କଣ ପାଇଁ ମୁସଲମାନ ଲୋକମାନେ ବସିକି ପରିସ୍ରା କରନ୍ତି, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

  1. ଜୟ ଜଗନ୍ନାଥ ବନ୍ଧୁଗଣ ଆମର ଏହି ପୋର୍ଟାଲ କୁ ସ୍ୱାଗତ, ଆଜି ଆମେ ଏମିତି ଏକ ବିଷୟରେ କହିବାକୁ ଯାଉଛୁ ଯାହା ପ୍ରତେକ ଲୋକଙ୍କ ମନରେ କେବେ ନା କେବେ ପ୍ରଶ୍ନ ଉଠିଥିବ କି ମୁସଲମାନ ଲୋକମାନେ କଣ ପାଇଁ ଛିଡା ହୋଇ ପରିସ୍ରା କରନ୍ତି ନାହିଁ ? ଓ ଏହା ପଛରେ କଣ ରହସ୍ୟ ରହିଛି | ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁଥି ପାଇଁ ମୁସଲିମ ଲୋକ ଛିଡା ହୋଇ ପରିସ୍ରା କରିଥାନ୍ତି ନାହିଁ |

ବନ୍ଧୁଗଣ ଆପଣ ମାନେ ଦେଖିଥିବେ କି ଅଧିକାଂଶ ଳୋକ ବସିକି ପରିସ୍ରା କରିଥାନ୍ତି, କିନ୍ତୁ ଅନେକ ଲୋକ ଏହାର ପ୍ରକୃତ କାରଣ ଜାଣି ନାହାନ୍ତି | କେତେକ ଲୋକଙ୍କ ପାଖରେ ଏହାର ଭୁଲ ତଥ୍ୟ ମଧ୍ୟ ରହିଛି, ତେବେ ଆସନ୍ତୁ ଜାଣିବା ଏହାର ରହସ୍ୟ | ଇସଲାମ ଧର୍ମରେ ପରିସ୍ରକୁ ଅପବିତ୍ର ବୋଲି ବିବେଚନା କରାଯାଇଥାଏ, ଯଦି ଏହାର ଗୋଟେ ବୁନ୍ଦା ବି କପଡା ଉପରେ ପଡିଥାଏ ତେବେ ସେହି କପଡା ଅପବିତ୍ର ହୋଇଥାଏ | ଏବଂ ସେହି କପଡା ପିନ୍ଧି ମୁସଲମାନ ଭାଇ ମାନେ ନମାଜ କି କୁରାନ ମଧ୍ୟ ପଢି ପାରିବେ ନାହିଁ |

google

ପାଣିରେ ଧୋଇବା ପରେ ହିଁ ସେଇ କପଡା ଶୁଦ୍ଧ ହୋଇଥାଏ, କିନ୍ତୁ ବସିକି ପରିସ୍ରା କରିଲେ ପରିସ୍ରା ଅଧିକ ଛିଟିକି ନଥାଏ ଯେଉଁ କାରଣରୁ କପଡା ଅପବିତ୍ର ହେବାରୁ ରକ୍ଷା ପାଇଥାଏ | ଏହା ସହିତ ବନ୍ଧୁଗଣ ଇସଲାମ ଧର୍ମରେ ନିଜର ବ୍ୟକ୍ତି ଗତ ଅଂଶ ପ୍ରକାଶ କରିବା ପାପ ବୋଲି ବିବେଚନା କରାଯାଇଛି | ତେଣୁ ଏହାକୁ ଆଚ୍ଛାଦନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଅଟେ | ଯେଉଁଥି ପାଇଁ ମୁସଲମାନ ଭାଇ ମାନେ ବସିକି ପରିଶ୍ରା କରିଥାନ୍ତି |

google

ବିଜ୍ଞାନ ମତରେ ମଧ୍ୟ କୁହା ଯାଇଛି କି ବସିକି ପରିସ୍ରା କରିବା ସ୍ୱାସ୍ଥ୍ୟ ଦୃଷ୍ଟି କୋଣରୁ ସମ୍ପୂର୍ଣ ଠିକ ହୋଇଥାଏ | କାରଣ କେତେକ ଡାକ୍ତରଙ୍କ ମତରେ, ଯେତେବେଳେ ଆମେ ଛିଡା ହୋଇ ପରିସ୍ରା କରୁ ସେତେବେଳେ ବ୍ଲାଡର ସମ୍ପୂର୍ଣ ରୂପେ ଖାଲି ହୋଇନଥାଏ ଯେଉଁଥି ପାଇଁ କିଛି ପରିସ୍ରା ବ୍ଲାଡର ରେ ରହିଯାଇଥାଏ | ଏହା ପରେ ସେ କିଡ଼ନୀକୁ ଫେରି ଯାଇଥାଏ, ଯେଉଁଥି ପାଇଁ ସଂକ୍ରମଣ ଓ କୀଡୀନି ସମ୍ବଦିତ ରୋଗ ହେବାର ମଧ୍ୟ ଅଧିକ ସମ୍ଭାବନା ରହିଅଛି |

ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମଧ୍ୟ ପୂର୍ବଜ ମାନେ ବସିକି ପରିସ୍ରା କରୁଥିଲେ | କିନ୍ତୁ ବନ୍ଧୁଗଣ ଆଜିର ଅତ୍ୟାଧୁନିକ ଯୁଗରେ ପ୍ରାୟ ସମସ୍ତେ ଛିଡା ହୋଇ ପରିସ୍ରା କରୁଛନ୍ତି | ବନ୍ଧୁଗଣ ବସିକି କିମ୍ଭା ଛିଡା ହୋଇ ପରିସ୍ରା କରିବାକୁ ନେଇ ଆପଣଙ୍କ ମତ କଣ କମେନ୍ଟ ରେ ନିହାତି ଜଣେଇବେ |

ବନ୍ଧୁଗଣ ଆମର ଏହି ଆର୍ଟିକିଲ ଯଦି ଭଲ ଲାଗିଥାଏ ଗୋଟେ ଲାଇକ କରିବାକୁ ଅନୁରୋଧ ଏବଂ ସାଙ୍ଗରେ ସାଥୀଙ୍କ ସହିତ ଶେୟର କରିବାକୁ ଯେମିତି ନ ଭୁଲନ୍ତି |

Leave a Reply

Your email address will not be published. Required fields are marked *