ବାଛନ୍ତୁ ଆପଣଙ୍କ ଜନ୍ମ ମାସ ଓ ଜାଣନ୍ତୁ କେତେ ଧୋକାବାଜ ଆପଣ…

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ବର୍ଷର ୧୨ ମାସର କିଛି ନା କିଛି ଅଲଗା ମହତ୍ୱ ରହି ଅଛି | ବ୍ୟକ୍ତିର ବ୍ୟକ୍ତିତ୍ୱରେ ତାର ଜନ୍ମ ମାସ ହିସାବରେ ଗୁଣ ମଧ୍ୟ ଆସିଯାଇଥାଏ | ଜନ୍ମ ତାରିଖ ଯେତିକି ମହତ୍ୱପୁର୍ଣ ଅଟେ ସେତିକି ହିଁ ଜନ୍ମ ମାସ ର ଗୁରୁତ୍ୱ ରହିଛି | ଜ୍ୟୋତିଷ ହିଁ ଜନ୍ମ ମାସକୁ ଆଧାର କରି ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ କୁ ଜାଣି ପାରେ | ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଆପଣଙ୍କ ଜନ୍ମ ମାସ ହିସାବରେ ଆପଣ କେତେ ଧୋକାବାଜ ଅଟନ୍ତି |

ଜାନୁଆରୀ:

google

ଆପଣ ବହୁତ ଅଧିକ ପ୍ରଭାବ ସାଳି ବ୍ୟକ୍ତିତ୍ୱ ଅଟନ୍ତି | ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିବାର କ୍ଷମତା ରହିଛି ଆପଣଙ୍କ ପାଖରେ | ଯଦି ଆପଣ ଜାନୁଆରୀରେ ଜନ୍ମ ହୋଇଛନ୍ତି ତେବେ, ଯେବେ ଆପଣ ନିଜ ପ୍ରେମକୁ ପ୍ରକାଶ କରିବାର ଓ ସମ୍ପର୍କ ନିର୍ବାହ କରିବାର ସମୟ ଆସିଥାଏ ସେତେବେଳେ ଆପଣ ବହୁତ ରୋମାଣ୍ଟିକ ହୋଇଯାଇଥାନ୍ତି | ଆପଣ ଆପଣଙ୍କ ସାଥୀଙ୍କ ମୁଁହରେ ଟିକିଏ ହସ ଦେଖିବାକୁ ଆପଣ ନିଜର ସବୁ କିଛି ଦେଇପାରନ୍ତି | ପ୍ରେମ ଯତେଇବାକୁ କୌଣସି ବି ମଉକା ହାତ ଛଡା କରନ୍ତି ନାହିଁ | ଆପଣଙ୍କ ପ୍ରେମ ଜୀବନ ଅତି ସୁନ୍ଦର ରହିଥାଏ |

ଫ୍ରେବୃଆରି:

February College Checklist for High School Seniors | Fastweb

ଯଦି ଆପଣଙ୍କ ଜନ୍ମ ଫ୍ରେବୃଆରି ରେ ହୋଇଛି, ତେବେ ଆପଣ ସମ୍ପର୍କକୁ ବହୁତ ପ୍ରାଧାନ୍ୟ ଦେଲା ଭଳି ବ୍ୟକ୍ତି ଅଟନ୍ତି | ଆପଣ ପ୍ରେମ ପ୍ରତି ସମ୍ପୂର୍ଣ ଭାବରେ ସମର୍ପିତ ଅଟନ୍ତି | ଆପଣଙ୍କୁ ଏକ ଆଦର୍ଶ ଜୀବନ ସାଥୀର ଖୋଜ ରହିଥାଏ | ଆପଣ ଆପଣଙ୍କ ପ୍ରେମ ପ୍ରତି ଯତ୍ନଶୀଳ ଅଟନ୍ତି | ଆପଣଙ୍କ ଏହି କ୍ୟାରିଙ୍ଗ ସ୍ଵଭାଵ ଅନ୍ୟମାନଙ୍କୁ ଆପଙ୍କ ପାଖକୁ ନେଇ ଆସେ | ଆପଣ ଆପଣଙ୍କ ସାଥୀଙ୍କ ପ୍ରତି ସବୁଦିନ ସଚୋଟ ରହିବେ |

