ମୋଟାପଣ କମେଇବା ଏବେ ହେଲା ଅତି ସହଜ, ଏହି ଦୁଇଟି ଜିନିଷ ର ସେବନ କରିଲେ ମାସକ ଭିତରେ ଆପଣ ହୋଇଯିବେ ସ୍ଲିମ

ଜୟ ଜଗନ୍ନାଥ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହୁବୁ କି ମେଦ ବହୁଳତା ( ମୋଟା ପଣ ) କେମିତି କମେଇବେ | ସେ ପୁଣି ବହୁତ ଶସ୍ତାରେ ଆଉ ଘରୋଇ ଉପାୟରେ | ଆଂଜ୍ଞା ହଁ ଆପଣ ନିଜ ଶରୀର ପାଇଁ ବହୁତ ଯତ୍ନ ନେଇଥାନ୍ତି ମାହାଙ୍ଗା ଔଷଧ ର ସେବନ ମଧ୍ୟ କେତେ ଲୋକ କରନ୍ତି ମୋଟାପନ କମେଇବା ପାଇଁ | କିନ୍ତୁ ଆପଣ ଜାଣିଛନ୍ତି କି ଆମମାନଙ୍କ ଘରେ ସେ ସବୁ ବସ୍ତୁ ଉପଲବ୍ଧ ହୋଇଥାଏ ଯଦି ଆମେ ତାର ସଠିକ ଭାବରେ ବ୍ୟବହାର କରୁ ତାହାଲେ ବନ୍ଧୁ ଫ୍ୟାଟ ଆମ ଶରୀରରୁ ସମ୍ପୂର୍ଣ ଦୁରେଇ ଯିବ |

ଆଜିକା ସମୟରେ କିଏ ଅବା ନଚାହେଁ ପତଳା ରହିବାକୁ, ଏଥି ପାଇଁ କେବଳ ଗୋଟିଏ ଦୁଇଟି କାରଣ ନୁହେଁ ବରଂ ଅନେକ କାରଣ ଅଛି | ଯଦି ଆମେ ପତଳା ହୋଇଥାଉ ବହୁତ ସାରା ରୋଗରୁ ମୁକ୍ତି ମିଳିଥାଏ, ଯେଉଁ ରୋଗ ମୋଟା ଲୋକଙ୍କୁ ହୋଇଯାଇଥାଏ | ତେବେ ଆଜି ଯୋଉ ଆମର ପ୍ରଣାଳୀ ସେ ଏହା ଅଟେକି ଜିରା ଯାହା ସମସ୍ତଙ୍କ ଘରେ ରହିଥାଏ ଏବଂ ଲେମ୍ବୁ | ଆଂଜ୍ଞା ହଁ ବନ୍ଧୁଗଣ ଏହି ଦୁଇଟି ଜିନିଷ ଦ୍ୱାରା ଆପଣ ଆପଣଙ୍କ ମୋଟାପା କମେଇ ପାରିବେ |

ପ୍ରସ୍ତୁତ କରିବାର ପ୍ରଣାଳୀ:

google

ପ୍ରତେକ ଦିନ ଗୋଟେ ଚାମଚ ଜିରା ର ସେବନ କରନ୍ତୁ | ପ୍ରଥମ ଗୋଟିଏ ଗ୍ଲାସରେ ପାଣି ନିଅନ୍ତୁ, ଏବଂ ଗୋଟେ ଚାମଚ ଜିରାକୁ ରାତିରେ ଭିଜେଇ ଦିଅନ୍ତୁ | ସକାଳୁ ତାକୁ ପାଣିରୁ ଛାଣି ଚୋବେଇକି ଖାଇଦିଅନ୍ତୁ ଏବଂ ସେଥିରୁ ଯେଉଁ ପାଣି ବାହାରିବା ତାକୁ ଫିଙ୍ଗିବେ ନାହିଁ | ସେହି ଜିରା ପାଣିକୁ ଗରମ କରନ୍ତୁ ଯେତେବେଳେ ଭଲରେ ଗରମ ହୋଇଯିବ ଗ୍ୟାସ ବନ୍ଦ କରି ଦିଅନ୍ତୁ | ଉଷୁମ ପାଣି ଥିବା ଅବସ୍ଥାରେ ସେଥିରେ ଏକ ଲାମୁ କୁ କାଟି ଅଧା ଲେମ୍ବୁ ରସ ଚିପୁଡ଼ି ଦିଅନ୍ତୁ ଓ ଏହାକୁ ଆସ୍ତେ ଆସ୍ତେ ପିଅନ୍ତୁ | ଏଠାରେ ଧ୍ୟାନ ରଖିବେ କି ଏହାକୁ ଜଲ୍ଦି ଜଲ୍ଦି ପିଇବେ ନାହିଁ |

LEMON – Dato' Dr. N. Subra HOMEOPATHY CLINIC

ବନ୍ଧୁଗଣ ସବୁବେଳେ ଧ୍ୟାନ ଦିଅନ୍ତୁ କି ସକାଳ ର ଯେଉଁ ଜଳଖିଆ ଖାଉଛନ୍ତି ତାହା ସୁକ୍ଷ୍ମ ଖାଦ୍ୟ ହେବା ଦରକାର ବେଶୀ କଠିନ ଖାଦ୍ୟ ଖାଇବେ ନାହିଁ | ଦୁଇ ପ୍ରହାରକୁ ଯେମିତି ଖାଇବା କଥା ସେମିତି ଖାନ୍ତୁ ଏବଂ ରାତିରେ ଧ୍ୟାନ ରଖିବେ ଯେତେ ସମ୍ଭବ କମ ମାତ୍ରାରେ ହାଲ୍କା ଖାଦ୍ୟ ଖାଇବେ ଯେତିକି ଆପଣଙ୍କ ଭୋକ ମେଣ୍ଟେଇ ପାରିବ | ବନ୍ଧୁଗଣ ଯଦି ଆପଣ ଏହି ସରଳ ଉପାୟଟି କରିପାରିବେ ତାହାଲେ ଆପଣଙ୍କୁ କୌଣସି ବଡ ଡାକ୍ତରଙ୍କ ପାଖକୁ ଯାଇ ଦାମୀ ଔଷଧ ଖାଇବାକୁ ପଡିବ ନାହିଁ ପତଳା ହେବାକୁ |

ବନ୍ଧୁଗଣ ଆମର ଏହି ଆର୍ଟିକିଲ ଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟେ ଲାଇକ ସହିତ ସାଙ୍ଗ ସାଥୀଙ୍କ ସହ ଶେୟର କରିବାକୁ ଭୁଲିବେ ନାହିଁ |

Leave a Reply

Your email address will not be published. Required fields are marked *