କରୋନା ଭଇରସ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଦୁନିଆ ସାରା ହାତ ପତାଉଛନ୍ତି। ଏବେ ନିରାଶ ହୋଇ କହିଲେ କେହି ଗୋଟେ ଡ଼ଲାର ବି ଦେଲେନି।

ପାକିସ୍ତାନ କରୋନା ମୁକାବିଲା ପାଇଁ ସବୁ ଦେଶରୁ ଆର୍ଥିକ ସହାୟତା ପାଇଁ ଆବେଦନ କରିଛନ୍ତି।ଆଉ ଏବେ ନିଜେ ପ୍ରଧାନମନ୍ତ୍ରୀ ଇମରାନ ଖାନ କହିଛନ୍ତି ଏ ପର୍ଯ୍ୟନ୍ତ ଗୋଟେ ଦେଶ ବି କେହି ଗୋଟେ ଡଲାର ପଇସା ଦେଲେନି।

ଇସଲାମବାଦ

କଣ ଆତଙ୍କବାଦୀ ଙ୍କୁ ସରଣ ଦେବା ପାଇଁ ବଦନାମ ପାକିସ୍ତାନ କୁ କେହି ସହାୟତା ଦେବାକୁ ଚାହୁଁନାହାନ୍ତି।ପ୍ରଧାନମନ୍ତ୍ରୀ ଇମରାନ ଙ୍କ ଦାବି ତ ଏହା କହୁଛି।ସେ କହିଛନ୍ତି ଏ ସମୟରେ କୌଣସି ଦେଶ ନା କୌଣସି ସଂଗଠନ ଏ ପର୍ଯ୍ୟନ୍ତ ଗୋଟେ ଡ଼ଲାର ବି ଦେଇନାହାଁନ୍ତି। ପାକିସ୍ତାନ ର ନଜର ସେହି ପଇସା ଵାଲା ଦେଶ ମାନଙ୍କ ଉପରେ ଅଛି ଯେଉଁଠି କରୋନା ମହାମାରୀ ର ମାଡ଼ ବାଜିଛି।ପଡୋଶି ଦେଶ ପ୍ରଥମରୁ ହିଁ ଆଇଏମଏଫ ଆଉ ବିଶ୍ୱ ବ୍ୟାଙ୍କ ରୁ ଋଣ ନେଇ ନିଜ ଅର୍ଥ ବ୍ୟବସ୍ତା ଚଳାଉଥିଲା ଓ ଏବେ ଏହି ମହାମାରୀ ତା ଅଣ୍ଟା ଭାଙ୍ଗି ଦେଇଛି।

କେହି ଏକ ଟଙ୍କା ଦେବାକୁ ବି ପ୍ରସ୍ତୁତ ନାହାନ୍ତି।

7 Real Ways to Make Money from Home | FlexJobs

ଆସୁଥିବା ସମୟରେ ଅସୁବିଧା ରୁ ବାହାରିବାର କୌଣସି ରାସ୍ତା ଦିଶୁନି। କାରଣ ଇମରାନ ପଇସା ମାଗୁଛନ୍ତି କିନ୍ତୁ କୌଣସି ଦେଶ ପଇସା ଦେବା କୁ ପ୍ରସ୍ତୁତ ନାହାନ୍ତି।ସେ କିଛି ଦିନ ପୂର୍ବରୁ ପୁରା ଦେଶ ସମୁଦାୟ କୁ ଅନୁରୋଧ କରିଥିଲେ କି କମଜୋରି ଦେଶ ମାନଙ୍କ ଋଣ ଛାଡ଼ କରିବାକୁ।ଡେଲି ଟାଇମ ରିପୋର୍ଟ ଅନୁସାରେ,ସୋସିଆଲ ମିଡିଆ ରେ ପ୍ରଭାବଶାଳୀ ଲୋକ ଓ ପତ୍ରକାର ଙ୍କ ସହ କଥା ହେଇ ଇମରାନ କହିଛନ୍ତି କି ଏହି ମହାମାରୀ ରେ ଅର୍ଥ ବ୍ୟବସ୍ଥା ପୁରା ଖରାପ ହୋଇଯାଇଛି। ଏହି ସମୟରେ କୌଣସି ଦେଶ କି କୋଉ ସଂଗଠନ ଗୋଟେ ଡ଼ଲାର ବି ଦେଇନାହାଁନ୍ତି।କିନ୍ତୁ ଏହା କହିଛନ୍ତି କି ଆଇଏମଏଫ ଲୋନ ପାଇଁ କିଛି ଆସ୍ୱସନ ଦେଇଛନ୍ତି ଓ ବିରୋଧୀ ଙ୍କ ଉପରେ ଲକ୍ଷ ରଖି କହିଛନ୍ତି ବିରୋଧୀ ସୋସିଆଲ ମିଡିଆ ରେ ମିଛ ପ୍ରଚାର କରୁଛନ୍ତି। ସେ କହିଛନ୍ତି ଯିଏ ଭ୍ରଷ୍ଟାଚାର ରେ ପଇସା କମେଇଛନ୍ତି ସେ ମିଡିଆ କୁ ଡ଼ରନ୍ତି।କାରଣ ତାଙ୍କ ସତ୍ୟ ଜଣାପଡିବ।ସେ ଏହା ବି କହିଛନ୍ତି କି ଯେତେ ମିଛ କହିଲେବି ସତ ର ପତା ହେଇଯିବ ।