ମାର୍ଚ୍ଚ:

March Activities & Events at Plantation Bay | PB

ଆପଣ ସବୁବେଳେ ପ୍ରେମ ଭରା ଜୀବନ ବଂଚିବାକୁ ଚାହାନ୍ତି | ଆପଣଙ୍କ ପାଖରେ ଏମିତି ହୃଦୟ ଅଛି ଯାହା ଆପଣଙ୍କ ସାଥିଙ୍କ ଭିତରେ ଅଲଗା ଅଲଗା ଗୁଣ ଦେଖିଥାଏ | ଏଥି ପାଇଁ କେବେ କେବେ ଆପଣଙ୍କ ଜୀବନରେ ପ୍ରେମରେ ଅସୁବିଧା ଆସିଯାଏ | ତଥାପି ଆପଣ ଆପଣଙ୍କ ସାଥୀଙ୍କ ପାଇଁ ବହୁତ କିଛି କରିବାକୁ ଚାହାନ୍ତି ଓ ଆପଣ ଆପଣଙ୍କ ପାର୍ଟନଏର ଙ୍କୁ ସର୍ବଦା ଖୁସି ରଖିବେ |

ଏପ୍ରିଲ:

ଏପ୍ରିଲ ମାସରେ ଜନ୍ମିତ ଲୋକ ଅଧିକ ମଜାଳିଆ ହୋଇଥାନ୍ତି ଓ ଆପଣଙ୍କ ହୃଦୟ ସଚ୍ଚାଓ ନିର୍ମଳ ହୋଇଥାଏ ଯାହା ପାର୍ଟନର ସହିତ ସବୁ ପରିସ୍ଥିରେ ସାଥ ରହିଥାନ୍ତି | ଆପଣ ଆପଣଙ୍କ ସାଥୀଙ୍କୁ କେବେ ଧୋକା ଦେବେ ନାହିଁ ଓ ସବୁ ବେଳେ ତାଙ୍କ ସାଥିରେ ରହିବେ | ଆପଣଙ୍କ ଏହି ଗୁଣକୁ ଆପଣଙ୍କ ପାର୍ଟନର ବି ତାରିଫ କରିଥାନ୍ତି |

ମଇ:

Top 10 facts about May | Express.co.uk

ଯଦି ଆପଣ ମଇ ମାସରେ ଜଣ ଗ୍ରହଣ କରିଛନ୍ତି ତେବେ ଆପଣଙ୍କ ପାକରେ ଏମିତି ହୃଦୟ ଅଛି ଯାହା ବହୁତ ଶୀଘ୍ର ପ୍ରେମରେ ପଡିଯାନ୍ତି | ଆପଣ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିପାରନ୍ତି ନାହିଁ କିନ୍ତୁ ଯେବେ ଆପଣଙ୍କୁ ସଚୋଟ ପ୍ରେମର ଆଭାସ ହେବ ତା ଆପଣ ଆପଣଙ୍କ ସାଥୀଙ୍କୁ ସଚ୍ଚା ହୃଦୟରୁ ପ୍ରେମ କରିବେ | ଆପଣଙ୍କ ପାଇଁ ବିବାହ ବହୁତ ଜରୁରୀ ଅଟେ |

ଜୁନ:

ଯଦି ଆପଣଙ୍କ ଜନ୍ମ ଜୁନ ମାସରେ ହୋଇଥାଏ, ଆପଣ ଆପଣଙ୍କ ପାର୍ଟନରଙ୍କ ବହୁତ ଧ୍ୟାନ ରଖିବେ | ଆପଣ ଏମିତି ଏକ ଦୁନିଆ ବଣେଇବାଲି ଚାହାନ୍ତି ଯେଉଁଠି ଆପଣ ଓ ଆପଣଙ୍କ ସାଥି ସବୁଦିନ ପାଇଁ ଖୁସିରେ ରହିବେ |ଆପଣଙ୍କ ଜୀବନରେ ଭଲ ପାଇବାକୁ ବହୁତ ପ୍ରାଧାନ୍ୟ ଦିଅନ୍ତି ଓ ଅତୀତକୁ ଭୁଲି ଆଗକୁ ବଢିବା ଲୋକ ମାନଙ୍କ ଭୂତରୁ ଆପଣ ଜଣେ |

