୧୦ ହଜାର ଟଙ୍କା ପାଇଁ ନିଜର ସ୍ତ୍ରୀ କୁ ବିକିଦେଲେ।ତାପରେ କଲେ ଏମିତି କାମ ସମସ୍ତେ ମିସିକି..

ମୁରାଦାବାଦ ରୁ ଏକ ମର୍ମନ୍ତୁଦ ଘଟଣା ସାମ୍ନା କୁ ଆସିଛି ଯେଉଁଠାରେ କି ଏକ ଲୋକ ତାର ସ୍ତ୍ରୀ କୁ ପଇସା ଲୋଭ ରେ ବିକ୍ରି କରିଦେଲା ଆଉ ୨ ଘଣ୍ଟା ପାଇଁ ତାର ସ୍ତ୍ରୀ କୁ ସେ ବିକି ଦେଇ ଥିଲା ଆଉ ଦୁଇ ଘଣ୍ଟା ପରେ ତାର ସ୍ତ୍ରୀ ଘରକୁ ନ ଫେରିବାରୁ ସେ ପୋଲିସ ପାଖରେ ଏହା ଅଭିଯୋଗ କଲା କି ତାର ସ୍ତ୍ରୀ ନିଖୋଜ ଅଛି। ମାତ୍ର ପୋଲିସ ଏହି ଘଟଣା ର ଯାଞ୍ଚ କରିବା ପରେ ଜଣା ପଡିଲା କି ସେହି ଲୋକ ଜଣକ ତାର ସ୍ତ୍ରୀ କୁ ବିକ୍ରି କରି ଥିଲା। ଏହି ଘଟଣା ଉତ୍ତରପ୍ରଦେଶ ର ଅଟେ।

ସୋମବାର ଦିନ ପାକବଡା ଥାନା ର ଆରୋପୀ ସ୍ୱାମୀ କୁ ପୋଲିସ ଗିରଫ କରିଛି। ତାଙ୍କର କହିବା କଥା କି ହାସମ୍ପୂର୍ ଚୌରାହା ର ସେହି ବ୍ୟକ୍ତି ଜଣକ ନିଜର ସ୍ତ୍ରୀ କୁ ଜଣେ ବିକ୍ରି କରାଳି ଲୋକଙ୍କ ସାହାଯ୍ୟ ରେ ବିକ୍ରିକରିଦେଇଛି। ପତି ତାର ପତ୍ନୀ କୁ ଦୁଇ ଘଣ୍ଟା ପାଇଁ ବିକିଥିଲା ମାତ୍ର ତାର ସ୍ତ୍ରୀ ର ଅପହରଣ ହେଇଗଲା।

୧୦ ହଜାର ରେ ନିଜର ସ୍ତ୍ରୀ କୁ ବିକ୍ରି କରିଥିଲେ:

google

ସ୍ତ୍ରୀ ଅପହରଣ ହେବା ପରେ ସେଇ ଲୋକ ପୋଲିସ ର ସାହାରା ନେଲା ଆଉ ତା ପରେ ପୋଲିସ ସେହି ଘଟଣା ଉପରେ ଯାଞ୍ଚ ପରତାଳ କରିବା ପରେ ଜଣା ପଡିଲା କି ତାର ସ୍ୱାମୀ ମାତ୍ର ୧୦ ହଜାର ଟଙ୍କା ପାଇଁ ନିଜର ସ୍ତ୍ରୀ କୁ ବିକ୍ରି କରିଥିଲା ଆଉ ପାକବଡା ର ଖାଲିଦ ଏହି ଲୋକର ସାହାଯ୍ୟ କରିଥିଲା । ଏହି ପତି ତାର ପତ୍ନୀ କୁ ଦୁଇ ଘଣ୍ଟା ପାଇଁ ବିକିଥିଲା ମାତ୍ର ତାର ପତ୍ନୀ ର ଅପହରଣ ହେଇଗଲା।

ପୋଲିସ ଯାଞ୍ଚ ଆରମ୍ଭ କଲା ଆଉ ମହିଳା କୁ ବନ୍ଧକ ଠାରୁ ବାହାର କରାଗଲା। ମହିଳା ର ବୟାନ ଅନୁସାରେ ତିନି ଜଣ ଯାକ ଆରୋପୀ ଙ୍କୁ ଧରାଗଲା ଆଉ ତାଙ୍କୁ କୋର୍ଟ ପଠାଗଲା। ସୋମବାର ଦିନ ପୋଲିସ ଆରୋପୀତ ସ୍ୱାମୀ କୁ ଗିରଫ କଲା ମାତ୍ର ମହିଳା ଙ୍କୁ ଯାଞ୍ଚ ପାଇଁ ହସ୍ପିଟାଲ ପଠାଗଲା।

google

ସ୍ୱାମୀ ବ୍ୟତୀତ ଅନ୍ୟ ଦୁଇ ଜଣ ଲୋକଙ୍କ ଖିଲାଫ ରେ ମୁକଦ୍ଦମା ଚାଲିଛି। ଏମାନଙ୍କ ଭିତରୁ ଜଣେ ସମ୍ଭଲ ର ରହୁଥିବା ଲୋକ ଅଟେ। ପାକବଡା ଥାନା ର ପ୍ରଭାରୀ ସୁରେନ୍ଦ୍ର ପାଳ ସିଂହ କହିଲେ କି ଖାଲିଡ଼ ଗୁଂନର ର ରହୁଥିବା କଲବା ଭାଇ ର ହାତ ରେ ସେହି ସ୍ତ୍ରୀ କୁ ବିକ୍ରି କରିଥିଲା। ଖାଲିଡ଼ ଏଯାଏ ପୋଲିସ ହାତ ରୁ ଫେରାର ଅଛି ଆଉ ପୋଲିସ ତାର ତଲାସ ଜାରି ରଖିଛି।ସେହିଠାରେ ହିଁ ପିଡିଟା ଙ୍କୁ ଚିକିତ୍ସକୀୟ ପରୀକ୍ଷଣ ପାଇଁ ପଠା ଯାଇଛି।

ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ଆର୍ଟିକିଲ୍ ଭଲ ଲାଗିଥାଏ ଗୋଟେ ଲାଇକ୍ ସହ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *