ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ୬ଟି ରାଶି ରହିଛି ଯିଏ କି କୋଟିପତି ହେବା ରାସ୍ତାରେ ଚାଲୁଛନ୍ତି | ଆସନ୍ତା ମଇ ମାସରେ ଗ୍ରହ ମାନଙ୍କର ଗୋଚର ସ୍ତିତି କିଛି ଏଭଳି ଭାବରେ ବନିବ ଯାହାଦ୍ୱାରା ଏହି ରାଶି ଗୁଡିକ ମାଳା ମାଲ ହେବାକୁ ଯାଉଛନ୍ତି | ଏହି ରାଶି ଗୁଡିକ ଉପରେ ଲକ୍ଷ୍ମୀ ମାତାଙ୍କ କୃପା ବନୁଅଛି | ଲକ୍ଷ୍ମୀ ମାତାଙ୍କ କୃପାରୁ ସଠିକ ସମୟରେ ଆପଙ୍କ ବହୁତ ବଡ ଧାନ ଲାଭ ହେବ |
ଆପଣଙ୍କ ଉପରୁ ସବୁ କରଜ ଭାର ଖସିଯିବ | ଆପଣଙ୍କର ସବୁ ଦୁଃଖ କଷ୍ଟ ସମାପ୍ତ ହୋଇଯିବ, ମାତା ଲକ୍ଷ୍ମୀଙ୍କ କୃପାରୁ ବହୁତ ଜଲ୍ଦି ବିବାହ ଯୋଗ ମଧ୍ୟ ଖୋଲିଯିବ | ବ୍ୟାପାର ବାଣିଜ କରୁଥିଲେ ଖୁବ ଜୋର ଶୋରେ ଚାଲିବାକୁ ଲାଗିବ | ଆପଣଙ୍କ ପସନ୍ଦ ମୁତାବିକ ଚାକିରୀ କରିବାର ସୁଯଗ ସୃଷ୍ଟି ହେବ | ଆକର୍ଷଣ କ୍ଷମତା ଆପଣଙ୍କ ଭିତରେ ଏବେ ବୃଦ୍ଧି ପାଇବ | ଆଗରୁ ଆପଣ କରି ଆସୁଥିବା ସବି ଚେଷ୍ଟା ଏବେ ସଫଳ ହେବ | ଯଦି କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଗୁରୁଜନଙ୍କ ଆଶ୍ରିବାଦ ନିଶ୍ଚିନ୍ତ ନିଅନ୍ତୁ |

ଆପଣଙ୍କୁ କେଉଁ ଏକ ଅଜଣା ମାଧ୍ୟମରୁ ବହୁ ବାର ଧନ ଲାଭ ହେବ | ଆପଣାକୁ ବଡ ଖୁସି ଖବର ପ୍ରାପ୍ତ ହେବ, ଏଥି ସହିତ ନୂଆ ନୂଆ ସାଙ୍ଗ ସାଥି କାର୍ଯ୍ୟ କ୍ଷେତ୍ର ମାନଙ୍କରେ ବନିବେ | ବନ୍ଧୁଗଣ ତେବେ ଆସନ୍ତୁ ଜାଣିବା ସେହି ସବୁ ରାଶି ଗୁଡିକ କଣ ଅଟେ |
ତୁଳା ରାଶି:
ଆପଣଙ୍କୁ ଆପଣଙ୍କ ଜୀବନରେ ସଫଳତା ମିଳିବାର ଅପାର ସମ୍ଭାବନା ଦେଖା ଦେବ | ଘରକୁ ସୁଖ ସମୃଦ୍ଧି ଓ ଧନ ର ଆଗମନ ହେବ | ଏହି ବର୍ଷ ଆପଣ କିଛି ନୂଆକରି ଦେଖାଇ ପାରନ୍ତି | ବେରୋଜଗାର ଯୁବ ପିଢ଼ିକୁ ଭଲ ଚାକିରୀ ପ୍ରାପ୍ତ ହେବାର ସମ୍ଭାବନା ନଜର ଆସୁଛି | ନୂତନ କାର୍ଯ୍ୟରେ ଆସୁଥିବା ବାଧା ବିଘ୍ନ ଏବେ ଦୂର ହେବ | ଆଗରୁ କାହାକୁ ଦେଇଥିବା ଧନ ଏବେ ଫେରିପାଇବାର ସମ୍ଭାବନା ରହିଛି | ଘର ପରିବାରରେ ସୁଖର ବାତାବରଣନ ଲାଗି ରହିବ | ପ୍ରେମୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ପାରେ | ବିଭିର୍ନ ଦିଗରୁ ଧନ କମେଇବାର ଏବେ ନୂତନ ସୁଯଗ ପ୍ରାପ୍ତି ହେବ |
