ଅକ୍ଷୟ ତୁର୍ତ୍ତୀୟା ଦିନ ଆପଣାନ୍ତୁ ବାସ୍ତୁ ର ଏହି ଉପାୟ, ମନ ଚାହୁଁଥିବା ଧନ ମିଳିବ, ବିଗିଡି ଯାଇଥିବା କାମ ହୋଇଯିବ ଆରମ୍ଭ

ଶୁକ୍ଳ ପକ୍ଷ ର ତୁର୍ତ୍ତୀୟା ତିଥିରେ ଅକ୍ଷୟ ତୁର୍ତ୍ତୀୟା ମାନା ଯାଇଥାଏ। ଏହି ଦିନ ଆପଣ କେଉଁ ବି ଶୁଭ କାର୍ଯ୍ୟ କରି ପାରିବେ ଏଥି ପାଇଁ ପାଞ୍ଜି ଦେଖିବାର ଆବଶ୍ୟକତା ନାହିଁ। ଅକ୍ଷୟ ତୁର୍ତ୍ତୀୟା ର ଦିନ ବହୁତ ଶୁଭ ହୋଇଥାଏ। କୁହାଯାଏ ଯେ ଯଦି ଏହି ଦିନରେ କିଛି ଉପାୟ କରାଯାଏ ତେବେ ତାହା ପରିବାରର ସବୁ ଅସୁବିଧା ଦୁର କରିଦେଇଥାଏ। ଘରରେ ଦାରିଦ୍ରତା ର ନାଶ ହୋଇଥାଏ। ଆଜି ଆମେ ଆପଣ ଙ୍କୁ ବାସ୍ତୁର କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯଦି ଆପଣ ତାକୁ କରୁଛନ୍ତି ତେବେ ଜୀବନରେ କେତେ ପ୍ରକାରର ଶୁଭ ପରିଣାମ ଦେଖିବାକୁ ମିଳିବ ଏବଂ ଜୀବନ ରେ ସବୁ ସମସ୍ୟା ଦୂର ହୋଇଯିବ।

ତେବେ ଆସନ୍ତୁ ଜାଣିବା ଅକ୍ଷୟ ତୁର୍ତ୍ତୀୟା ଦିନରେ କେଉଁ ବାସ୍ତୁର ଉପାୟ କରିବା:

google

● ଯଦି ଆପଣ ଧନ ସହିତ ଯୋଡି ହୋଇଥିବା ଅସୁବିଧା କୁ ଦୂର କରିବାକୁ ଚାହୁଁଛନ୍ତି ତେବେ ବାସ୍ତୁ ଶାସ୍ତ୍ର ଆନୁସାରେ ଅକ୍ଷୟ ତୁର୍ତ୍ତୀୟା ଦିନରେ ଘର ଏବଂ ନିଜର ଦୋକାନ ରେ ଧନ ରଖିବା ପାଇଁ ପୂର୍ବ ଦିଗ କୁ ବାଛନ୍ତୁ ଏହା ଦ୍ଵାରା ଆର୍ଥିକ ଉନ୍ନତି ରେ ଯେଉଁ ବି ବାଧା ସୃଷ୍ଟି ହେଉଛି ତାହା ଦୂର ହୋଇଯିବ।

google

● ଆପଣ ଅକ୍ଷୟ ତୁର୍ତ୍ତୀୟା ଦିନରେ ଘର ଏବଂ କାର୍ଯ୍ୟ କ୍ଷେତ୍ର କୁ ଭଲ ଭାବରେ ସଫା କରନ୍ତୁ। ଯଦି ଘର ଏବଂ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାର ବୁଢିଆଣି ଜାଲ ସୃଷ୍ଟି ହୋଇଥାଏ କିମ୍ବା ଅଳନ୍ଧୁ ଲାଗିଥାଏ ତାହାକୁ ସଫା କରନ୍ତୁ କାରଣ ଏହି ଜାଲ ଧନ ପ୍ରାପ୍ତି ଦିଗରେ ବାଧା ସୃଷ୍ଟି କରିଥାଏ।

