ଅକ୍ଷୟତୃତୀୟା: ଆଜି ଏହି ୫ଟି ରାଶିରେ ରାଜଯୋଟକ, ସୁନା ପରି ଚମକିବ ଏହି ରାଶିର ବ୍ୟତିଙ୍କ ଜୀବନ

ବନ୍ଧୁଗଣ ପବିତ୍ର ଅକ୍ଷୟତୃତୀୟା ଉପଲକ୍ଷେ ହାର୍ଦିକ ଶୁଭକାମନା | ଆଜି ପାହେଉଛି ପବିତ୍ର ଅକ୍ଷୟତୃତୀୟା ଏହି ଅଖୟା ତୃତୀୟ ରେ ୨୫୧ ବର୍ଷ ପରେ ଅଢଭୂତ ମହାସଂଯୋଗ ସୃଷ୍ଟି ହେଉଛି | ଯେଉଁ କାରଣନ ପାଇଁ କିଛି ରାଶିର କୁଣ୍ଡଳୀରେ ରାଜୋ ଯୋଗର ମଧ୍ୟ ସ୍ଥାପନ ହେଉଛି | ବନ୍ଧୁଗଣ ଏମିତିରେ ଶାସ୍ତ୍ର ଅନୁସାରେ ଏହି ଦିନଟିକୁ ଅତ୍ୟନ୍ତ ଶୁଭ ବିବେଚନା କରାଯାଇଛି | ଏହା ସହିତ ଏହି ଦିନକୁ ସମସ୍ତ ବ୍ୟକ୍ତି ବିଶେଷ ସମସ୍ତ ପ୍ରକାରର ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଗୃହରେ ସ୍ଥାପନ କରିଥାନ୍ତି |

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏ ବର୍ଷ ର ଅକ୍ଷୟତୃତୀୟା ଦିନ ଗ୍ରହ ଏବଂ ନକ୍ଷେତ୍ର ମଝିରେ ଏକ ଅଧୁଭୂତ ସଂଯୋଗ ସୃଷ୍ଟି ହେଉଛି | ଏହା ସହିତ ଗ୍ରହ ଏବଂ ନକ୍ଷେତ୍ରରେ ପରିବର୍ତନ ହେବା କାରଣରୁ ଏପରି କିଛି ସଂଯୋଗ ଘଟିଥାଏ | ଦୀର୍ଘ ୨୫୧ ବର୍ଷ ମହା ସଂଯୋଗ ପରେ ଏପରି ଏକ ଅଧଭୁତ ମହାସଂଯୋଗ ଘଟୁଛି ଯେଉଁ କାରଣରୁ ଏହି ସର୍ବ ସିଦ୍ଧି ମହା ସଂଯୋଗ ରେ ୫ଟି ରାଶିର ପାଇଁ ପୁରା ଖୁସି ହିଁ ଖୁସି ଖବର ଆସିବା ତାହା ସହିତ ଏହି ସର୍ବ ସିଦ୍ଧି ମହା ସଂଯୋଗ କାରଣ ପାଇଁ ଆମ ରାଶି ଚକ୍ରରେ ଥିବା ୫ଟି ରାଶିରେ ମହା ପରିବର୍ତନ ହେବାକୁ ଯାଉଛି | ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଲୀ ରାଶି ମାନଙ୍କ ବିଷୟରେ |

ମେଷ ରାଶି:

google

ମେଷ ରାଶିର ଲୋକଙ୍କ ପାଇଁ ଏହି ଅକ୍ଷୟତୃତୀୟା ଅତ୍ୟନ୍ତ ଶୁଭ ଭଲ ପ୍ରଦାନ କରିବ | ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ପୁରାଣ ହେବ | ଏବଂ ଧନ ପ୍ରାପ୍ତିର ଯୋଗ ମଧ୍ୟ ସୃଷ୍ଟି ହେବ, କମ ପରିଶ୍ରମରେ ଅଧିକ ଫଳ ମଧ୍ୟ ଆପଣଙ୍କୁ ପ୍ରଦାନ ହେବ | ଓ କ୍ୟାରିଅର କୁ ନେଇ ଏକ ନୂଆ ମାର୍ଗ ମଧ୍ୟ ଆପଣଙ୍କ ପାଇଁ ଖୋଲିଯିବ |