ମକର ରାଶି:
ବନ୍ଧୁଗଣ ଏଠାରେ କହି ରଖୁଛୁ ଯେ ଆର୍ଥିକ କ୍ଷେତ୍ରରେ ଆପଣ ବହୁତ ଉର୍ନତି କରିବେ | ଆଗାମୀ ସମୟ ଆପଣଙ୍କ ପାଇଁ ଅଭୁତ ଶୁଭ ରହିବ | ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଧାନ ଲାଭ ହେବାର ପୁରା ସମ୍ଭାବନା ରହିଅଛି | ଯଦି କେଉଁଠାକୁ ଯାତ୍ରା କରୁଛନ୍ତି ଏହି ସମୟରେ ତେବେ ଏହି ଯାତ୍ରା ଲାଭ ଦାୟକ ରହିବ | ଆପଣଙ୍କ ଜୀବନରେ କୄଖୁସି ଆସିବାକୁ ଯାଉଛି | ଏବେ ଆପଣଙ୍କ ଜୀବନରେ ସବୁ ପ୍ରକାର ର ଦୁଃଖ କଷ୍ଠର ଅଂଟା ଘଟିବ | ଚାକିରୀ କରିଥିବା ଲୋକ ମାନକ ପାଇଁ ଆଗାମୀ ମଇ ମାସ ସବୁଠାରୁ ଅଧିକ ଲାଭଦାୟକ ରହିବ |
ବୃଷ ରାଶି:
ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ବନିବ | ଆପଣମାନଙ୍କୁ ଆର୍ଥିକ ସଙ୍କଟରୁ ଏଥର ମୁକ୍ତି ମିଳିନ | ଆପଣଙ୍କୁ ନିଶ୍ଚିନ୍ତ ଭାବରେ ସଫଳତା ମିଳିବ | ଦିନ ରାତି ପରିଶ୍ରମ କରି ଉର୍ନତି କରବା ସମେତ ଏକ ନୂଆ ପରିଚୟ ସୃଷ୍ଟି ତିଆରି କରିବାକୁ ସଫଳ ହେବେ | ବହୁତ ଭଲ ଜ୍ୱାର୍ଯ୍ୟରେ ନିର୍ଣ୍ଣୟ ନେବାରେ ନେଉ ପାରେ | ଆଗାମୀ ଦିନରେ ଆପଣଙ୍କ ଭାଗ୍ୟ ହଗିଡା ପରି ଦୁଆରେ ରାଉଡ଼ିବ | ଆଗାମୀ ମାସଟି ଖୁସି ପୂର୍ବ ରାଗିବ | ଆସନ୍ତା ମାସରେ ଆପଣଙ୍କ ଭାଗ୍ୟ ଘୋଡା ଠାରୁ ଅଧିକ ଗତିରେ ଦୌଡିବ ଏବଂ ଆଗାମୀ ମାସଟି ଆପଣଙ୍କର ଖୁସି ପୁର୍ଣ ରହିଁ | ଅଚାନକ ଧାନ ପ୍ରାପ୍ତି ହେବାର ଯୋଗ ରହିଅଛି |
ମେଷ ରାଶି:
ବନ୍ଧୁଗଣ ଏଠାରେ କହି ରଖୁଛୁ କି ଶୁଖଃରେ ସମ୍ଵରୁଧି ଧାନର ଆଗମନ ହେବ | ଯେଉଁଠି ପାଇଁ ସାମାଜିକ ପ୍ରତିଷ୍ଠାରେ ଆପଣ ମାଆଙ୍କର ଭାଗ୍ୟ ଖୋଲାଯିବ | ବେପାର କ୍ଷେତ୍ରରେ ଲାଭ ହେବାର ପୁରା ସମ୍ଭାବନା ଦେଖା ଯାଉଛି | ସିଫାହାକିରି କରୁଥିଲେ ଉର୍ନତି ହେବାର ବଡ ଆଶା ରହିଅଛି |