ଜୁଲାଇ:

ଆପଣଙ୍କ ପାଖରେ ଏମିତିକା ହୃଦୟ ଅଛି କି ଯାହାଙ୍କ ସହିତ ପ୍ରେମରେ ପଡନ୍ତି, ନ କେବଳ ଭାବୁକ ଥାନ୍ତି ବରଂ ବାସ୍ତବିକ ଥାଆନ୍ତି | ଆପଣ ପ୍ରେମ ଯତେଇବା ବହୁତ ଭଲ ଭାବରେ ଜାଣିଛନ୍ତି, ଯେତେବେଳେ ଆପଣ ଆପଣଙ୍କ ସାଥୀଙ୍କ ସହିତ ରହିଥାନ୍ତି ବହୁତ ଖୁସି ଏବଂ ସନ୍ତୁଷ୍ଠ ରୁହନ୍ତି | ଆପଣଙ୍କ ପାଇଁ ବିବାହ ଏବଂ ଲଭ ଲାଇଫ ବହୁତ ଖାସ ହୋଇଥାଏ | ଆପଣ ଆପଣଙ୍କ ସାଥୀଙ୍କ ସହ ପୁରା ସଚୋଟ ରହିବେ |

ଅଗଷ୍ଟ:

ଆପଣଙ୍କ ପାଖରେ ଏମିତିକା ହୃଦୟ ଅଛି ଯାହା ଅନ୍ୟ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବାର ଶକ୍ତି ରହିଅଛି | ଆପଣ ପ୍ରେମ କ୍ଷେତ୍ରରେ ନିଜର ଭାବନାକୁ ପ୍ରକାଶ କରିବାରେ ପଛୁଆ ରୁହନ୍ତି ନାହିଁ | ଏହି ନିଆରା ଅନ୍ଦାଜ କାରଣରୁ ଆପଣ ଆପଣଙ୍କ ସାଥୀଙ୍କୁ ଆହୁରି ପାଖକୁ ନେଇଆସନ୍ତି | ଆପଣଙ୍କ ପ୍ରେମର ଆୟୁଷ ବହୁତ ଅଧିକ ହେବ, ଯାହାଙ୍କୁ ଆପଣ ପ୍ରେମ କରନ୍ତି ତାଙ୍କୁ କେବେ ଛାଡ଼ିବେ ନାହିଁ ଆପଣ |

ସେପ୍ଟେମ୍ବର:

ଆପଣଙ୍କ ପାଖରେ ଏକ ଏମିତିକା ହୃଦୟ ଅଛି ଯାହା ବହୁତ ଵାସ୍ତଵିକ | ସାଥୀଙ୍କ ଯତ୍ନ ଆପଣ ଖୁବ ଅଧିକା କରନ୍ତି, କେବେ କେବେ ଆପଣ ସାଥୀଙ୍କ ଠାରୁ ବହୁତ ଆସ ରଖିଥାନ୍ତି ଓ ଶୀଘ୍ର ଆପଣଙ୍କ ଭଲ ପାଇବାକୁ ପରିପ୍ରକାଶ କରିପାରନ୍ତି ନାହିଁ | କିନ୍ତୁ ଆପଣ ଆପଣଙ୍କ ସାଥୀଙ୍କୁ ଖୁସି ରଖିବାକୁ କୌଣସି ବି ସୁଯୋଗ ହାତ ଛଡା କରନ୍ତି ନାହିଁ |

ଅକ୍ଟୋବର:

ଆପଣଙ୍କ ପାଖରେ ଏମିତିକା ହୃଦୟ ଅଛି ଯାହା ଆପଣଙ୍କ ଫିଲିଙ୍ଗନସ କୁ ପ୍ରକାଶ କରିବାରେ ସାହାଯ୍ୟ କରେ | ଅନ୍ୟପକ୍ଷେ ଆପଣଙ୍କ ସାଥୀଙ୍କୁ ବି ଆପଣଙ୍କ ଠାରୁ ଆଶା ଓ ଆକାଂକ୍ଷା ରହିଥାଏ | ଆପଣ ବହୁତ ଦୃଢ଼ ଓ ପ୍ରଭାବ ସାଳି ବ୍ୟକ୍ତି ଅଟନ୍ତି ଏଥି ପାଇଁ ଅନ୍ୟମାନଙ୍କୁ ଆପଣଙ୍କ ପାଖକୁ ଟାଣି ଆଣନ୍ତି | ଆପଣ କୌଣସି ପ୍ରକାର ସମ୍ପର୍କ ଭିତରେ ଜଲ୍ଦି ପଡନ୍ତି ନାହିଁ | ଆପଣ ଆପଣଙ୍କ କିଛି ଖାସ ଗୁଣ ପାଇଁ ଆପଣ ଆପଣଙ୍କ ସାଥୀଙ୍କ ହୃଦୟ ଜିତିପାରିବେ |

ନଭେମ୍ବର:

ଆପଣଙ୍କ ପାଖରେ ଏମିତିକା ହୃଦୟ ଯାହା ଅଧିକାଂଶ ସମୟ ଶାନ୍ତି ରେ ରହିବାକୁ ପସନ୍ଦ କରିଥାନ୍ତି | ଏହି ମାସରେ ଜନ୍ମ ହୋଇଥିବା ଲୋକ ହୃଦୟରୁ ବହୁତ କୋମଳ ହୋଇଥାନ୍ତି | ଏଥି ପାଇଁ ଶୀଘ୍ର ରିଲେସନ ରେ ପାଡନ୍ତି ନାହିଁ, କିନ୍ତୁ ଯଦି ଆପଣାକୁ ଏକ ଆଦର୍ଶ ସାଥି ମିଳିଯାଏ ତାଙ୍କ ପାଇଁ ଆପଣ କିଛି ବି କରିପାରିବେ | କିନ୍ତୁ ସେ ପର୍ଯ୍ୟନ୍ତ ଆପଣ ଏହି ସମ୍ପର୍କ ଠାରୁ ଦୁରେଇ ରହିବେ | ଆପଣ ଟିକେ ଇର୍ଷା ସ୍ୱଭାବର ଅଟନ୍ତି |

ଡିସେମ୍ବର:

ଆପଣଙ୍କ ପାଖରେ ବହୁତ ସୁନ୍ଦର ହୃଦୟ ରହିଛି, ଯେଉଁ କାରଣରୁ ଆପଣ କାହାକୁ ବି ଆପଣଙ୍କ ପାଖକୁ ଆକର୍ଷିତ କରିପାଆନ୍ତି | ଆପଣ ଆପଣଙ୍କ ଭଲପାଇବାରେ ନ ଅଧିକ ସଚୋଟ ହୋଇଥାନ୍ତି ବରଂ ଆପଣ ବହୁତ ଭଲ ଲଭ ପାର୍ଟନର ସାବ୍ୟସ୍ଥ ହୋଇଥାନ୍ତି | ଆପଣଙ୍କ ଲଭ ଲାଇଫ ବହୁତ ସୁନ୍ଦର ହେବ, ଜୀବନରେ ଆସୁଥିବା ଲୋକ ଭାଗ୍ୟଶାଳି ହିଁ ହେବ |

ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ଆର୍ଟିକଲ ଭଲ ଲାଗିଥାଏ ଗୋଟେ ଲାଇକ କରିଦିଅନ୍ତୁ ଏବଂ ଆପଣଙ୍କ ଜନ୍ମ ମାସ କଣ ଅଟେ କମେନ୍ଟ ରେ ନିହାତି କୁହନ୍ତୁ, ସାଙ୍ଗ ସାଥୀଙ୍କ ସହିତ ଶେୟାର କରିବାକୁ ଅନୁରୋଧ |

Leave a Reply

Your email address will not be published. Required fields are marked *