କ୍ରୋଧିତ ହେଲେ ଶନିଦେବ, ୪୫ ବର୍ଷ ପରେ ଏହି ରାଶିରେ ପଡିଲା ଶନି ମହା ଦଶା

ବନ୍ଧୁଗଣ ଯେମିତି କି ଆମେ ସମସ୍ତେ ଜାଣିଛେ କି ଗ୍ରହ ଚାଳନ କାରଣରୁ ଆମେ ମାନେ ଆମ ଜୀବନରେ ବହୁତ କିଛି ପରିବର୍ତନ ଦେଖିଥାଉ | ଏହି କାରଣରୁ ଆମ ଜୀବନରେ ସୁଖ ଓ ଦୁଃଖର ଆଗମନ ହୋଇଥାଏ | ଆପଣଙ୍କୁ କହିରଖୁଛୁ ଯେ ଶନି ଦେବଙ୍କୁ ସର୍ବୋଚ୍ଚ ନୟର ଦେବତା ବୋଲି ଉପାଧି ଦିଆଯାଇଛି | ଯିଏ କି ଅନୁଚିତ କାର୍ଯ୍ୟ କରୁଥିବା ଲୋକ ମାନଙ୍କୁ ଉଚିତ ଦଣ୍ଡ ଦେଇଥାନ୍ତି | ଯାହାର ଉପରେ ଶନିଦେବ କ୍ରୋଧିତ ହୋଇଯାନ୍ତି ତାର ନାଶ ହେବା ସୁନିଶ୍ଚିତ ହୋଇଯାଏ |

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ଚଳନ ଅନୁଯାଇ ଏଭଳି ଯୋଗ ବନୁ ଅଛି କି ଆଜି ରାତି ଠାରୁ ଶନିଦେବ ନିଜର ରାଶି ପରିବର୍ତନ କରିବାକୁ ଯାଉଛନ୍ତି | ଯାହାର ପ୍ରଭାବ ଗୋଟିଏ ରାଶି ଉପରେ ସବୁଠାରୁ ଅଧିକ ପଡିବ | ବ୍ୟକ୍ତିର ଜୀବନରେ ଯାହା ସବୁ ଭଲ କିମ୍ଭା ଖରାପ ରହିଥାଏ ତାହା ସବୁ ଶନି ଦେବାବଙ୍କ କାରଣରୁ ହୋଇଥାଏ | ଏମିତି ବି ଦେଖା ଯାଏ କେବେ କେବେ ଅତ୍ୟନ୍ତ କାଷ୍ଠ କାର୍ଯ୍ୟ ଅତି ସହଜରେ ହୋଇଯାଏ କିନ୍ତୁ କେବେ କେବେ ସହଜ କାର୍ଯ୍ୟ ଅତ୍ୟନ୍ତ ପରିଶ୍ରମ କଲା ପରେ ବି ହୋଇ ପାରି ନଥାଏ |

google

ବନ୍ଧୁଗଣ ଆପଣଙ୍କୁ କହି ରଖୁଛୁ କି ଏହି ବୈଶାଖ ମାସରେ ଶନି ଦେବା ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିବେ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ମନ୍ଥର ଗତିରେ ଚାଲୁଥିବା ଗ୍ରହ ଅଟନ୍ତି | ଶନି ଗୋଟିଏ ରାଶିରେ ପାଖ ପାଖି ଅଢେଇ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି | ଶନିଙ୍କର ଗୋଟିଏ ଗ୍ରହରୁ ଆଉ ଗୋଟିଏ ଗ୍ରହ କୁ ଚାଲାଣ ହେବା ଦ୍ୱାରା ଅନ୍ୟ ଗ୍ରହ ମାନଙ୍କ ଉପରେ ମଧ୍ୟ କିଛି ପ୍ରଭାବ ପକେଇଥାଏ | ଏହା ପୂର୍ବରୁ ଶନି ୨୦୧୭ ମସିଆରେ ଆସିଥିଲେ, ମକର ରାଶି ପରେ ୦୭ ଜାନୁଆରୀ ୨୦୨୩ ରେ କୁମ୍ଭ ରାଶି ରେ ପ୍ରବେଶ କରିବେ |