କନ୍ୟା ରାଶି:
ମାତା ଲକକ୍ଷ୍ମୀଙ୍କ ଦୟା ଦୃଷ୍ଟିରୁ ମାତା ଲକକ୍ଷ୍ମୀଙ୍କର କୃପାରୁ ଆପାଣାଙ୍କ ଜୀବନରେ ସବୁ ଖିସି ଲାଗି ରାହବ | ଆପଣ କଠିରୁ କଠିନରୁ କଠିନ କାର୍ଯ୍ୟକୁ ବି ଅତି ସହଜରେ ତୁଲାଇ ପାରିବେ |ପରିଶ୍ରମ ଏବଂ ଶ୍ରମିକ କାର୍ଯ୍ୟ କରୁଥିବା ଲୋକ ମାନକୁ ଏହି ମଇ ମାସରେ ଲକ୍ଷ୍ମୀଙ୍କ ଦୟାରୁ ଅତ୍ୟଧିକ ଟଙ୍କା ପଇସା ପ୍ରାପ୍ତ ହେବ | ଯେଉଁ କାରଣରୁ ନୂଆ ନୂଆ ଜିନିଷ ମାନ କିଣିବାକୁ ଲାଗିବେ| ଆପଣଙ୍କ ପରି ବାରରେ ସୁଖ ଶାନ୍ତି ଲାଗି ରହିବ | କୌଣସି ମଙ୍ଗଳ କାର୍ଯ୍ୟର ହୋଇପାରରେ, ଆଗାମୀ ସମୟ ଆପଙ୍କ ପାଇଁ ବହୁତ ଅଧିକା ଭଲ ଦେଖାଯାଉଛନ୍ତି | ମାତା ଲକ୍ଷ୍ମୀଙ୍କ ନାମ kuନେଇ ଆରମ୍ଭ କରାଯାଇଥିବା ସବୁ କାର୍ଯ୍ୟ ଆପଣଙ୍କୁ ସଫଳତା ଆଣିଦେବ |
କୁମ୍ଭ ରହି:
ବ୍ୟାପାର କରୁଥିବା ଲୋକମାନଙ୍କୁ ନିଜର ବ୍ୟାପାର କ୍ଷେତ୍ରରେ ଅଧିକାରୀ ଅଧିକା ଧନ ଲାଭ ଦେଖିବାକ ଅଡ଼ିବ | ଆପଣଙ୍କ ସଫଳତା ଦେଖି ଆପଣଙ୍କ ଶତ୍ରୁମାନେ ବ୍ୟସ୍ଥା ହୋଇ ପଡିବେ | ଆପଣଂକର ଅନିଷ୍ଠ କରିବାକୁ ଲାଗି ପଡିବେ ଲୋକ | ଏହି କାର୍ଯ୍ୟ ରେ ଶତ୍ରୁମାନେ କେବେ ବି ସଫଳ ହୋଇପାରିବେ ନାହିଁ | ବିଦ୍ୟାର୍ଥୀ ମାନକୁ କୌଣସି ଜାଗାରେ ଏକ ସଂମ୍ମାନ ମିଳେ ଏହା ସହିତ ପରୀକ୍ଷାରେ ସଫଳତାର ଯୋଗ ମଧ୍ୟ ବନୁ ଅଛି | ନିଜା ସାଥିଙ୍କର ସଜାହୋଗ ସବୁଠାରୁ ଅଧିକ ମିଳିବ |
ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ସର୍ବଦା ଆପଙ୍କ ଉପରେ ଏମିତି ଲାଗି ରହୁ, ମାତା ଲକ୍ଷ୍ମୀଙ୍କ ଆସରିବାଦ ପାଇଁ ଗୋଟେ ଲାଇକ ଓ କମେଣ୍ଟ ଶେୟାର ଆକରିବାକୁ ଭୁଲନ୍ତୁ ନାହିଁ |
ଅଧିକ ଖବର ପଢନ୍ତୁ
ସରକାରୀ କର୍ମଚାରିଙ୍କ DA କାଟିବାକୁ ବିରୋଧ ଆରମ୍ଭ, ସୁପ୍ରିମ କୋର୍ଟ ରେ ଆବେଦନ…
ସିରିଏଲ ‘ରାମାୟଣ’ ର ରାମ ଅରୁଣ ଗୋଭିଲ ଙ୍କର ଦୁଃଖ,କହିଲେ ମତେ କେବେ କେଉଁ ସରକାର ସମ୍ମାନିତ କରିନାହାନ୍ତି।