ଏବେ ଏବେ ହିଁ କେନ୍ଦ୍ର ସରକାର ଙ୍କର ଏକ ଟିମ ପଶ୍ଚିମ ବଙ୍ଗ ପଠାଯାଇଥିଲା ଯେପରି କି ସେଠାକାର ସ୍ଥିତି କିପରି ଅଛି ତାହା ଜଣା ଯାଇପାରିବ। ମାତ୍ର ଏବେ ସେଠାରର କେନ୍ଦ୍ର ସରକାର ଙ୍କର ଯାଞ୍ଚ ଟିମ ଆଇଏମସିଟି ସହ ବହୁତ ଖରାପ ବ୍ୟବହାର କରାଗଲା।
ଏହି ଟିମ ର ମୁଖ୍ୟ ସଚିବ ତଥା ଆଇଏଏସ ଅଧିକାରୀ ଅପୂର୍ବ ଚନ୍ଦ୍ରା ପଶ୍ଚିମ ବଙ୍ଗ ର ମୁଖ୍ୟ ଙ୍କୁ ପତ୍ର ଲେଖିଲେ ଆଉ ସେଥିରେ ଲେଖାଥିଲା କି କେନ୍ଦ୍ର ର ଟିମ କୁ ପଶ୍ଚିମ ବଙ୍ଗ ରେ ଭଲ ବ୍ୟବହାର କରାଗଲା ନାହିଁ। ତାଙ୍କୁ ଏସ୍କୋର୍ଟ ଯାଏ ଦିଆଗଲା ନାହିଁ ଆଉ ତାଙ୍କର ସମସ୍ତ ସୁରକ୍ଷା ବିଏସଏଫ ସମ୍ଭାଳିଲେ। ଆଉ ତାଙ୍କର ଏକ ଡିସିପି ବିଏସଏଫ ଙ୍କୁ କହିଲେ କି ତାଙ୍କ ଅନୁମତି ବିନା ଏମାନେ କୁଆଡେ ବି ଯାଇପାରିବେ ନାହିଁ ଆଉ କେବଳ ଏୟାରପୋର୍ଟ ହି ଯାଇପାରିବେ ନହେଲେ ଅନ୍ୟ ଯେଉଁ ଜାଗାକୁ ବି ଯିବେ ତାଙ୍କୁ ଅଟକାଇ ଦିଆଯିବ।
କେବଳ ଗୋଟେ ଦର୍ଜନ ଭେଣ୍ଟିଲେଟର ଥିଲା:

ଟିମ ଇଂଫରମେସନ ନେବା ପାଇଁ ଏମ ଆର ବାଙ୍ଗୁର ହସ୍ପିଟାଲ ଗଲା ତ ଦେଖାଗଲା କି ସେଠାରେ ୩୫୪ କରୋନା ରୋଗୀ ଥିଲେ ଆଉ ଭେଣ୍ଟିଲେଟର ମାତ୍ର ୧୨ ହି ଥିଲା। ସ୍ଥାନୀୟ ଅଧିକାରୀ ମାନଙ୍କୁ ପଚାରିବାରୁ ସେମାନେ କହିଲେ କି ଅସୁବିଧା ହେବ ତ ସେମାନଙ୍କୁ ଅନ୍ୟ ଆଡକୁ ଟ୍ରାନ୍ସଫର କରିଦିଆଜିବ। ଅପୂର୍ବ ଚନ୍ଦ୍ରା କହିଲେ କି ଏହି ରାଜ୍ୟ ର ପୋଲିସ କୁ କୁଆଡେ କୁଆଡେ ଯିବା କଥା ତାର ରୁଟ ଦେଇଦିଆଯାଇଛି ମାତ୍ର ସେମାନେ ଠିକ ଦାୟିତ୍ତ୍ୱ ତୁଲେଇ ପାରିଲେ ନାହିଁ।
ଚନ୍ଦ୍ର ଙ୍କ ଅନୁସାରେ ସେମାନେ ଆଇସିଏମଆର ର ରୂଲ ମାନୁନାହାନ୍ତି। ଏଠାକାର ଚିତ୍ତରଞ୍ଜନ ନ୍ୟାସନାଲ କ୍ୟାନ୍ସର ଇନଷ୍ଟିଚ୍ୟୁଟ ରେ ଟେଷ୍ଟ ହେବାର ପାଞ୍ଚ ଦିନ ପରେ ବି ରିପୋର୍ଟ ଆସୁନାହିଁ। ସେମାନଙ୍କ ଅନୁସାରେ ଏଠାରେ ପ୍ରତିଦିନ ୧.୨୫ ରୁ ଦେଢ଼ ଲକ୍ଷ ଯାଏ ଟେଷ୍ଟ ହଉଚି ମାତ୍ର କେନ୍ଦ୍ରୀୟ ଟିମ ଅନୁସାରେ ଏଠାରେ ପ୍ରତିଦିନ ୪୦୦ ରୁ ୫୦୦ ଟେଷ୍ଟ ହି ହଉଛି।

ରକ୍ଷା ମନ୍ତ୍ରଣାଳୟ ର ବରିଷ୍ଠ ଅଧିକାରୀ ଅପୂର୍ବ ଚନ୍ଦ୍ରା ଙ୍କୁ କେନ୍ଦ୍ରୀୟ ଟିମ ର ନେତୃତ୍ତ୍ୱ ଦିଆଯାଇଥିଲା ଆଉ ତାଙ୍କ ଅନୁସାରେ ଏହି ରାଜ୍ୟ ରେ କରୋନା ସଂକ୍ରମଣ କୁ ନେଇ ମମତା ସରକାର ଅଧିକ ସଚେତନ ନୁହଁ। କେନ୍ଦ୍ର ସରକାର ରାଜ୍ୟ ସରକାର ଙ୍କୁ ଏହା ବାବଦରେ ଦଶ ଟି ତଥ୍ୟ ମାଗିଥିଲା ଯାହା ଭିତରେ କି ଏହାର ଟେଷ୍ଟିଙ୍ଗ, କ୍ୱାରେଣ୍ଟାଇନ ସେଣ୍ଟର ଆଦି ସମ୍ପର୍କରେ ପ୍ରଶ୍ନ ଥିଲା। ମାତ୍ର ଏହାର ଉତ୍ତର ନିରାସାଜନକ ହି ଥିଲା। ଆଉ କେନ୍ଦ୍ରୀୟ ଟିମ କୁ ନିରାଶା ହି ମିଲିଲା।

କିଛି ଦିନ ଆଗରୁ ମୁମ୍ବାଇ କୁ ବି ଏପରି ଏକ ଟିମ ପଠାଯାଇଥିଲା ଆଉ ଏହି ଟିମ କହିଲା କି ମୁମ୍ବାଇ ରେ ଯଦି କରୋନା ନିୟନ୍ତ୍ରଣ ନ ହୁଏ ତ ଏଠାରେ କେସ ୬ ଲକ୍ଷ ଯାଏ ପହଂଚିପାରେ। ଆଉ ଏହି ରିପୋର୍ଟ ଅନୁସାରେ ମୁମ୍ବାଇ ସରକାର ଉଚିତ ପଦକ୍ଷେପ ନେଇଥିଲେ। ମାତ୍ର ପଶ୍ଚିମ ବଙ୍ଗ ରେ ଏହି ଟିମ କୁ ନିରାଶା ହି ମିଳିଲା।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ କାମେଣ୍ଟରେ ନିଶ୍ଚିନ୍ତ ଦେବେ ଓ ଲାଇକ କରିବେ ଏବଂ ଶେୟର କରିବାକୁ ଭୁଲିବେ ନାହିଁ