କରୋନା ଭାଇରସ କୁ ନେଇ ସାରା ଦୁନିଆ ଚିନ୍ତା ରେ ଅଛି କାରଣ ପାଖା ପାଖୀ ୧.୫ ଲକ୍ଷ ଲୋକଙ୍କର ମୃତ୍ୟୁ ହେଇସାରିଛି। ଏପରି ସ୍ଥିତି ରେ କେବଳ ଭ୍ୟାକ୍ସିନ ହିଁ କରୋନା ଠାରୁ ଦୁନିଆ କୁ ବଞ୍ଚେଇ ପାରିବ ଆଉ ଏହି ଭ୍ୟାକ୍ସିନ ଯେତେ ଯାଏ ତିଆରି ନ ହେଇଛି ସେତେ ଯାଏ ଲୋକମାନଙ୍କୁ କର୍ଫ୍ୟୁ ରେ ରହିବାକୁ ତଥା ସୋସିଆଲ ଡିଷ୍ଟନ୍ସି(ସାମାଜିକ ଦୂରତା) ରଖିବାକୁ କୁହାଯାଉଛି।
ଏହାଭିତରେ ଭ୍ୟାକ୍ସିନ ବାବଦରେ ଏକ ଭଲ ଖବର ଆସିଛି।

କରୋନା ଦ୍ୱାରା ସାରା ଦୁନିଆ ରେ ୨୨ ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ ଆଉ ବହୁତ ଦେଶ ଏହାର ଭ୍ୟାକ୍ସିନ ଖୋଜିବାକୁ ପରିକ୍ଷଣ କରୁଛନ୍ତି। ବ୍ରିଟେନ ବି ସବୁଠୁ ପ୍ରଭାବିତ ଦେଶ ମାନଙ୍କ ଭିତରେ ଅଛି ଆଉ ଭ୍ୟାକ୍ସିନ ପାଇଁ ବି ଅନେକ ପରିକ୍ଷଣ କରୁଛି।
ଏହା ଭିତରେ ହିଁ ବ୍ରିଟେନ ର ଅକ୍ସଫର୍ଡ ବିଶ୍ୱବିଦ୍ୟାଳୟ ର ଭେକ୍ସିନୋଲୋଜି ଦୀପାର୍ଟମେଂଟ ର ପ୍ରଫେସର ସାରା ଗିଲବର୍ଟ କହିଛନ୍ତି କି ଏହାର ଭ୍ୟାକ୍ସିନ ସେପ୍ଟେମ୍ବର ଯାଏ ଆସିଯିବ। ସେ କହିଲେ କି ଆମେ ଏକ ମହାମାରୀ ର ଭେକ୍ସିଂ ଉପରେ କାମ କରୁଚୁ ଆଉ ଏହାର ନାମ ଉଦାହରଣ ଦେଲେ।
ସାରା କହିଲେ କି ଛାଡକ୍ସ ଟେକନିକ ରେ ଏହାର ୧୨ ପରୀକ୍ଷଣ କରାଯାଇଛି ଆଉ ଏହା ଦ୍ୱାରା ଇମ୍ୟୁନୋ ସିଷ୍ଟମ ରେ ବହୁତ ଫରକ ନଜର ଆସୁଛି। ଆଉ ଡିଏନଏ ଆଉ ଆରଏନଏ ର ପରୀକ୍ଷଣ ବି କରାଯାଇଛି।
ସଫଳତା ଉପରେ ସେ କହିଲେ କି ଏହାର ମିଲିଅନ ଡୋଜ ବି ଏହି ସେପ୍ଟେମ୍ବର ରେ ଆସିଯିବ।

ଏହି ଅକ୍ସଫୋର୍ଡ ର ବୈଜ୍ଞାନିକ ମାନେ ଏହି ଭ୍ୟାକ୍ସିନ ଉପରେ ବହୁତ ଖୁସିରେ ଅଛନ୍ତି ଆଉ ଏହାର କ୍ଲିନିକାଲ ଟ୍ରାଏଲ ପୂର୍ବରୁ ହି ଏମାନେ ଏହାର ମେନୁଫ୍ୟାକ୍ଚରିଙ୍ଗ ଷ୍ଟାର୍ଟ କରିଦେଇଛନ୍ତି। ପ୍ରଫେସର ଏଡରିଆନ ହିଲ କହିଲେ କି ଆମେ ରିସ୍କ ନେଇଛୁ ଆଉ ଭଲ ଫଳ ର ଆଶା କରୁଚୁ। ଆମେ ସାରା ଦୁନିଆ ର ୭ ମେନୁଫେକ୍ଚର କମ୍ପାନୀ ମାନଙ୍କ ସହ ଡିଲ କରିଛୁ।
ହିଲ କହିଲେ କି ୭ ମେନୁଫ୍ୟାଖ୍ଚର ମାନଙ୍କ ଭିତରୁ ୩ ବ୍ରିଟେନ, ୨ ୟୁରୋପ ଆଉ ଗୋଟେ ଚୀନ ଆଉ ଗୋଟେ ଭାରତ ରେ ଅଛି। ସେ କହିଲେ କି ଏହାର ଡୋଜ ସେପ୍ଟେମ୍ବର ଅଥବା ଅତି ବେସି ରେ ଡିସେମ୍ବର ଯାଏ ୧ ମିଲିଅନ ସାରା ଦୁନିଆ ରେ ଉପଲବ୍ଧ ହେଇଯିବ। ସେ କହିଲେ କି ତିନିଟି ସ୍ଥର ରେ ଏହାର ଟ୍ରାଏଲ ୫୧୦ ଭଲ୍ୟୁଣ୍ଟିଅର ଙ୍କ ସହ ଆରମ୍ଭ ହେଇଯାଇଛି। ଆଉ ଏହାର ତୃତୀୟ ସ୍ଥର ଯାଏ ୫୦୦୦ ଭଲ୍ୟୁଣ୍ଟିଅର ଉପଲବ୍ଧ ହେବାର ଆଶା କରାଯାଇଛି।

ଏହି ଭ୍ୟାକ୍ସିନ ପାଇଁ ପ୍ରଫେସର ଗିଲବର୍ଟ ଆଉ ତାଙ୍କର ଟିମ କୁ ବ୍ରିଟେନ ର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ଏଣ୍ଡ ରିସର୍ଚ୍ଚ ଆଉ ଦି ୟୁକେ ରିସର୍ଚ୍ଚ ଏଣ୍ଡ ଇନଭେସନ ୨.୨ ମିଲିଅନ ପାଉଣ୍ଡ ର ଅନୁଦାନ ଦେଇଛି। ବ୍ରିଟେନ ର ପ୍ରଧାନମନ୍ତ୍ରୀ ହ୍ୟାରିସ ଗିବସନ ବି କରୋନା ଦ୍ୱାରା ଆକ୍ରାନ୍ତ ଥିଲେ ମାତ୍ର ସେ ଏବେ ସୁରକ୍ଷିତ ଆଉ ଏହାର ୧୪୦୦୦ ରୁ ଅଧିକ ଲୋକ ଏବେ ମୃତ।
ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟେ ଲାଇକ ସହିତ ନିଜର ମତାମତ କମେନ୍ଟ ରେ ନିଶ୍ଚିନ୍ତ ଦେବେ ଏବଂ ଶେୟର କରିବାକୁ ଅନୁରୋଧ |