ମିଥୁନ ରାଶି:

ଆଜିର ଏହି ଶୁଭ ମୁହୁର୍ତରେ ମିଥୁନ ରାଶିର ବ୍ୟକ୍ତିଙ୍କର ଭାଗ୍ୟର ତାଲା ଖୋଲିଯିବ | ଏହା ସହିତ ଭଗବାନ ଶନିଦେବଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ର ରେ ନୂତନ ପାଦ ଉର୍ନତିରେ ମଧ୍ୟ ଯୋଗ ରହିଛି | ନୂଆ ନୂଆ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନହେବ | ଯାହା ଫଳରେ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଯଥେଷ୍ଟ ଉର୍ନତି ହେବ |

ସିଂହ ରାଶି:

ଏହି ରାଶିର ବ୍ୟକ୍ତି ବିଶେଷ ପାଇଁ ଆଜିର ଦିନଟି ଅତ୍ୟନ୍ତ ଉତ୍ତମ ସାବ୍ୟସ୍ତ ହେବ | ପ୍ରତେକ କ୍ଷେତ୍ରରେ ଆପଙ୍କ ସଫଳତା ମଧ୍ୟ ପ୍ରାପ୍ତ ହେବ | ଅନେକ ସମୟରୁ ହୋଇ ଆସୁଥିବା ଅନେକ ସମସ୍ୟାରୁ ମଧ୍ୟ ସମାଧାନ ହୋଇଯିବ | ପାଦ ଉର୍ନତି ହେବ ଓ ଏହା ସହିତ ବ୍ୟବସାୟରେ ଲାଭ ବାନ ହେବେ |

ତୁଳା ରାଶି:

google

ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଏହି ଅକ୍ଷୟ ତୃତୀୟା ଟି ମହା ଭାଗ୍ୟବାନ ସାଵସ୍ତ୍ୟ ହେବ | ଆପଣଙ୍କୁ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ନୂତନ ପ୍ରଦର୍ଶନ ମଧ୍ୟ ପ୍ରାପ୍ତି ହେବ | ଏହା ସହିତ ବ୍ୟାପାରରେ ମଧ୍ୟ ଲାଭ ବାନ ହେବେ | କେବଳ ଏହି ସମରେ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ କରନ୍ତୁ | କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ ଯାହା ସଫଳତା ଆଡକୁ ଟାଣି ନେଇଯିବ |

କୁମ୍ଭ ରାଶି:

ଏହି ରାଶିର ବ୍ୟକ୍ତି ବିଶେଷ ପାଇଁ ଏହି ଅଖୟା ତୃତୀୟ ଦିନଟି ଅତ୍ୟନ୍ତ ମହତ୍ୱ ପୁର୍ଣ ଅଟେ | ବହୁ ପୂବରୁ ଆପଣଙ୍କ ପୂର୍ଣହେଇ ପାରୁନଥିବା କାର୍ଯ୍ୟ, ଆସ ଓ ଆକାଂକ୍ଷା ସବୁ ପୁରାଣ ହେବ | ମାତା ଲକ୍ଷ୍ମୀଙ୍କର ଆସରିବାଦ ଆପଣଙ୍କ ଉପରେ ରହିବ |

ବନ୍ଧୁଗଣ ଆଜି ଭଳି ପବିତ୍ର ଦିନରେ ମାତା ଲକ୍ଷ୍ମୀଙ୍କ ପାଇଁ ଗୋଟିଏ ଲାଇକ କରିଦିଅନ୍ତୁ ଏବଂ ଶେୟାର କରିବାକୁ ଭୁଲିବେ ନାହିଁ |

Leave a Reply

Your email address will not be published. Required fields are marked *