ଅକ୍ଷୟ ତୃତୀୟା କୁ ବହୁତ ଶୁଭ ମାନା ଯାଇଛି ଆଉ ଏହି ଦିନ ସବୁ ଲୋକଙ୍କୁ ମାତା ଲକ୍ଷ୍ମୀ ଙ୍କର ପୂଜା କରିବା ଦରକାର।ଶାସ୍ତ୍ର ରେ ଏହାକୁ ସର୍ବାସିଦ୍ଧ ମୁହିଁର୍ତ୍ତ ର ଦର୍ଜା ଦିଆ ଯାଇଛି। ଏହି ଦିନ ପୂଜା କରିବା ଦ୍ୱାରା ସର୍ବବିଦ୍ଧ ଉନ୍ନତି ପ୍ରାପ୍ତ ହୁଏ ଆଉ ଏହି ଦିନ ପୂଜା କରିବା ଦ୍ୱାରା ଘରେ ଧନାଭାଵ ଆଉ ରହି ନଥାଏ ଆଉ ଘର ଧନ ରେ ଭରୀ ଯାଇଥାଏ। ଆଜି ଆମେ ଆପଣଙ୍କ ମାତା ଲକ୍ଷ୍ମୀ ଙ୍କର କିଛି ପୂଜା ବୀଧି ଆଉ ଚମତ୍କାରି ମନ୍ତ୍ର ବାବଦରେ କହିବାକୁ ଯାଉଛୁ।
ଏହି ପ୍ରକାରେ ଅକ୍ଷୟ ତୃତୀୟା ଦିନ ପୂଜା କରନ୍ତୁ:
ଏହି ଦିନ ଆପଣ ସକାଳୁ ଗାଧେଇ ସାରି ନିଜର କାମ ସାରିଦିଅନ୍ତୁ ଆଉ ମନ୍ଦିର କୁ ସଫା କରିଦିଅନ୍ତୁ। ତା ପରେ ଆପଣ ମାତା ଲଖମୀ ଙ୍କୁ ପଦ୍ମ ଫୁଲ ଚଢେଇ ପୂଜା କରନ୍ତୁ ଆଉ ତାଙ୍କ ସାମ୍ନା ରେ ଏକ ଘିଅ ର ଦୀପ ଚଢାନ୍ତୁ। ତା ପରେ ଆପଣ ତାଙ୍କ ସାମ୍ନା ରେ ୫ଟି କୋଉଡ଼ି ସିନ୍ଦୁର ଲଗେଇ ଚଢାନ୍ତୁ।
ଏହି ମନ୍ତ୍ର ଜପ କରନ୍ତୁ:
ଓଁ ବିଦ୍ୟା ଲକ୍ଷମେଇ ନମଃ
ଓଁ ସୌଭାଗ୍ୟ ଲକ୍ଷମେଇ ନମଃ
ଓଁ ଅମୃତ ଲକ୍ଷମେଇ ନମଃ
ଓଁ ପାହିନୀ ପକ୍ଷମେଟ୍ରି ପକ୍ଷମନା ଲଖମୀ ଦାହିନୀ
ବାଛା ଭୁତ ପ୍ରେତ ଦାହିନୀ ସର୍ବଶତ୍ରୁ ହାରିଣୀ
ମାହିନୀ ଋଦ୍ଧି ସିଦ୍ଧି କୁରୁ କୁରୁ ସ୍ୱାହା।
ଜପ କରିବାର ଫାଇଦା:

ଏହି ମନ୍ତ୍ର କୁ ଚମତ୍କାରି ମାନା ଯାଇଥାଏ ଆଉ ମାତା ଲକ୍ଷ୍ମୀ ପ୍ରସନ୍ନ ହେଇଯାନ୍ତି। ଏହାକୁ ଜପ କରିବା ଦ୍ୱାରା ଘରେ ଧନାଭାଵ ଆଉ ରହୀନଥାଏ। କିଛି ବି ପଇସା ଜନିତ ଚିନ୍ତା ଦୂର ହେଇଯାଏ। ଯଦି ଆପଣଙ୍କ ଉପରେ କରଜ ଚଢା ଅଛି ତ ଆପଣ ଅକ୍ଷୟ ତୃତୀୟା ଦିନ ମନ୍ତ୍ର ପଢନ୍ତୁ।