●ନିଜର ଆୟ ଏବଂ ଧନ ରେ ବୃଦ୍ଧି କରିବା ପାଇଁ ଆପଣ ଅକ୍ଷୟ ତୁର୍ତ୍ତୀୟା ଦିନରେ ନିଜ ଘରରେ କିଛି ବଦଳ କରନ୍ତୁ। ଆପଣ ନିଜ ଘରର ଉତ୍ତର ଦିଗରେ ଦର୍ପଣ ଲଗାନ୍ତୁ। ଏହା ଦ୍ଵାରା ଆପଣଙ୍କ ଘରରେ ସକରାତ୍ମକ ଉର୍ଜା ସଂଚାର ହେବ।

●ଯଦି ନିଜ ଭାଗ୍ୟ ରେ ବୃଦ୍ଧି ଆଣିବାକୁ ଚାହୁଁଛ ତେବେ ଅକ୍ଷୟ ତୁର୍ତ୍ତୀୟା ଦିନରେ ନିଜ ଘରେ ମାଛ ଘର ନିଶ୍ଚୟ ରଖନ୍ତୁ। ଏଥିରେ ଆପଣ ୮ ଗୋଲଡେନ ରଙ୍ଗ ର ମାଛ ସହିତ ୧ଟି କଳା ରଙ୍ଗର ମାଛ ରଖନ୍ତୁ । ବାସ୍ତୁ ଶାସ୍ତ୍ର ଅନୁସାରେ ମାଛ ଘର ଆପଣ ନିଜ ଡ୍ରଇଂଗ ରୁମ ର ଡାହାଣ ହାତ ପାଖରେ ରଖନ୍ତୁ। ଏହା ଦ୍ଵାରା ଆପଣ ଙ୍କର ଭାଗ୍ୟ ଖୋଲିବ ଏବଂ ବିଗିଡି ଥିବା କାର୍ଯ୍ୟ ଆରମ୍ଭ ହୋଇଯିବ

google

●ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ଙ୍କର ଘରର ନଳ ଖରାପ ଅଛି ଏବଂ ସେଥିରୁ ପାଣି ବାହାରୁଛି ତେବେ ଯେତେ ଜଲଦି ହେବ ତାକୁ ଠିକ କରି ନିଅନ୍ତୁ। କାରଣ ଏଥି ପାଇଁ ଆପଣ ଙ୍କର ଧନ ହାନି ହୋଇପାରେ।ଲଗାତାର ଘରେ ପାଣି ବାହାରିବା ଆର୍ଥିକ ହାନି ହେବାର ସମ୍ଭାବନା ଥାଏ। ସେଥିପାଇଁ ଅକ୍ଷୟ ତୁର୍ତ୍ତୀୟା ଦିନରେ ଆପଣ ଙ୍କୁ ଏହା ଠିକ କରିବାକୁ ହେବ।

●ଯଦି ମନ ମୁତାବକ ଧନ ପ୍ରାପ୍ତି କରିବାକୁ ଚାହୁଁଛ ତେବେ ଅକ୍ଷୟ ତୁର୍ତ୍ତୀୟା ଦିନରେ ମାଟି ପାତ୍ରରେ ତରଭୁଜ ରଖି କୌଣସି ସୁହାଗିନୀ ମହିଳା କୁ ଦାନ କରନ୍ତୁ ଏବଂ ସେହି ମହିଳା ତାଙ୍କୁ ୧ଟଙ୍କା ର ମୁଦ୍ରା ଆଣି ଆପଣ ନିଜ ନିଜ ଧନ ରଖିଥିବା ତେଜରି କିମ୍ବା ଗଳା ରେ ରଖି ଦିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ମନ ଚାହୁଁଥିବା ଧନ ପ୍ରାପ୍ତି ହେବ,ଏହା ବହୁତ ସଠିକ ମାନା ଯାଇଥାଏ ଏହି ଉପାୟ କରିବା ଦ୍ୱାରା ଆପଣ ଙ୍କୁ ଶିଘ୍ର ଧନ ଲାଭ ହେବ।

ବନ୍ଧୁଗଣ ମାତା ଲକ୍ଷ୍ମୀଙ୍କ କୃପା ପାଇଁ ତଳେ ଗୋଟେ ଲାଇକ କରିଦିଅନ୍ତୁ ଏବଂ କମେନ୍ଟ ରେ ଲେଖିଦିଅନ୍ତୁ ” ମା ଲକ୍ଷ୍ମୀ” ଏବଂ ଶେୟର କରିବାକୁ ଭୁଲିବେ ନାହିଁ |

Leave a Reply

Your email address will not be published. Required fields are marked *