ଯାହାକୁ ରଖିବେ ସଂୟା ତାହାକୁ ମାରି ପାରିବେନି କେହି” ଏହି କଥା ତ ଆପଣ ନିଶ୍ଚିତ ଶୁଣିଥିବେ। ଏହାର ଅର୍ଥ ଯାହା ଉପରେ ଭଗବାନ ଙ୍କର ହାତ ଥାଏ ତାକୁ କେହି ବି ମାରି ପାରନ୍ତି ନାହିଁ। ଥାଇଲାଣ୍ଡ ରେ ରହିଥିବା ଗାଈ କୁ ନେଇ ଏହି କଥା ଟି ସଠିକ ହୋଇଛି। ସେଠି ଏକ ଗାଈ ୩ଟି ଗୁଳି ଖାଇ ମଧ୍ୟ ବଞ୍ଚିଛି। ଏହି ଘଟଣା କେଉଁ ଚମତ୍କାର ଠାରୁ ବି କମ ନୁହେଁ । ଏହି କାରଣରୁ କିଏ ଗୁଳି ମାରିଥିଲା ସେ ହିଁ କୋଳେଇ ନେଲା ତେବେ ଆସନ୍ତୁ ପୁରା ଜାଣିବା।
ଡେଲି ମିଲ ର ଏକ ରିପୋର୍ଟ ଅନୁସାରେ ଏହି ଘଟଣା ଦକ୍ଷିଣ ଥାଇଲାଣ୍ଡ ର ଟ୍ରାଙ୍ଗ ର ଅଟେ। ଏଠାରେ ୪୩ ବର୍ଷ ର ସମପର୍ନ ନାଜିନ ନାମକ ଜଣେ କୃଷକ ପାରମ୍ପାରିକ ଉତ୍ସବ ପାଇଁ ଗାଈ କିଣିଥିଲେ।ଉତ୍ସବ ପାଇଁ ସେ ଗାଈ କୁ ମାରିବାକୁ ଚେଷ୍ଟା କରିଥିଲେ ଏହା ପାଇଁ ୨୨ ଏମଏମହେଡଗନ ଦ୍ଵାରା ଗାଈ ଉପରେ ଗୁଳି ଚଳାଇଲେ। ଏହି ଗୁଳି ରେ ଗାଈର କିଛି ହେଲା ନାହିଁ ଏହାପରେ ସେ ଆଉ ଦୁଇଟି ଗୁଳି ଚଲାଇଲେ ହେଲେ ତାପରେ ବି ଗାଈର ମୃତ୍ୟୁ ହେଲା ନାହିଁ।

ଏହା ପରେ ସେହି ବ୍ୟକ୍ତି ଜଣଙ୍କ ନିଜ ସାଙ୍ଗ ମାନଙ୍କ ପାଖକୁ ଗଲେ ଗାଈର ମୃତ୍ୟୁ ର ଉପାୟ ପାଇଁ ଯେତେବେଳେ ସେ ନିଜ ସାଙ୍ଗକୁ ନେଇ ପଂହଁଚିଲେ ଗାଈ ସେଠାରେ ନଥିଲା। ଯେତବେଳେ ଗାଈଟି ଠାରେ ଗୁଳି ଲାଗିଲା ପରେ ମଧ୍ୟ ଗାଈ ମରିନଥିଲା ସେତେବେଳେ ସେ ଜାଣିଦେଇଥିଲା ଯେ ଏ ସାଧାରଣ ଗାଈ ନୁହେଁ। ଏହାପରେ ସେ ଏହାକୁ ସୌଭାଗ୍ୟ ଭାବି ନିଜ କୋଳ କୁ ନେଇଗଲା।
ଗ୍ରାମ ର ମୁରବି ଜରନ କଙ୍ଗକେଭ କୁହନ୍ତି ଯେ ମୁଁ ମୋର ବଡ଼ ସମ୍ପର୍କୀୟଙ୍କ ଠାରୁ ଥରେ ଶୁଣିଥିଲି ଯେ କିଛି ଗାଈ କୁ ମରା ଯାଇପାରିବ ନାହିଁ।ଏବେ ଏହି ଜିନିଷ ପ୍ରକୃତ ଜୀବନରେ ଦେଖି ଆଶ୍ଚର୍ଯ୍ୟ ହେଉଛି। କିଏ ଏହି ଗାଈର ନାମ ବୁନରୋଡ଼ ରଖିଛି। ଏହାର ଅର୍ଥ ସୌଭାଗ୍ୟ ରୁ ବଞ୍ଚିଥିବା। ଏକ ଗୃହପାଳିତ ପଶୁ ଭାବେ କୃଷକ ଗାଈ କୁ ପାଳିବ।

ସୋସିଆଲ ମିଡିଆରେ ଏହି ଘଟଣାରେ ସମସ୍ତେ ଆଶ୍ଚର୍ଯ୍ୟ। ସାଧାରଣ ଭାବେ କେଉଁ ପଶୁ କୁ ଗୋଟେ ଗୁଳି ମାରିଲେ ତାର ଵଂଚିବା କଷ୍ଟ ହୋଇଯାଏ ହେଲେ ଏଠି ୩ଟି ଗୁଳି ଖାଇ ମଧ୍ୟ ଗାଈ ବଞ୍ଚିଛି ଏବଂ ଚାଲିବି ପାରୁଛି। ଏହା କେଉଁ ଚମତ୍କାର ଠାରୁ କମ ନୁହେଁ। ଯଦି ଭାରତରେ ଏହି ଘଟଣା ହୋଇଥାନ୍ତା ତେବେ ଭଗବାନ ଙ୍କର ଅବତାର ବୋଲି ମାନି ନିଆଯାଇଥାନ୍ତା। ଭାରତରେ ଗାଈକୁ ଆମେ ମାତା କହି ସମର୍ଦ୍ଧିତ କରୁ। ହେଲେ ବିଦେଶ ରେ ଗାଈ କୁ ମାରିବା ସାଧାରଣ କଥା।
ଆପଣ ଙ୍କର କଣ ମତ ଏହି ମାମଲା ରେ ଆମକୁ ନିଶ୍ଚିତ ଜଣାନ୍ତୁ। ଏବଂ ବନ୍ଧୁଗଣ ଗୋ ମାତା ପାଇଁ ହୃଦୟରୁ ଗୋଟିଏ ଲାଇକ ଓ ଶେୟର କରିବାକୁ ଅନୁରୋଧ, ମନରେ ଦୟା ଥିଲେ ଲେଖିଦିଅନ୍ତୁ “ଗୋ ମାତା”