ଆଳତି କରନ୍ତୁ:
ଓଁ ଜୟ ଲକ୍ଷ୍ମୀ ମାତା, ଓଁ ଜୟ ଲଖମୀ ମାତା ତୁମକୋ ନିଷଦିନ ସେବତ , ହରି ବିଷ୍ଣୁ ବିଧାତା ଓଁ ଜୟ ଲକ୍ଷ୍ମୀ ମାତା ଉମା ରମା ବ୍ରହ୍ମାଣି ତୁମ ହି ଜଗ ମାତା ସୂର୍ଯ୍ୟ ଚନ୍ଦ୍ରମା ଧ୍ୟାବତ , ନାରଦ ଋଷି ଗାତା ଦୁର୍ଗାଆ ରୂପ ନିରଂଜନୀ, ସୁଖ ସମ୍ପତ୍ତି ଦାତା ଜୋ କୋଇ ତୁମକୋ ଧ୍ୟାବତ ଋଦ୍ଧି ସିଦ୍ଧି ଧନ ପାତା ସୁଭଗୁଣ ମନ୍ଦିର ସୁନ୍ଦର, କ୍ଷୀର ଦାଧି ଜାତା ରତ୍ନ ଚତୁର୍ଦ୍ଧସ ତୁମ ବିନ କୋଇ ନେହି ପାତା ଓଁ ଜୟ ଲକ୍ଷ୍ମୀ ମାତା……..
ଏହି ଉପାୟ କରନ୍ତୁ:
୧: ଅକ୍ଷୟ ତୃତୀୟ ଦିନ ଆପଣ ମାତା ଲକ୍ଷ୍ମୀ ଙ୍କୁ କୋଉଡ଼ି ଚଢାନ୍ତୁ ଆଉ ତା ପରେ ଆପଣ ସବୁ କୋଉଡ଼ି କୁ ଆଣି ନିଜ ସିଂଧୁକ ରେ ରଖନ୍ତୁ। ଏହାଦ୍ୱାରା ମାତା ଲକ୍ଷ୍ମୀ ଙ୍କର ବାସ ହେଇଯିବ ସିନ୍ଦୁକ ରେ।
୨: ଏହିଦିନ ଆପଣ ବିଷ୍ଣୁ ଭଗବାନ ଙ୍କର ପୂଜା କରନ୍ତୁ ଆଉ ତାକୁ ହଳଦିଆ ରଙ୍ଗ ର ବସ୍ତ୍ର ଦାନ କରନ୍ତୁ। ଏହାପରେ ଆପଣ ଲାଲ ରଙ୍ଗ ର ଗଣ୍ଠି ବାନ୍ଧିଦେଇ ତାକୁ ବ୍ୟାପାର ସ୍ଥଳ ରେ ରଖନ୍ତୁ।
୩; ମା ଲକ୍ଷ୍ମୀ ଙ୍କୁ ଏହିଦିନ ମିଠା ଜନିଷ ର ଭୋଗ ଲଗାନ୍ତୁ ଆଉ ତା ପରେ ତାକୁ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ।
ମାତା ଲକ୍ଷ୍ମୀଙ୍କ କୃପା ପାଇଁ ଗୋଟେ ଲାଇକ କରିବା ସହିତ ସେୟାର କରିଦିଅନ୍ତୁ ଏବଂ ମନରେ ଭକ୍ତି ଥିଲେ ଲେଖନ୍ତୁ ” ମା ଲକ୍ଷ୍ମୀ”