଧାର ସେବା ଉପଲବ୍ଧ ରଖିବାକୁ ଅନୁମତି ଦେଇଦେଇଥିଲେ କିନ୍ତୁ ସୁପ୍ରିମକୋର୍ଟର ଏକ ଆଦେଶ ପରେ ,୨୦୧୮ ରେ ଏହି ସୁବିଧା କୁ ଅଟକାଇ ଦିଆ ଯାଇଥିଲା।

ବନ୍ଧୁଗଣ ଆର୍ଟିକିଲ ଭଲ ଲାଗିଥିଲେ ନିଶ୍ଚିତ ଭାବରେ ଗୋଟିଏ ଲାଇକ କରନ୍ତୁ ଆଉ ସେୟାର କରୀକି ଅନ୍ୟକୁ ପଢ଼ିବାର ସୁଯୋଗ ଦିଅନ୍ତୁ,ଧନ୍ୟବାଦ

Leave a Reply

Your email address will not be published. Required fields are marked *