ମଗରମାଛ ମୁଂହ ରେ ଫସିଯାଇଥିଲା ପୁଅ,ମା ଜନ୍ତୁ ନାକରେ ଆଙ୍ଗୁଳି ପୁରେଇଦେଲା ଏବଂ ପରେ ….

ଏକ ମା ପାଇଁ ତାର ସନ୍ତାନ ତା ଜୀବନ ଠୁ ଅଧିକ ହୋଇଥାଏ। ମା କୋୖଣସି ବି ଛୁଆର ପ୍ରଥମ ଶିକ୍ଷକ ଏବଂ ରକ୍ଷକ ହୋଇଥାଏ। ଟିକେ ବି ଥଣ୍ଡା ଛୁଆ କୁ ହେଲେ ତାକୁ କଷ୍ଟ ହୁଏ,ଏକ ମା ର ହୃଦୟ ବହୁତ ସୂକ୍ଷ୍ମ ହୋଇଥାଏ। ମା ନିଜର ଛୁଆର ସୁରକ୍ଷା ପାଇଁ କିଛି ବି ଜିନିଷ କୁ ପାର କରିଦେଇପାରେ। ଯେତେବେଳେ ଛୁଆ ଉପରେ ଆଞ୍ଚ ଆସେ ସେ ତା ନିଜକୁ ବି ଦେଖେ ନାହିଁ। ଏହି କଥାର ଉଦାହରଣ ଜିମ୍ବାୱେ ରେ ଦେଖିବାକୁ ମିଳିଛି। ଯେଉଁଠି ଏକ ମା ନିଜ ଛୁଆ କୁ ମଗରମାଛ କବଳରୁ ରକ୍ଷା କରିବା ପାଇଁ ନିଜ ଜୀବନ କୁ ବାଜି ଲାଗେଇଦେଇଥିଲା। ଆସନ୍ତୁ ପୁରା ତଥ୍ୟ ଜାଣିବା।

ଏନଡିଟିଭିର ଏକ ରିପୋର୍ଟ ଅନୁସାରେ ମଉରିନା ମୁସିନୟନା ନାମକ ଏକ ମହିଳା ନିଜ ଭଉଣୀ ସହ ମଗରମାଛ ପୂର୍ଣ Runde ନଦୀରେ ମାଛ ଧରୁଥିଲା। ତାଙ୍କର ଦୁଇ ଛୁଆ ନଦୀର କୂଳରେ ଖେଳୁଥିଲେ। ହଟାତ୍ ମଉରିନା ଙ୍କୁ ଚିତ୍କାର ର ଏକ ଶବ୍ଦ ଶୁଭିଲା। ସେ ଦେଖିଲେ ଯେଉଁଠି ବସି ଛୁଆ ଖେଳୁଥିଲେ ସେ ଏବେ ପାଣିରେ ପଂହରୁଛନ୍ତି। ଏହା ପରେ ତାଙ୍କର ନଜର ୩ବର୍ଷୀୟ Gideon ଉପରେ ପଡ଼ିଲା। ଯାହା ମଗରମାଛ ପାଖରେ ଥିଲା। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସଂଗେ ସଂଗେ ନଦୀ କୁ ଡେଇଁ ପଡିଲେ।

google

ମଉରିନା କିଛି ବି ନ ଭାବି ହଟାତ ମଗରମାଛ ଉପରକୁ ଡେଇଁ ପଡିଲେ ଏବଂ ମଗରମାଛ ନାକ ରେ ଆଙ୍ଗୁଳି ପୁରେଇଦେଲେ ଏବଂ ତାକୁ ନିଶ୍ୱାସ ନେବାରେ ଅସୁବିଧା ହେଲା। ଏହା ପରେ ନିଶ୍ୱାସ ନେବା ପାଇଁ ତାକୁ ନିଜ ପାଟି ଖୋଲିବାକୁ ପଡିଲା। ଯେତେବେଳେ ମଗରମାଛ ପାଟି ଖୋଲିଲା ସେତେବେଳେ ମଉରିନା ଆଉଗୋଟେ ହାତରେ ଛୁଆକୁ ନେଇ ଆସିଲା।

ଏହି ଘଟଣା କୁ ମଉରିନା କହୁଥିବା ବେଳେ କହିଲେ ଯେ “ମୁଁ ମଗରମାଛ ର ନାକ ଜୋରରେ ଦବେଇଦେଇଥିଲି,ଏହି ପ୍ରକ୍ରିୟା ବହୁତ ଦିନ ପୂର୍ବରୁ ବୟସ୍କ ଲୋକମାନଙ୍କ ପାଖରୁ ଶିଖିଥିଲି”।ଯେତେବେଳେ ମଗରମାଛ କୁ ଯନ୍ତ୍ରଣା ହୁଏ ସେତେବେଳେ ସେ ତାର ସବୁ ଶକ୍ତି ହରେଇଦିଏ। ସେ କହିଲେ ଯେ ମଗରମାଛ ର ନାକ ଦବେଇ ଆଉ ଗୋତୀ ହାତରେ ଛୁଆ କୁ ନେଇ ଆସିଲି।

ଏହି ଘଟଣା ରେ ଛୁଆକୁ କିଛି କ୍ଷତ ଆସିଛି ଏବଂ ବହୁତ ରକ୍ତ ବି ବହିଛି। ଛୁଆ କୁ ବଞ୍ଚେଇବା ପରେ ମଉରିନା ଡାକ୍ତରଖାନା ଯାଇଥିଲେ। ଏବେ ଡାକ୍ତର ଚିକିତ୍ସା କରୁଛନ୍ତି।ଆମେ ପ୍ରାର୍ଥନା କରୁଛୁ କି ମଉରିନା ଙ୍କର ଛୁଆ ଜଲଦି ଠିକ ହେଇଯାଉ। ଏହି ପୁରା ଘଟଣା ସୋସିଆଲ ମିଡିଆରେ ବହୁତ ପ୍ରଶଂସା ହେଉଛି। ଯିଏ ବି ଶୁଣିଲା ସେ ମା ର ପ୍ରଶଂସା କରୁଛନ୍ତି।

google

ମଉରିନା ଙ୍କର ଏହି ପ୍ରକ୍ରିୟା ବହୁତ କମାଲ ର ଥିଲା।ଭଗବାନ ଏହା କରନ୍ତୁ ହେଲେ ଯଦି କିଏ ଏମିତି ହୁଏ ତେବେ ଆପଣ ଏହି ଉପାୟ ନିଶ୍ଚିତ ଆପଣାନ୍ତୁ। ଏହି ତଥ୍ୟ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ। ସେ ସାହାସୀ ମା ପାଇଁ ଗୋଟିଏ ଲାଇକ କରିବାକୁ ଅନୁରୋଧ |

Leave a Reply

Your email address will not be published. Required fields are marked *