ପ୍ରଥମେ ସାହାଯ୍ୟ ମିଳିବ କଥା ମିଛ ଥିଲା

ମାର୍ଚ୍ଚ ର ଆରମ୍ଭ ରେ ପାକିସ୍ତାନ ପାଇଁ ଖୁସି ଖବର ଆସିଥିଲା।ଯେବେ ବିଶ୍ୱ ବ୍ୟାଙ୍କ ଓ ଏସିଆ ବିକାଶ ବ୍ୟାଙ୍କ କରୋନା ମୁକାବିଲା ପାଇଁ ୫୮.୮ କୋଟି ଡ଼ଲାର ଦେବାକୁ ସହମତି ଦେଇଥିଲେ। କରୋନା ମାମଲା ବଢିବା ରୁ ହିଁ ଇମରାନ ଦୁଇ ବ୍ୟାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଦେଇଥିଲେ। ସରକାର ଦ୍ବାରା ବୟାନ ରୁ କୁହାଯାଇଥିଲା କି ବିଶ୍ୱ ବ୍ୟାଙ୍କ ୨୩.୮ ଓ ଏଡିବି ୩୫ କୋଟି ଡ଼ଲାର ଦେବା ର ଥିଲା। ଏହା ପାକିସ୍ତାନ ପାଇଁ ଭଲ ଖବର ଥିଲା। ଆସା ଥିଲା ବିଶ୍ୱ ବ୍ୟାଙ୍କ ୧୪ କୋଟି ଡ଼ଲାର ଦେବ, କିନ୍ତୁ ତା ଠାରୁ ଆଉ ୨୩ କୋଟି ଡ଼ଲାର ମଗାଯାଇଥିଲା।ସେହିପରି ଆମେରିକା ବି କହିଥିଲା ୧ କୋଟି ଡ଼ଲାର ର ସାହାଯ୍ୟ କରିବା ବୋଲି କିନ୍ତୁ ଇମରାନ ଙ୍କ କହିବା ଅନୁସାରେ ଏ ପର୍ଯ୍ୟନ୍ତ କିଛି ବି ପଇସା ମିଳିନାହିଁ।

ଅତି ନିଜର ସାଙ୍ଗ ଦେଶ ମାନେ ସାହାଯ୍ୟ ନା ରେ ଲଗାଇଛନ୍ତି ଚୂନ

ଇମରାନ ଙ୍କ କହିବା ଅନୁସାରେ ଅତି ନିଜ ବନ୍ଧୁ ଦେଶ ଚୀନ ବି ସାହାଯ୍ୟ କରିବ କହି ଚୂନ ଲଗାଇଛି। ଚୀନ ମାସ୍କ ଓ କିଟ ପଠେଇଥିଲା ଯେଉଁଥିରେ ଅସୁବିଧା ଥିଲା। ଚୀନ ବାକି ଦେଶ ଙ୍କୁ ତ ଠକିଲା ଓ ତା ସହିତ ନିଜ ବନ୍ଧୁ ଦେଶ ପାକିସ୍ତାନ କୁ ବି ଛାଡ଼ିଲାନି। ଚୀନ ସାହାଯ୍ୟ କରିବ କହି କରୋନା ସଂକ୍ରମଣ ସୀମା ଖୋଲିଥିଲା।ଚୀନ ଦେଇଥିବା ମାସ୍କ ଯେବେ ପାକିସ୍ତାନ ଡାକ୍ତର ଖୋଲିଦେଖିଲେ ତା ସେ ମାସ୍କ ଅଣ୍ଡରଓୟାର ରୁ ତିଆରି ହୋଇଥିଲା।

ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥାଏ ଗୋଟେ ଲାଇକ ଏବଂ ଶେୟାର କରିଦିଅନ୍ତୁ ଏବଂ ପାକିସ୍ତାନ ର ଏଅବସ୍ଥା ପାଇଁ କିଏ ଦାୟୀ କମେଣ୍ଟ ରେ ନିହାତି କୁହନ୍ତୁ |

ଅଧିକ ପଢନ୍ତୁ

ବାଛନ୍ତୁ ଆପଣଙ୍କ ଜନ୍ମ ମାସ ଓ ଜାଣନ୍ତୁ କେତେ ଧୋକାବାଜ ଆପଣ…

ମମତା ବାନାର୍ଜୀ କେନ୍ଦ୍ର ସରକାର ଙ୍କର ଯାଞ୍ଚ ଟିମ କୁ ବାନ୍ଧି ରଖିଦେଲେ। ତାପରେ ହିଲା ଏମିତି …

ସରକାରୀ କର୍ମଚାରିଙ୍କ DA କାଟିବାକୁ ବିରୋଧ ଆରମ୍ଭ, ସୁପ୍ରିମ କୋର୍ଟ ରେ ଆବେଦନ…

Leave a Reply

Your email address will not be published. Required fields are marked *