ଲକ ଡାଉନ ରେ କର୍ଣ୍ଣାଟକ ର ପୂର୍ବ ମୁଖ୍ୟମନ୍ତ୍ରୀ କଲେ ପୁଅ ଙ୍କର ବିବାହ ,ରବିନା ଟ୍ୱିଟ କରି ଦୁଖଃ ଅସନ୍ତୋଷ ପ୍ରକାଶ କଲେ।

କର୍ଣ୍ଣାଟକ ର ପୂର୍ବ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ଙ୍କ ପୁଅର ବିବାହ ଫୋଟ ଦେଖି ରବିନା ଅସନ୍ତୋଷ ପ୍ରକାଶ କରି ଟ୍ୱିଟ କଲେ।

ନୂଆଦିଲ୍ଲୀ: ଦେଶରେ ଲାକ ଡାଉନ ଚାଲିଥିବା ବେଳେ କର୍ଣ୍ଣାଟକ ରାଜ୍ୟ ରେ ହୋଇଥିବା ବିବାହ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି। କଥା ଯେ ପୂର୍ବ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ଙ୍କ ପୁଅ ନିଖିଲ କୁମାରସ୍ୱାମୀ ପୂର୍ବ ମନ୍ତ୍ରୀଙ୍କ ନାତୁଣୀ ଙ୍କ ସହିତ ବିବାହ କରିଛନ୍ତି।ଲକ ଡାଉନ ନିୟମ ର ଉଲଂଘନ କରି ବିବାହ ବେଙ୍ଗାଳୁରୁ ରୁ ପାଖା ପାଖି ୨୮ କିମି ସ୍ଥିତ ଏକ ଫାର୍ମ ହାଉସ ରେ ଆୟୋଜନ ହୋଇଥିଲା। ଏହି ବିବାହ ର ଫୋଟ ସୋସିଆଲ ମିଡିଆରେ ବହୁତ ଭାଇରଲ ହେଉଛି। ଲକ ଡାଉନ ଚାଲିଥିବା ବେଳେ ବିବାହ କରିଥିବା କାରଣରୁ ଏଚ ଡି କୁମାରସ୍ୱାମୀ ଏବଂ ପୁଅ ବହୁତ ଟ୍ରୋଲ ହୋଇଥିଲେ।

ଆଗକୁ ଆସିଥିବା ଫୋଟରେ ଲୋକଙ୍କର ଭିଡ଼ ଦେଖାଦେଇଛି। ସମାରୋହ କୁ ଆସିଥିବା ଲୋକମାନେ ହାତରେ ଗ୍ଲୋବ୍ସ ଏବଂ ମୁହଁ ରେ ମାସ୍କ ପିନ୍ଧିଥିଲେ। ପୁରାପୁରି ଭାବରେ ଲକ ଡାଉନ କୁ ଉଲଂଘନ କରା ଯାଉଥିବାର ଦେଖାଯାଉଛି। ଏହି ଫୋଟ କୁ ନେଇ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ଙ୍କର ପ୍ରତିକ୍ରିୟା ଆଗକୁ ଆସିଛି। ସେ ନିଜର ଟ୍ୱିଟର ଆକାଉଣ୍ଟ ରେ ଟ୍ୱିଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି “ଠିକ ଅଛି ,ଏହା ତ ଜଣା ପଡୁଛି କି ଏହି ଲୋକମାନଙ୍କୁ ବୋଧେ ଜଣା ନାହିଁ କେତେ ଲୋକ ବେମାରି ର ସମ୍ମୁଖୀନ ହୋଇ ନିଜ ପରିବାର ଠାରୁ ଦୂରେଇ ରହିଛନ୍ତି। କେତେ ଲୋକ ନଖାଇ ନିଜ ଜୀବନ ଅତିବାହିତ କରୁଛନ୍ତି।

ଏହି ଅସୁବିଧା ସମୟରେ ସମସ୍ତେ ଗରିବ ଲୋକଙ୍କର ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ହଇରାଣ କରିଦେବା କଥା ଯେ ବିବାହ ରେ ବୁଫେ ରେ କଣ ପରସା ଯାଇଥିଲା। ” ତାଙ୍କର ଟ୍ୱିଟ ବହୁତ ଭାଇରଲ ହେଉଛି। ଏହା ସହିତ କିଛି ବ୍ୟବହାର କାରୀ(ୟୁଜର୍ସ) କମେଣ୍ଟ କରି ନିଜର କ୍ରୋଧ ଜାହିର କରିଛନ୍ତି।

ଏହି ଦିନ ମାନଙ୍କରେ ରବିନା ଟଣ୍ଡନ ସୋସିଆଲ ମିଡ଼ିଆ ରେ ଅଧିକା ଆକ୍ଟିଭ ଅଛନ୍ତି। କୋରନା ଭାଇରସ ସହ ଲଢ଼ିବା ପାଇଁ ସେଲିବ୍ରେଟି ମାନେ ଆଗକୁ ଆସି ସାହାଯ୍ୟ କରୁଛନ୍ତି। ଏବେ ପର୍ଯ୍ୟନ୍ତ କୋରନା ଭାଇରସ ଯୋଗୁଁ ୪୮୦ ଲୋକଙ୍କର ମୃତ୍ୟୁ ହେଲାଣି। ହଇରାଣ କରିଦେବା ର କଥା ଏହାକି ୨୪ ଘଣ୍ଟା ରେ ନୂଆ ୯୯୧ ମାମଲା ଆଗକୁ ଆସିଛି। ଯଦି ଏମିତି ଖବର ଆଗକୁ ଆସେ ତେବେ ଏହା ବହୁତ ନିରାଶ କରିପାରେ।

ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟେ ଲାଇକ ସହିତ ନିଜର ମତାମତ କମେନ୍ଟ ରେ ନିଶ୍ଚିନ୍ତ ଦେବେ ଏବଂ ଶେୟର କରିବାକୁ ଅନୁରୋଧ |

Leave a Reply

Your email address will not be published. Required fields are marked *