ଶାସ୍ତ୍ରରେ ଅକ୍ଷୟ ତୃତିୟାକୁ କୁହା ଆମ ଓ଼ଡିଆ ମାସରେ ଏକ ପବିତ୍ର ଦିନ ବୋଲି ବିବେଚନା କରା ଯାଇଥାଏ ଏହି ଦିନ ଠାରୁ ଚାଷ କାର୍ଯ୍ୟ ଆରମ୍ଭ କରାଯାଇଥାଏ | ଏହି ଦିନରେ ଦାନ ଦକ୍ଷିଣାର ବହୁତ ମହତ୍ୱ ରହିଛି, ଏମିତିରେ ବି ଆମ ସମସ୍ତଙ୍କୁ ବହୁତ ଜାଣିବାକୁ ଇଧ ରହିଥାଏ କି ଆମ ରାଶି ଅନୁସାରରେ କେଉଁ ଜିନିଷ ଦାନ କରିବା ଶୁଭ ହୋଇଥାଏ | ଆଜି ଆମେ ଏବେ କହିବାକୁ ଯାଉଛୁ କେଉଁ ଜିନିଷ କେଉଁ ରାଶି ଅନୁଶାରେ ଏହି ଅକ୍ଷୟ ତୃତୀୟାରେ ଦାନ କଲେ ପୁର୍ଣ୍ୟ ମିଳିଥାଏ |
ମେଷ ରାଶି: ଯେଉଁ ମାନଙ୍କର ଜନ୍ମ ରାଶି ମେଷ ସେମାନଙ୍କ ସ୍ୱାମୀ ଗ୍ରହ ମଙ୍ଗଳ ଅଟନ୍ତି | ଏହି ରାଶିର ବ୍ୟକ୍ତିଙ୍କୁ ଏକ ଲାଲ କପଡ଼ାରେ ମସୁର ଡାଲି ରଖି ପୂଜା ପାଖରେ ରଖନ୍ତୁ ଏବଂ ଏହାକୁ କୌଣସି ଗରିବ ଲୋକଙ୍କୁ ଦାନ କରନ୍ତୁ | ଅକ୍ଷୟ ତୃତୀୟାରେ ଦାନ କରିବା ଦ୍ୱାରା ଧନ ବୃଦ୍ଧି ର ଯୋଗ ବନି ଥାଏ |
ବୃଷ ରାଶି: ଏହି ରାଶିରେ ସ୍ୱାମୀ ଶୁକ୍ର ଗ୍ରହ ଅଟେ ଯାହା ଜାତକ ର ସୁଖ ଦୁଃଖ ପ୍ରଦାନ କାରି ଅଟନ୍ତି | ଏହି ରାଶିର ବ୍ୟକ୍ତି ଙ୍କୁ ଅକ୍ଷୟ ତୃତୀୟ ଦିନ ଏକ କଳସ ରେ ଜଳ ଭରି ଏକ ଗରିବକୁ ଦାନ କରିବା ବହୁତ ଶୁଭ ହୋଇଥାଏ |

ମିଥୁନ ରାଶି: ଜ୍ୟୋତିଷ ଅନୁସାରେ ବୁଧଙ୍କ ରାଶି ମାନାଯାଉଥିବା ମିଥୁନ ରାଶି ରେ ଜନ୍ମିତ ଜାତକଙ୍କୁ ଅକ୍ଷୟ ତୃତୀୟ ଦିନ ମୁଗ ଡାଲି ଦାନ କରିବା ବିଶେଷ ଭାବରେ ଲାଭ କାରି ସାବ୍ୟସ୍ତ ହୋଇଥାଏ |ଯଦି ଆପଣ ଅକ୍ଷୟ ତୃତୀୟ ଦିନ କଂଶ ବାସନରେ ହଳଦିଆ କପଡା ଗୁଡ଼େଇକି ପୂଜା ସ୍ଥଳରେ ରଖିବେ ତେବେ ଏଥିରେ ଆପଣଙ୍କ ରାଶିର ସ୍ୱାମୀଙ୍କ ସ୍ତିତି ମଜଭୁତ ହୋଇଥାଏ ଯାହା ଦ୍ୱରା ସୁଖ ଓ ଧନ ପ୍ରାପ୍ତ ହୋଇଥାଏ |
କର୍କଟ ରାଶି: କର୍କଟ ରାଶିର ସ୍ୱାମୀ ଚନ୍ଦ୍ରମା ଅଟନ୍ତି | ଏହି ରାଶିରେ ଜନ୍ମିତ ବ୍ୟକ୍ତି ଅକ୍ଷୟ ତୃତୀୟ ଦିନ ରୁପାର ମୁଦି ଧାରଣ କରିବା ଉଚିତ | ଏହା କରିବା ଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ | ଏହି ଦିନରେ ରୁପାର ଏକ ମୁଦ୍ରା ପାଣିରେ ପକେଇ ପୂର୍ବ ଦିଗରେ ରଖିଦିଅନ୍ତୁ | ଏହା କରିବା ଦ୍ୱାରା ଆପଣଙ୍କ ଆୟୁର ବୃଦ୍ଧି ହୋଇଥାଏ |
ସିଂହ ରାଶି: ଯେଉଁ ମାନଙ୍କ ଜନ୍ମ ସୂର୍ଯ୍ୟ ଙ୍କ ରାଶି ରେ ହୋଇଛି ଅର୍ଥାତ ଯାହାଙ୍କର ସିଂହ ଅଟେ ତାଙ୍କୁ ସଖାଳୁ ଉଠିବା ପରେ ସୂର୍ଯ୍ୟଙ୍କୁ ପାଣି ଦେବା ପରେ ଗୁଡ ଦାନ କରିବା ଶୁଭ ହୋଇଥାଏ |
