କଞ୍ଚା କଦଳୀ ଦେଖିବାକୁ ଯେତିକି ସୁନ୍ଦର ହୋଇଥାଏ ଆମ ଶରୀର ପାଇଁ ମଧ୍ୟ…

କଞ୍ଚାକଦଳୀ ଦେଖିବାକୁ ଯେତିକି ସୁନ୍ଦର ହୋଇଥାଏ ସେତିକି ଖାଇବାରେ ମଧ୍ୟ ସ୍ୱାଦିଷ୍ଠ ହୋଇଥାଏ | ଅଧିକାଂଶ ଲୋକ ଏହାର ବ୍ୟବହାର ତରକାରୀ ପାଇଁ କରିଥାନ୍ତି | କଦଳୀ କଞ୍ଚା ହେଉକି ପାଚିଲା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ | ଏଥିରେ ଥିବା ବହୁତ ସାରା ଭିଟାମିନ ମିନେରାଲସ ଫାଇବର, ରକ୍ତ ଚାପି ଓ ସୁଗାର ନିୟନ୍ତ୍ର କରିବା ସହିତ କୋଲେଷ୍ଟ୍ରୋଲ ଓ ଓଜନ କମେଇବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ |

କଦଳୀ ଆମ ରେଜିଷ୍ଟ୍ରରେନ୍ସି ପାୱର କୁ ବଢେଇଥାଏ , ଏହା ଶରୀରରୁ ବହୁତ ସାରା ତତ୍ୱ କୁ ଭିତରୁ ସୁଚାରୁ ରୂପେ ସମ୍ପର୍ଣ କରିବାରେ ମହତ୍ୱ ପୁର୍ଣ ଭୂମିକା ନିର୍ବାହ କରିଥାଏ | କଞ୍ଚା କଦଳୀରେ ଏହାର ବହୁତ ମାତ୍ର ମିଳିଥାଏ, ଗବେଷଣାରେ ଏହି ତଥ୍ୟ ଆସିଛି କି ଭୋଜନ ରେ ବି ଉଚିତ ମାତ୍ରାରେ ରେଜିସ୍ଟ୍ରେଣ୍ଟ ଷ୍ଟାର୍ଚ୍ଚ, ଡାଇବେଟିସ, ଗ୍ୟାସ ଓ ହାର୍ଟ ଆଟାକ ରୋଗ ପାଇଁ ଏବଂ ଏହା ସହିତ କୋଲେଷ୍ଟ୍ରୋଲ ପରିମାନଙ୍କୁ ବି ନିୟନ୍ତ୍ରିତ କରିଥାଏ |

google

ବନ୍ଧୁଗଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ | ଏହା ସହିତ ଖାଦ୍ୟକୁ ଜରୁରୀ ଏନର୍ଜି ପ୍ରଦାନ କରିଥାଏ ଯାହାକି ଓଜନ କମ କରିବାରେ ସାହାଯ୍ୟ କରିଥାଏ | ଏଥିରେ ଭିଟାମିନ ସି ର ଉଚିତ ମାତ୍ରା, ଫାଇବର ର ଭଲ ମାତ୍ରା ପୋଟାସିୟମ ର ଖଜାନା, ଭିଟାମିନ ବି-୬ ଏ ସବୁ ଜିନିଷ କଞ୍ଚା କଦଳୀରେ ମିଳିଥାଏ |

କଞ୍ଚା କଦଳୀର ଖାଦ୍ୟ ସହ ଖାଇଲେ ଶରୀରର ଜରୁରୀ ଉପାଦାନ ଭିଟାମିନ ସି କୁ ପୁରା କରି ଦିଆଯାଇପାରିବ | ଶରୀରକୁ ସୁସ୍ଥ ରଖିବାରେ ଭିଟାମିନ ସି ବହୁତ ସାହାଯ୍ୟ କରିଥାଏ | ଭିଟାମିନ ସି ଆଣ୍ଟି ଏକସିଡେଣ୍ଟ ଭଳି କାମ କରିଥାଏ ଯାହା ଆମ ଚର୍ମ ରୋଗ ଠାରୁ ବଞ୍ଚଇବା ସହିତ ବହୁତ ସାରା ରୋଗରେ ଠାରୁ ଆମକୁ ବଂଚେଇ ଥାଏ |

ଏହାର କମି ହେଲେ ଏମୟୁନିଅ, ହାର୍ଟ ସମ୍ଭାଦିୟ ଏମିତି ବହୁତ ସାରା ରୋଗର ଆଶଙ୍କା ଦେଖା ଦେଇଥାଏ | ଫାଇବର ର ସଠିକ ମାତ୍ରା କଞ୍ଚା କଦଳୀରେ ହୋଇଥାଏ, ଗୋଟିଏ କପ ଗରମ କଞ୍ଚା କଦଳୀରେ ୩.୬ ଗରମ ଫାଇବର ମିଳିଥାଏ | ଯାହା ପାଚନ କ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ | ଏହା ସହିତ ଏହା ସୁଗାର ଏବଂ ହାର୍ଟ ର ସଂଭାଵନାକୁ ବି କମ କରିଥାଏ |

google

ଖାଇବାରେ ଏହାକୁ ସାମିଲ କରି ବହୁତ ଜଲ୍ଦି ଓଜନ କମ କରି ଦିଆଯାଇପାରେ | ଶରୀରକୁ ସବୁଦିନ ପାଖ ପାଖି ୧୪ ପ୍ରତିଶିଧ ଫାଇବର ମିଳେ ତେବେ ପଟ ସମ୍ବଦିତ କେତେ ପ୍ରକାର ରୋଗ ଦୂର ହୋଇ ଯାଇଥାଏ | ସବୁ ସବୁଜ ପାଣି ପରିବାରେ ପୋଟାସିୟମ ର ଖଜାନା ରହିଥାଏ କଞ୍ଚା କଦଳୀ ବି ସେଠି ମଧ୍ୟରୁ ଗୋଟିଏ | ଅଧିକାଂଶ ଲୋକ ଡେ଼ଲି ଡୈଟିଙ୍ଗ ରେ ପୋଟାସିୟମ ର ସେତିକି ମାତ୍ରା ନେଇ ପାରନ୍ତି ନାହିଁ ଯେତିକି ଶରୀରକୁ ଆବଶ୍ୟକ | ଦିନ ସାରା ଏହାର ଅଭାବକୁ କିଛି ନା କିଛି ଖାଇ କି ପୁରା କରି ପାରିବା ଅସମ୍ଭବ ଅଟେ |

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ କାମେଣ୍ଟରେ ନିଶ୍ଚିନ୍ତ ଦେବେ ଓ ଲାଇକ କରିବେ ଏବଂ ଶେୟାର କରିବାକୁ ଭୁଲିବେ ନାହିଁ |

Leave a Reply

Your email address will not be published. Required fields are marked *