ବନ୍ଧୁଗଣ ଏହିଥର ୨୩ ବର୍ଷ ପରେ ଶନି ମକର ରାଶିରେ ଆସିଛନ୍ତି | ବନ୍ଧୁଗଣ ଶନି ଗ୍ରହଙ୍କର ରାଶି ବଦଳେଇବା ଫଳରେ କାହାର ଉପରେ ଶନି ଦଶା ପଡି ଯାଏ ତକାହାରି ଉପରୁ ଶନି ଦଶା ଖସି ଯାଏ | ଶନିଙ୍କର ପରିବର୍ତନ ଏହିଥର ଗୋଟିଏ ରାଶି ପାଇଁ ବହୁତ ଅଧିକ କଷ୍ଟ ନେଇ ଆସିବ | ଯେଉଁ କାରଣରୁ ଏମାନଙ୍କୁ ଅତ୍ୟନ୍ତ କ୍ଷତି ସହିବାକୁ ପଡିବ ଏମାନଙ୍କର ଖର୍ଚ୍ଚ ବଢ଼ିଯିବ | ଏହି ରାଶିର ଲୋକ ମାନଙ୍କୁ ଏବେ ବହୁତ ଅଧିକ ସାବଧାନ ରହିବାକୁ ପଡିବ | ଚାକିରୀରେ ସମସ୍ୟା ଦେଖା ଦେବ, କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଶତ୍ରୁ ଲାଗି ରହିବେ | ବ୍ୟପାରୀ ମାନଙ୍କ ପାଇଁ ମଧ୍ୟ ଏହି ସମୟ କଷ୍ଟ ସାଧ୍ୟ ରହିବାର ସୂଚନା ରହିଅଛି |

google

ଆପଣଙ୍କ ପ୍ରେମ ଜୀବନରେ ଶନି ଦେବଙ୍କ ବିପରୀତ ପ୍ରଭାବ ମଧ୍ୟ ପଡିବ | ବନ୍ଧୁଗଣ କହିରଖୁଛୁ ଯେ ଶଁ ଗ୍ରହ ର ମକର ରାଶିରେ ପ୍ରବେଶ କରିବା ମାତ୍ରେ କୁମ୍ଭ ରାଶିରେ ଶନି ମହା ଦଶା ର ପ୍ରଥମ ଚରଣ ଆରମ୍ଭ ହୋଇଯିବ | ମକର ରାଶି ଉପରେ ଏହି ମହା ଦସାର ଦୁତୀୟା ଚରଣ ପଡିବ | ସେହି ଠାରେ ଧନୁ ରାଶିରେ ଏହି ଦସାର ଅନ୍ତିମ ଚରଣ ରହିବ | ଶନିଙ୍କର ରାଶି ପରିବର୍ତ୍ତନ କାରଣରୁ ବୃଷ ରାଶିରୁ ଦଶା ଛାଡ଼ିଯିବ ଏବଂ ଏହା ବ୍ୟସତୀତ ବୃଷ ଓ କନ୍ୟା ରାଶିର ବ୍ୟକ୍ତି ଏହି ୧୭ରୁ ମୁକ୍ତି ପାଇଯିବେ |

ମିଥୁନ ଓ ତୁଳା ରାଶି ଉପରେ ଏହି ଦଶା ଆରମ୍ଭ ହୋଇଯିବ, ଏହି ମହା ଦଶା ମିଥୁନ ରାଶି ପାଇଁ ଅଧିକ ଲାଭଦାୟକ ହୋଇ ପାରିବ ନାହିଁ | ଆପଙ୍କ ବହୁତ କ୍ଷତି ସହିବାକୁ ପଡିବ ଏଥି ପାଇଁ ଆପଣ ଶନି ଦେବଙ୍କ ନାମ ଉଚାରଣ କରନ୍ତୁ | ଏହା ଦ୍ୱାରା ଶନି କୃପା କରିଲେ ସବୁ ଅସୁବିଧା ଓ କଷ୍ଟରୁ ମୁକ୍ତି ମିଳିଯିବ |

ବନ୍ଧୁଗଣ ଶନିଦେବଙ୍କ ପାଇଁ ଭକ୍ତିରେ ଗୋଟିଏ ଲାଇକ ସହ ଶେୟର କରିଦିଅନ୍ତୁ ଓ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଜୟ ଶନିଦେବ”

Leave a Reply

Your email address will not be published. Required fields are marked *