କନ୍ୟା ରାଶି: ଶାସ୍ତ୍ର ଅନୁସାରେ କନ୍ୟା ରାଶିର ଜାତକଙ୍କୁ କର୍ପୁର ଦୀପ ଜଳେଇ ସମ୍ପୂର୍ଣ ଘରେ ବୁଲେଇବା ଦରକାର ଓ ଏହା ପରେ ଚୁଡ଼ି ଓ ମୁଗ ଡାଲି ଦାନ କରିବା ବହୁତ ହିଁ ସୁବ ହୋଇଥାଏ |
ତୁଳା ରାଶି : ତୁଳା ରାଶି ବାୟୁ ତତ୍ୱ ର ରାଶି ଅଟେ | ଏହି ରାଶିର ସ୍ୱାମୀ ଶୁକ୍ର ଅଟନ୍ତି | ତୁଳା ରାଶିର ବ୍ୟକ୍ତିଙ୍କୁ ଧନ ବୃଦ୍ଧି କରିବା ପାଇଁ ଅକ୍ଷୟ ତୃତୀୟ ଦିନ ଧଳା ଜିନିଷ ଯେପରି ସଫା ବସ୍ତ୍ର, କ୍ଷୀର, ଚିନି ଇତ୍ୟାଦି ଦାନ କରିବା ଦରକାର ଏହା ଦ୍ୱାରା ଆପଣଙ୍କ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ |
ବିଛା ରାଶି: ଏହି ରାଶି ର ସ୍ୱାମୀ ମଙ୍ଗଳ ଗ୍ରହ ଅଟନ୍ତି, ଏହି ରାଶିର ବ୍ୟକ୍ତିଙ୍କୁ ଅକ୍ଷୟ ତୃତୀୟ ଦିନ ମୁଗ ଡାଲି ଓ ଗୁଡ ଦାନ କରିବା ଦ୍ୱାରା ଲାଭ ମିଳିଥାଏ |ଏହା ସହିତ ମୁଁ ଧାରଣ କରିବା ସ୍ୱାସ୍ଥ୍ୟ ଏବଂ ଦାନ ବୃଦ୍ଧି ପାଇଁ ଅନୁକୂଳ ରହିବ |
ଧନୁ ରାଶି: ଧନୁ ରାଶିର ସ୍ୱାମୀ ଦେବ ଗୁରୁ ବୃହସ୍ପତି ଅଟନ୍ତି | ଏହି ଦିନରେ ଭଗବାନ ବିଷ୍ଣୁଙ୍କ ବିରାଟ ବିଘ୍ର ଦର୍ଶନ କରିବା ଦ୍ୱାରା ଆପଣାକୁ ଅବଶ୍ୟ ହିଁ ଲାଭ ହେବ | ଅକ୍ଷୟ ତୃତୀୟ ଦିନ ହଳଦୀ କପଡ଼ାରେ ଗୁଡେଇ ପୂଜା ସ୍ଥାନରେ ରଖି ଦାନ କରିବା ଆପଣଙ୍କ ପାଇଁ ଶୁଭ ହେବ |

ମକର ରାଶି: ମକର ପୃଥିବୀ ତତ୍ୱ ର ରାଶି ଅଟେ ଓ ଶନି ଦେବା ଏହାଙ୍କ ସ୍ୱାମୀ ଅଟନ୍ତି | ଅକ୍ଷୟ ତୃତୀୟ ଦିନ ସୋରିଷ ତେଲ କିମ୍ବା ଯେ କୌଣସି ତେଲ ଦାନ କରିବା ଉଚିତ | ଏହାଦ୍ୱାରା ଆପଙ୍କ ସମୃଧିରେ ବୃଦ୍ଧି ଘଟିବ |
କୁମ୍ଭ ରାଶି: କୁମ୍ଭ ରାଶି ବାୟୁ ତତ୍ୱ କି ରାଶି ଅଟେ ଏହାର ସ୍ୱାମୀ ଶନିଦେବ, ଯଦି ଆପଣ କୌଣସି ଜରୁରୀ ଲୋକକୁ ଆର୍ଥିକ ରୂପରେ କିଛିନା କିଛି ଦାନ କରନ୍ତି ତେବେ ଏହା ଦ୍ୱରା ଆପଣଙ୍କ ଭାଗ୍ୟକୁ ଫଳ ମିଳିବ | ଏହା ସହିତ ଲିଃଆ ନଢ଼ିଆ ଇତ୍ୟାଦି ଦାବି କରି ପାରିବେ |
ମିନା ରାଶି: ଏହା ଜଳଉ ତତ୍ୱ ର ରାଶି ଅଟେ | ଦେବା ଗୁରୁ ବୃହସ୍ପତି ଏହାର ସ୍ୱାମୀ ଅଟନ୍ତି | ଏହି ଦିନ ଶିକ୍ଷା କ୍ଷେତ୍ରରେ ଯୋଡି ରହିଥିବା କାର୍ଯ୍ୟ କୁ ଆରମ୍ଭ କରିବା ପଣଙ୍କ ପାଇଁ ଲାଭ କାରି ଅଟେ||ଏହା ସହିତ ଜଡିତ ଜଡିତ ସାମଗ୍ରୀ ଗୁଡିକୁ ଦାନ କରିବା ଲାଭ ଦାୟକ ଅଟେ |
ବନ୍ଧୁଗଣ ଏହି ଅନୁଛେଦ ଟି ଯଦିଓ ଭଲ ଲାଗିଥାଏ ଗୋଟେ ଲାଇକ ସହିତ କମେନ୍ଟ ନିଶ୍ଚିନ୍ତ କରିବେ. ଶେୟର କରିବାକୁ ଭୁଲିବେ ନାହିଁ |