ଏକ ଗାଈ ନିଜ ଉଦର ରୁ ପ୍ରତିଦିନ ଏହି ଶିଳା ଉପରେ କ୍ଷୀର ଅର୍ପଣ କରେ ,କାରଣ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଭଗବାନ ଶିବ ଙ୍କ ମନ୍ଦିର ସହିତ ଜଡିତ ଚମତ୍କାର ର କେତେ ଭାଗ ଆପଣ ନିଶ୍ଚୟ ଶୁଣିଥିବେ,ହେଲେ କଣ ଆପଣ ଜାଣନ୍ତି ଦେଶରେ ଏକ ଏପରି ମନ୍ଦିର ଅଛି ,ଯାହା ବିଷୟରେ କୁହାଯାଏ କି ଏଠି ଏକ ଶିଳା ଉପରେ ଏକ ଗାଈ ପ୍ରତିଦିନ ନିଜ ଉଦର ରୁ କ୍ଷୀର ଚଢ଼ାଉଥିଲେ।

ଆମେ କହୁଛୁ ମଧ୍ୟ ପ୍ରଦେଶ ର ଏକ ଶିବ ମନ୍ଦିର ର ଯାହା ମଧ୍ୟ ପ୍ରଦେଶର ଗୱାଲୀୟ ପାଖରେ ଇନ୍ଦରଗଡ଼ ନଗରର ଦାତିୟା ରୋଡ଼ ରେ ଅବସ୍ଥିତ। ଏହି ପ୍ରାଚୀନ ଗୋ-ପୁରୁଷ ଶଙ୍କର ମନ୍ଦିର ନାମରେ ଜଣା ଯାଇଛି,ଏହା ସହିତ ଏହା ବହୁତ ପ୍ରାଚୀନ ଏବଂ ବିଶ୍ୱାସର କେନ୍ଦ୍ର ଅଟେ।

ଏହି ପରି ମନ୍ଦିରର ନାମ:

google

ମାନ୍ୟତା ଅନୁସାରେ ପୂର୍ବ ସମୟରେ ଏହି ମନ୍ଦିରରେ ପଂହଁଚି କରି ଏକ ଗାଈ ପ୍ରତିଦିନ ନିଜ ଉଦର ରୁ ଏକ ଶିଳା ଉପରେ କ୍ଷୀର ଅର୍ପଣ କରନ୍ତି। ଏଥିପାଇଁ ମନ୍ଦିରର ନାମ ଗୋ-ପୁରୁଷ ମନ୍ଦିର ରହିଗଲା। ଏଠାରେ ପ୍ରତିବର୍ଷ ଶିବରାତ୍ରୀ ରେ ଅଧିକ ସଂଖ୍ୟା ରେ ଭକ୍ତ ମାନେ ଆସନ୍ତି।

ରାଜା ମଧ୍ୟ ପଥରର ଶେଷ ପାଇଲେ ନାହିଁ:

ଗୋ-ପୁରୁଷ ଶିବ ମନ୍ଦିର ବିଷୟରେ କୁହାଯାଏ କି ଏହି ସ୍ଥାନ ରେ ଏକ ଶିଳା ଥିଲା ଯେଉଁଠି ପ୍ରତିଦିନ ଏକ ଗାଈ କ୍ଷୀର ଅର୍ପଣ କରେ। କୁହାଯାଏ କି ଯେତେବେଳେ ଏହି ଗାଈ ସେହି ଶିଳା ଦେଇ ଯାଏ ଆପେ ଆପେ ସେ କ୍ଷୀର ଅର୍ପଣ କରେ।

ଏହି ଭକ୍ତି ରହିତ ଭାବ ଯେବେ ରାଜା ଦେଖିଲେ ସେ ପଥର ର ଶିଳା କୁ ଖୋଳିବାକୁ ଲାଗିଲେ। ବହୁତ ଗଭୀର ଖୋଳିବା ପରେ ଶିଳାର ଶେଷ ମିଳିଲା ନାହିଁ। ତାହା ପରେ ଖୋଳିବା ବନ୍ଦ କରିଦେଲେ। ପରେ ଏହି ସ୍ଥାନ ରେ ମନ୍ଦିର ବନେଇ ଭଗବାନ ଶଙ୍କର ଏବଂ ନନ୍ଦି ମହାରାଜ ଙ୍କର ପ୍ରତିମା ସ୍ଥାପନ କଲେ।

ଏହି ଶିଳା ଏବେ ବି ଭଗବାନ ଶିବ ଙ୍କର ପ୍ରତିମା ପାଖରେ ଅଛି। ଯାହାକୁ ସାକ୍ଷାତ ଭଗବାନ ଶିବ ବୋଲି ମାନାଯାଏ। ଶ୍ରାବଣ ମାସରେ ଅନେକ ସଂଖ୍ୟା ରେ ଭକ୍ତ ମାନେ ଭଗବାନ ଙ୍କୁ ଦର୍ଶନ କରିବା ପାଇଁ ଆସନ୍ତି ଏବଂ ଅଭିଷେକ କରି ପୂଜା ଅର୍ଚ୍ଚନା କରନ୍ତି।

ଭଗବାନ ଶିବ ଶଙ୍କରଙ୍କ ପାଇଁ ଭକ୍ତିରେ ଗୋଟିଏ ଲାଇକ ଏବଂ ସେୟାର କରିବେ। କମେଣ୍ଟ ରେ ଲେଖିଦିଅନ୍ତୁ ” ଓଁ ନମଃ ଶିବାୟ”

Leave a Reply

Your email address will not be published. Required fields are marked *